ହୋମି ଜାହାଙ୍ଗୀର ଭାବା

ହୋମି ଜାହଙ୍ଗୀର ଭାବା (୩୦ ଅକ୍ଟୋବର ୧୯୦୯ - ୨୪ ଜାନୁଆରୀ ୧୯୬୬) ଜଣେ ପରମାଣୁ ବିଜ୍ଞାନୀ ଥିଲେ । ହୋମିଙ୍କ ଜନ୍ମ ୧୯୦୯ ମସିହାରେ ବମ୍ବେ ପ୍ରେସିଡେନ୍ସୀରେ ହୋଇଥିଲା । ବିଶିଷ୍ଟ ଶିଲ୍ପପତି ଟାଟାଜୀଙ୍କର ସଂପର୍କୀୟ ପରିବାରରେ ଜନ୍ମ ହୋଇଥିଲା।

ପଦ୍ମ ଭୂଷଣ
ହୋମି ଜାହଙ୍ଗୀର ଭାବା
FRS
ହୋମି ଜାହାଙ୍ଗୀର ଭାବା
Born
ହୋମି ଜାହାଙ୍ଗୀର ଭାବା

(1909-10-30)୩୦ ଅକ୍ଟୋବର ୧୯୦୯
ବମ୍ବେ, British India (present-day India)
Died୨୪ ଜାନୁଆରୀ ୧୯୬୬(1966-01-24) (ବୟସ ୫୬)
Citizenshipଭାରତ
ବିଜ୍ଞାନୀ ଜୀବନ
କ୍ଷେତ୍ରପରମାଣୁ ଭୋତିକ

ଆଧାର ସମ୍ପାଦନା