ହାଇଡ୍ରୋମର୍ଫୋନ

ଯନ୍ତ୍ରଣା ଉପଶମକାରୀ ଔଷଧ ।

 

ହାଇଡ୍ରୋମର୍ଫୋନ
Structural formula of hydromorphone
Space-filling model of hydromorphone
Clinical data
Trade namesDilaudid, Hydromorph Contin, Palladone, others
SynonymsDihydromorphinone
AHFS/Drugs.commonograph
MedlinePlusa682013
data
Pregnancy
category
Dependence
liability
High[]
Routes of
administration
By mouth, intramuscular, intravenous, subcutaneous
ATC code
Legal status
Legal status
Pharmacokinetic data
BioavailabilityBy mouth: 30–35%, Intranasal: 52–58%,[] IV/IM: 100%
Protein binding20%
MetabolismLiver
Onset of action15 to 30 min[]
Elimination half-life2–3 hours[]
Duration of action4 to 5 hrs[]
ExcretionKidney
Identifiers
  • 4,5-α-Epoxy-3-hydroxy-17-methyl morphinan-6-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.006.713 Edit this at Wikidata
Chemical and physical data
FormulaC17H19NO3
Molar mass୨୮୫.୩୪ g·mol−1
3D model (JSmol)
Solubility in waterHCl salt: 333 mg/mL (20 °C)
  • O=C4[C@@H]5Oc1c2c(ccc1O)C[C@H]3N(CC[C@]25[C@H]3CC4)C
  • InChI=1S/C17H19NO3/c1-18-7-6-17-10-3-5-13(20)16(17)21-15-12(19)4-2-9(14(15)17)8-11(10)18/h2,4,10-11,16,19H,3,5-8H2,1H3/t10-,11+,16-,17-/m0/s1 checkY
  • Key:WVLOADHCBXTIJK-YNHQPCIGSA-N checkY
  (verify)

ହାଇଡ୍ରୋମର୍ଫୋନ (ନାମ ଡିହାଇଡ୍ରୋମରଫିନନ, ବିକ୍ରୟ ନାମ ଡିଲାଉଡିଡ୍) ହୋଇଥିଲା, ଏକ ଅଫିମ ଜାତୀୟ ଔଷଧ ଯାହା ମଧ୍ୟମରୁ ପ୍ରବଳ ଧରଣର ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଦୀର୍ଘକାଳୀନ କର୍କଟ ଯନ୍ତ୍ରଣା ପାଇଁ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ | [] ଏହା ପାଟିରେ ଦିଆଯାଏ କିମ୍ବା ମାଂସପେଶୀ, ଚର୍ମ ତଳେ ବା ଶିରାଭ୍ୟନ୍ତରରେ ଇଞ୍ଜେକ୍ସନ ଆକାରରେ ବ୍ୟବହୃତ ହୋଇପାରେ | [] ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ବାନ୍ତି, ଅଇ, ଗଲୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବ‌ହାର, ନିମ୍ନ ରକ୍ତଚାପ, ବାତ, ଶ୍ୱାସକ୍ରିୟା କମିଯିବା ଏବଂ ସେରୋଟୋନିନ୍ ସିଣ୍ଡ୍ରୋମ ହୋଇପାରେ । [] ଏହାର ମାତ୍ରା ଶୀଘ୍ର ହ୍ରାସ କରିଦେଲେ ଓପିଅଏଡ ପ୍ରତ୍ୟାହାର ହୋଇପାରେ | [] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | [] ମୁଖ୍ୟତଃ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଓପିଅଏଡ ରିସେପ୍ଟରଗୁଡ଼ିକ ସକ୍ରିୟ କରି ହାଇଡ୍ରୋମୋର୍ଫୋନ କାମ କରେ ବୋଲି ବିଶ୍ୱାସ କରାଯାଏ | [] ପାଟିରେ ଦିଆଯାଉଥିବା ଦୁଇ ମିଗ୍ରା ହାଇଡ୍ରୋମୋର୍ଫୋନ୍ ପ୍ରାୟ ୧୦ ମିଗ୍ରା ମର୍ଫିନ ସ‌ହିତ ସମାନ । []

ହାଇଡ୍ରୋମର୍ଫୋନ ପେଟେଣ୍ଟ ହୋଇଥିଲା ୧୯୨୩ ମସିହାରେ । [] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ଦୁଇ ମିଗ୍ରା ବଟିକା ପାଇଁ ୨୦୧୯ ସୁଦ୍ଧା ଏନଏଚଏସ £୦.୩୨ ଖର୍ଚ୍ଚ କରେ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୦୭ ଡଲାର ଅଟେ । [୧୦] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୦୫ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୧] [୧୨] ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ରୁ ତିଆରି ହୋଇଥାଏ | [୧୩]

 

  1. Bonewit-West, Kathy; Hunt, Sue A.; Applegate, Edith (2012). Today's Medical Assistant: Clinical and Administrative Procedures (in ଇଂରାଜୀ). Elsevier Health Sciences. p. 571. ISBN 9781455701506.
  2. ୨.୦ ୨.୧ "Hydromorphone Use During Pregnancy". Drugs.com. 19 November 2019. Retrieved 16 May 2020.
  3. Coda BA, Rudy AC, Archer SM, Wermeling DP (July 2003). "Pharmacokinetics and bioavailability of single-dose intranasal hydromorphone hydrochloride in healthy volunteers". Anesth. Analg. 97 (1): 117–23, table of contents. CiteSeerX 10.1.1.551.6509. doi:10.1213/01.ANE.0000066311.40978.4F. PMID 12818953. S2CID 22694749.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Hydromorphone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 15 April 2019.
  5. Vallner JJ, Stewart JT, Kotzan JA, Kirsten EB, Honigberg IL (April 1981). "Pharmacokinetics and bioavailability of hydromorphone following intravenous and oral administration to human subjects". J Clin Pharmacol. 21 (4): 152–6. doi:10.1002/j.1552-4604.1981.tb05693.x. PMID 6165742. S2CID 29864565.
  6. British national formulary: BNF 76 (76 ed.). Pharmaceutical Press. 2018. pp. 24, 456. ISBN 9780857113382.
  7. "Hydromorphone Use During Pregnancy". Drugs.com (in ଇଂରାଜୀ). Retrieved 15 April 2019.
  8. ୮.୦ ୮.୧ British national formulary: BNF 76 (76 ed.). Pharmaceutical Press. 2018. pp. 24, 456. ISBN 9780857113382.
  9. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 526. ISBN 9783527607495.
  10. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  11. "The Top 300 of 2020". ClinCalc. Retrieved 11 April 2020.
  12. "Hydromorphone Hydrochloride - Drug Usage Statistics". ClinCalc. Archived from the original on 11 April 2020. Retrieved 11 April 2020.
  13. Vardanyan, Ruben; Hruby, Victor (2006). Synthesis of Essential Drugs (in ଇଂରାଜୀ). Elsevier. p. 25. ISBN 9780080462127.