ହାଏ କୃଷ୍ଣ

୨୦୨୨ ଓଡ଼ିଆ କଥାଚିତ୍ର

ହାଏ କୃଷ୍ଣ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋଜ ମିଶ୍ର ଓ ଚିନ୍ମୟ ମିଶ୍ର । ପ୍ରଣବ ରଥ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ହାପି ଚନ୍ଦନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ହାଏ କୃଷ୍ଣ
ନିର୍ଦ୍ଦେଶକହାପି ଚନ୍ଦନ
ପ୍ରଯୋଜକମନୋଜ ମିଶ୍ର, ଚିନ୍ମୟ ମିଶ୍ର
ସଂଳାପପ୍ରଣବ ରଥ
ଚିତ୍ରନାଟ୍ୟହାପି ଚନ୍ଦନ
କାହାଣୀପ୍ରଣବ ରଥ
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ଜସ୍ମିନ ରଥ
ମନୋଜ ମିଶ୍ର
ସୁକାନ୍ତ ରଥ
ରାକ୍ଷୀ ଦାଶ
ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତବନି-ଗୌରବ
ଚିତ୍ରଗ୍ରହଣବିଶ୍ୱଜିତ କୁଲଡି
ସମ୍ପାଦକହାପି ଚନ୍ଦନ
ମୁକ୍ତିଲାଭ ତାରିଖ
୧୪ ଅଗଷ୍ଟ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଜସ୍ମିନ ରଥ । ମନୋଜ ମିଶ୍ର, ସୁକାନ୍ତ ରଥ, ରାକ୍ଷୀ ଦାଶ, ଶ୍ୱେତା ଆଚାର୍ଯ୍ୟ, ଆକାଶ, ବାପି, ମାମୁନି ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏହି କଥାଚିତ୍ରଟି ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୧][୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବନି-ଗୌରବ । ସୁମିତ ପଣ୍ଡା, ସତ୍ୟରଞ୍ଜନ ବଳ,ସ୍ଥିତ ପଟ୍ଟନାୟକ, ସନ୍ଦୀପ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପପୁ ପମ ପମ, ଅର୍ପିତା ଚୌଧୁରୀ, ଗୌରବ ଆନନ୍ଦ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ସବୁ ଫିଲ୍ମ ଫିଲ୍ମ ଲାଗୁଚି"ଅର୍ପିତା ଚୌଧୁରୀ, କୁଳଦୀପ ପଟ୍ଟନାୟକ୩:୪୦
2."ହିରୋ ଟୋକା ସେ ଆମର"ଗୌରବ ଆନନ୍ଦ୩:୨୦
3."ଶୋ'ରେ ବାୟା ତୁ"ପପୁ ପମ ପମ୩:୩୯
4."ତୋ କଥା ଭାବି ହସେ"ଗୌରବ ଆନନ୍ଦ୪:୫୮

ଆଧାର ସମ୍ପାଦନା

  1. ୧.୦ ୧.୧ "ଶୈଳେନ୍ଦ୍ରଙ୍କ ଆଶା". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.
  2. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  3. Das, Rashmi Rekha (27 July 2022). "Actress Jasmine can do anything for the sake of her love!". OTV News (in English). Archived from the original on 3 December 2022. Retrieved 3 December 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା