ୱାନ୍ ୱେ ଟ୍ରାଫିକ୍
ୱାନ୍ ୱେ ଟ୍ରାଫିକ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀକାନ୍ତ ଗୌତମ । ସେହି ଏହି କଥାଚିତ୍ରଟିର ସଂଳାପ, କାହାଣୀ, ଚିତ୍ରନାଟ୍ୟ ଏବଂ ଗୀତ ରଚନା କରିଥିଲେ ।[୧][୨] ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବ୍ରହ୍ମା କୁମ୍ଭାର ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩] କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।
ୱାନ୍ ୱେ ଟ୍ରାଫିକ୍ | |
---|---|
ନିର୍ଦ୍ଦେଶକ | ସୁରେଶ ପଟ୍ଟନାୟକ |
ପ୍ରଯୋଜକ | ଶ୍ରୀକାନ୍ତ ଗୌତମ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ଶ୍ରୀକାନ୍ତ ଗୌତମ |
କାହାଣୀ | ଶ୍ରୀକାନ୍ତ ଗୌତମ |
କଳାକାର | ସମ୍ଭବ ମାନସିଂହ, ତପସ୍ୟା ତ୍ରିପାଠୀ, ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା |
ସଙ୍ଗୀତ | ବ୍ରହ୍ମା କୁମ୍ଭାର |
ଚିତ୍ରଗ୍ରହଣ | ପ୍ରଫୁଲ୍ଲ ସାହୁ[୧] |
ସମ୍ପାଦକ | ସୁରେଶ ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୨ ଡିସେମ୍ବର ୨୦୧୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ଭବ ମାନସିଂହ ଏବଂ ତପସ୍ୟା ତ୍ରିପାଠୀ ।[୪][୨] ଶ୍ରୀତମ ଦାସ, ମେଘନା ମିଶ୍ର, ଶ୍ରୀକାନ୍ତ ଗୌତମ, ଶଶାଙ୍କ ବାସୁ ମଲ୍ଲିକ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା, ନନ୍ସେନ୍ସ ମଣି, ହର ରଥ, ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ, ଅର୍ପଣ, ସୁଜିତ ପାଇକରାୟ, ଅଙ୍କିତା ଭୌମିକ, ଚନ୍ଦନ, ଦେବଦତ୍ତ ଜାନ୍, ସୋମ୍ୟ ମଲ୍ଲିକ, ଆଲୋକ ରାୟ, ପଙ୍କଜ, ସୋମ୍ୟ ଦାସ, ଦିପ୍ତି, ପ୍ରିୟା, ସ୍ମୃତି ମିଶ୍ର, ପ୍ରିୟା ନାୟକ, ମୀରା, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୫]
ଅଭିନୟସମ୍ପାଦନ କରନ୍ତୁ
- ସମ୍ଭବ ମାନସିଂହ
- ତପସ୍ୟା ତ୍ରିପାଠୀ
- ଶ୍ରୀତମ ଦାସ
- ମେଘନା ମିଶ୍ର
- ଶ୍ରୀକାନ୍ତ ଗୌତମ
- ଶଶାଙ୍କ ବାସୁ ମଲ୍ଲିକ
- ଇଲୁ ବାନାର୍ଜୀ
- ପୁଷ୍ପା ପଣ୍ଡା
- ନନ୍ସେନ୍ସ ମଣି
- ହର ରଥ
- ପୁର୍ଣ୍ଣେନ୍ଦୁ ଲାଲ ଦତ୍ତ
- ଅର୍ପଣ
- ସୁଜିତ ପାଇକରାୟ
- ଅଙ୍କିତା ଭୌମିକ
- ଚନ୍ଦନ
- ଦେବଦତ୍ତ ଜାନ୍
- ସୋମ୍ୟ ମଲ୍ଲିକ
- ଆଲୋକ ରାୟ
- ପଙ୍କଜ
- ସୋମ୍ୟ ଦାସ
- ଦିପ୍ତି
- ପ୍ରିୟା
- ସ୍ମୃତି ମିଶ୍ର
- ପ୍ରିୟା ନାୟକ
- ମୀରା
- ସସ୍ମିତା
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବ୍ରହ୍ମା କୁମ୍ଭାର ।[୨] ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, କ୍ରୀଷ୍ଣା ବେଉରା, ଦେବାନନ୍ଦ, ପଙ୍କଜ ଜାଲ, ଇରା ମହାନ୍ତି, ଅଭୟ ମୁଳିଆ, ଅସୀମା ପଣ୍ଡା, ଋତୁ ପାଠକ, ବିନୋଦ ରାଠୋଡ଼, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।[୧]
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଜୀବନ ତ" | |
2. | "କଟର କଟର କେଁ" | |
3. | "ଲେମ୍ବୁ ଅତି ଚିପୁଡ଼ିଲେ ପିତା" | |
4. | "ୱାନ୍ ୱେ ଟ୍ରାଫିକ୍" | |
5. | "ଅଳ୍ପ ଆମ ଗଳ୍ପ" |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "ନିଶା ବିରୋଧୀ ଫିଲ୍ମ 'ୱାନ ୱେ ଟ୍ରାଫିକ୍'". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 20 September 2014. Retrieved 24 June 2018.
- ↑ ୨.୦ ୨.୧ ୨.୨ "One Way Traffic Odia Film Cast, Crew, Wallpapers and Songs". NewOdisha.in. 18 June 2014. Retrieved 28 September 2017.
|first=
missing|last=
(help) - ↑ "One Way Traffic Odia Film Music Released". Incredible Orissa. 17 April 2014. Retrieved 28 September 2017.
- ↑ "One Way Traffic Odia Movie Trailer". Incredible Orissa. 25 April 2014. Retrieved 28 September 2017.
- ↑ Mohapatra, Mrudu M. (19 May 2–14). "One way traffic Odia Film". OdiaLive.com. Retrieved 28 September 2017.CS1 maint: date format (link)
ବାହାର ଆଧାରସମ୍ପାଦନ କରନ୍ତୁ
- ୱାନ୍ ୱେ ଟ୍ରାଫିକ୍ ଇଣ୍ଟରନେଟ ମୁଭି ଡାଟାବେସରେ