ହଟିଆ

ରାଞ୍ଚି, ଝାଡ଼ଖଣ୍ଡ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହାତିଆ
town
Country India
StateJharkhand
DistrictRanchi
Elevation
641 m (2,103 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣJH

ହଟିଆ  ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏଠାରେ ଏକ ମୁଖ୍ୟ ରେଳ ଜଙ୍କସନ ଥିବା ସହ " national Institute Of Foundaryand Forge technology " ନାମକ ଧାତବୀୟ ଇଂଜିନିଯରିଂ ପାଇଁ ଏକ ମୁଖ୍ୟ ପ୍ରତିଷ୍ଠାନ ରହିଛି । ଏହା ରାଜ୍ୟ ରାଜଧାନୀ ରାଁଚୀ ସହର  ର ଏକ ସହର ତାଳି ଭାବରେ ରହିଥିଲା । ସାଂପ୍ରତିକ ଏହା ଏକ ନିଜସ୍ୱ ଶିଳ୍ପ ତଥା ବାଣିଜ୍ୟ ସହର ଭାବେ ଗଢ଼ି ଉଠୁଛି । ଏଠାରେ ନୂତନ ବାସଗୃହ ପ୍ରକଳ୍ପ ମାନ ନିର୍ମିତ ହେଇ ଜନସଂଖ୍ୟାରେ ବୃଦ୍ଧି ଘଟିଚାଲିଛି । 

ଏଠାରେ  NIFFT, ବ୍ଯତୀତ ଭାରତର ଏକ ସର୍ବବୃହତ ଇଂଜିନିଯରିଂ ନିର୍ମାଣ କର୍ପୋରାସନ HEC ରହିଛି । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଫାଇଲ:Nifft academic.jpg
NIFFT, Ranchi

ହାତିଆର ଭୌଗୋଳିକ ଅବସ୍ଥିତି  23.30°N 85.30°E.[୧] ଓ ଏହା ସମୁଦ୍ରପତ୍ତାନଠାରୁ 2,103 ଫୁଟ ଉପରେ ରହିଛି । 

ଯାତାୟତ  ସମ୍ପାଦନା

ପୂର୍ବ ଭାରତରେ ହଟିଆ ରେଳ ଷ୍ଟେସନ ଏକ ମୁଖ୍ୟ ଯାତାୟତ ଅଞ୍ଚଳ । ଏଠାକୁ ଦେଶର ଅନେକ ଅଞ୍ଚଳରୁ ରେଳ ଯୋଗାଯୋଗ ସହ ଅନେକ ଟ୍ରେନ ପାଇଁ ଏହା ଟର୍ମିନାଲ ଭାବରେ ବ୍ୟବହାର ହୁଏ । 

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା