ହଟିଆ
ରାଞ୍ଚି, ଝାଡ଼ଖଣ୍ଡ
ହଟିଆ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏଠାରେ ଏକ ମୁଖ୍ୟ ରେଳ ଜଙ୍କସନ ଥିବା ସହ " national Institute Of Foundaryand Forge technology " ନାମକ ଧାତବୀୟ ଇଂଜିନିଯରିଂ ପାଇଁ ଏକ ମୁଖ୍ୟ ପ୍ରତିଷ୍ଠାନ ରହିଛି । ଏହା ରାଜ୍ୟ ରାଜଧାନୀ ରାଁଚୀ ସହର ର ଏକ ସହର ତାଳି ଭାବରେ ରହିଥିଲା । ସାଂପ୍ରତିକ ଏହା ଏକ ନିଜସ୍ୱ ଶିଳ୍ପ ତଥା ବାଣିଜ୍ୟ ସହର ଭାବେ ଗଢ଼ି ଉଠୁଛି । ଏଠାରେ ନୂତନ ବାସଗୃହ ପ୍ରକଳ୍ପ ମାନ ନିର୍ମିତ ହେଇ ଜନସଂଖ୍ୟାରେ ବୃଦ୍ଧି ଘଟିଚାଲିଛି ।
ହାତିଆ | |
---|---|
town | |
Country | India |
State | Jharkhand |
District | Ranchi |
Elevation | 641 m (2,103 ft) |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | JH |
ଏଠାରେ NIFFT, ବ୍ଯତୀତ ଭାରତର ଏକ ସର୍ବବୃହତ ଇଂଜିନିଯରିଂ ନିର୍ମାଣ କର୍ପୋରାସନ HEC ରହିଛି ।
ଭୌଗୋଳିକ ଅବସ୍ଥିତି
ସମ୍ପାଦନାହାତିଆର ଭୌଗୋଳିକ ଅବସ୍ଥିତି 23.30°N 85.30°E.[୧] ଓ ଏହା ସମୁଦ୍ରପତ୍ତାନଠାରୁ 2,103 ଫୁଟ ଉପରେ ରହିଛି ।
ଯାତାୟତ
ସମ୍ପାଦନାପୂର୍ବ ଭାରତରେ ହଟିଆ ରେଳ ଷ୍ଟେସନ ଏକ ମୁଖ୍ୟ ଯାତାୟତ ଅଞ୍ଚଳ । ଏଠାକୁ ଦେଶର ଅନେକ ଅଞ୍ଚଳରୁ ରେଳ ଯୋଗାଯୋଗ ସହ ଅନେକ ଟ୍ରେନ ପାଇଁ ଏହା ଟର୍ମିନାଲ ଭାବରେ ବ୍ୟବହାର ହୁଏ ।
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- Official website of NIFFT Archived 2008-02-19 at the Wayback Machine.
- HEC, Ranchi