ହେମନ୍ତ କୁମାର ସିଂହ ଦଣ୍ଡପାଟ

ଓଡ଼ିଆ ରାଜନୀତିଜ୍ଞ

ହେମନ୍ତ କୁମାର ସିଂହ ଦଣ୍ଡପାଟ (୨୮ ଅପ୍ରେଲ ୧୯୩୨ - ୧୮ ମାର୍ଚ୍ଚ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହେମନ୍ତ କୁମାର ସିଂହ ଦଣ୍ଡପାଟ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବେଣୁଧର ନାଏକ
ପର ଅଧିକାରୀବସନ୍ତ କୁମାର ସିଂହ ଦଣ୍ଡପାଟ
ନିର୍ବାଚନ ମଣ୍ଡଳୀବଣାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-04-28)୨୮ ଅପ୍ରେଲ ୧୯୩୨
ମୃତ୍ୟୁ୧୮ ମାର୍ଚ୍ଚ ୨୦୦୨(2002-03-18) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀସୁଲୋଚନା ସିଂହ ଦଣ୍ଡପାଟ
ବାପା/ବୋଉଅନନ୍ତ ଚରଣ ସିଂହ ଦଣ୍ଡପାଟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ହେମନ୍ତ ୧୯୩୨ ମସିହାର ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ଚରଣ ସିଂହ ଦଣ୍ଡପାଟ ଓ ପତ୍ନୀଙ୍କ ନାମ ସୁଲୋଚନା ସିଂହ ଦଣ୍ଡପାଟ ।[୧]

ରାଜନୈତିକ ଜୀବନ ସମ୍ପାଦନା

ହେମନ୍ତ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ହେମନ୍ତ ୨୦୦୨ ମସିହାର ମାର୍ଚ୍ଚ ୧୮ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Hemanta Kumar Singh Dandapat". odishaassembly.nic.in. Odisha Assembly. Retrieved 6 December 2020.