ସ୍ୱେତାନା କିରିଲୋଭା ପିରୋନ୍କୋଭା (Bulgarian: Цветана Кирилова Пиронкова [tsvɛˈtana pirɔnˈkɔva]) (ଜନ୍ମ ୧୩ ସେପ୍ଟେମ୍ବର ୧୯୮୭) ଜଣେ ବୁଲ୍ଗେରିଆ ପେଶାଗତ ଟେନିସ୍ ଖେଳାଳି । ସେ ଫେଡ୍ କପ୍ରେ ଦେଶର ସର୍ବଶ୍ରେଷ୍ଠ ଖେଳାଳି । ପ୍ଲୋଭ୍ଦିଭ୍ରେ ଜନ୍ମ ହୋଇଥିବା ପିରୋନ୍କୋଭା, ୪ ବର୍ଷ ବୟସରେ ତାଙ୍କ ବାପାଙ୍କଠାରୁ ଟେନିସ୍ ଶିଖିବା ଆରମ୍ଭ କରିଥିଲେ । କନିଷ୍ଠ ବର୍ଗରେ ଖେଳି ଆଟ୍ଲାଣ୍ଟିକ୍ କପ୍ ଜିତିଥିଲେ, ଓ ୨୦୦୨ରେ ଆନ୍ତର୍ଜାତୀୟ ଟେନିସ୍ ଫେଡ଼େରେସନ୍ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ପ୍ରଥମ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ପେଶାଗତ ଜୀବନର ଆରମ୍ଭରେ ସେ ଆଇଟିଏଫ୍ ସର୍କିଟ୍ରେ ୬ଟି ଆନ୍ତର୍ଜାତୀୟ ଏକକ ପ୍ରତିଯୋଗିତା ଜିତିଥିଲେ ।
ସ୍ୱେତାନା ପିରୋନ୍କାଭା
Цветана Пиронкова୨୦୧୬ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ପିରୋନକୋଭା |
ଦେଶ | ଛାଞ୍ଚ:BUL |
---|
ବାସସ୍ଥାନ | ପ୍ଲୋଭ୍ଦିଭ୍, ବୁଲ୍ଗେରିଆ |
---|
ଜନ୍ମ | (1987-09-13) ୧୩ ସେପ୍ଟେମ୍ବର ୧୯୮୭ (ବୟସ ୩୭) ପ୍ଲୋଭ୍ଦିଭ୍, ପିପୁଲ୍ସ ରିପବ୍ଲିକ୍ ଅଫ୍ ବୁଲ୍ଗେରିଆ |
---|
ଉଚ୍ଚତା | 1.80 m (5 ft 11 in) |
---|
ପେଷା ଆରମ୍ଭ | ୨୦୦୨ |
---|
ଖେଳ | ଡାହାଣହାତୀ (two-handed backhand) |
---|
ପୁରସ୍କାର ରାଶି | US$୪,୪୯୭,୦୯୫ |
---|
Official web site | tsvetanapironkova.com |
---|
|
ପେଷାଗତ ରେକର୍ଡ଼ | ଛାଞ୍ଚ:Tennis record |
---|
ପେଷା ଟାଇଟଲ | ୧ WTA, ୬ ITF |
---|
ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୩୧ (୧୩ ସେପ୍ଟେମ୍ବର ୨୦୧୦) |
---|
ଏବେର ରାଙ୍କିଙ୍ଗ | ନଂ ୧୬୮ (୧୩ ନଭେମ୍ବର ୨୦୧୭) |
---|
|
ଅଷ୍ଟ୍ରେଲୀୟ ଓପନ୍ | 2R (2006, 2008, 2009, 2010, 2011, 2012, 2014, 2015) |
---|
ଫରାସୀ ଓପନ୍ | କ୍ୱାର୍ଟର୍ଫାଇନାଲ୍ (2016) |
---|
ୱିମ୍ବଲ୍ଡନ୍ | ସେମଫାଇନାଲ୍ (2010) |
---|
ଆମେରିକୀୟ ଓପନ୍ | 4R (2012) |
---|
ଅନ୍ୟ ଟୁର୍ନାମେଣ୍ଟ |
Olympic Games | 2R (2008, 2012) |
---|
|
ପେଷାଗତ ରେକର୍ଡ଼୍ | ଛାଞ୍ଚ:Tennis record |
---|
ପେଷାଗତ ଟାଇଟଲ୍ | ୦ WTA, ୦ ITF |
---|
ସର୍ବୋଚ୍ଚ ରାଙ୍କିଙ୍ଗ | ନଂ ୧୪୧ (୨୩ ମାର୍ଚ୍ଚ ୨୦୦୯) |
---|
|
Australian Open | 2R (2007, 2009) |
---|
French Open | 2R (2006, 2008) |
---|
Wimbledon | 2R (2011, 2013) |
---|
US Open | 2R (2008) |
---|
Last updated on: ୧୩ ନଭେମ୍ବର ୨୦୧୭. |
ପିରୋନ୍କୋଭା ୨୦୦୫ରେ ଇସ୍ତାନାବୁଲ୍ କପ୍ରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ ଖେଳିଥିଲେ ଓ ଖେଳ ଜିବନର ପ୍ରାରମ୍ଭରେ ମଝିମଝିଆ ସଫଳତା ପାଇଥିଲେ । ଏହ ୨୦୧୦ରେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ସେ ୧-୪ ରେକର୍ଡ୍ରେ ମ୍ଯାଚ୍ ଜିତି ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ ଓ ଦ୍ୱିତୀୟ ବୁଲ୍ଗେରିଆ ଖେଳାଳି ଭାବେ କୌଣସି ଏକ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଏହି ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ତାଙ୍କ ଡବ୍ଲ୍ୟୁଟିଏ କ୍ରମାଙ୍କ ସର୍ବାଧିକ ୩୧ ନଂରେ ପହଁଞ୍ଚିଥିଲା । ଏହା ପରବର୍ଷ ୱିମ୍ବେଲ୍ଡ଼ନ୍ରେ ସେ କ୍ୱାର୍ଟର୍ଫାଇନାଲ୍ ପର୍ଯ୍ୟନ୍ତ ପହଁଞ୍ଚିଥିଲେ ଓ ଦି ୱିମ୍ବେଲ୍ଡ଼ନ୍ ଡାର୍କ୍ହର୍ସ୍ର ମାନ୍ୟତା ପାଇଥିଲେ ।[୧] ତାଙ୍କର ନାଟକୀୟ କ୍ରମାଙ୍କ ବୃଦ୍ଧି ସହ ସେ ଗ୍ରାଣ୍ଡ୍ସ୍ଲାମ୍ ପ୍ରତିଯୋଗିତାରେ ମଧ୍ୟ ବହୁ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପରାସ୍ତ କରିଥିଲେ ।[୨][୩]
ପିରୋନ୍କୋଭା ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ୨୦୧୪ ଆପିଆ ଆନ୍ତର୍ଜାତୀୟରେ ତିନି ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ଏକାଧାରରେ ପରାସ୍ତ କରି ଜିତିଥିଲେ । ସେ ୨୦୧୬ ଫ୍ରେଞ୍ଚ୍ ଓପେନ୍ରେ ବିଶ୍ୱ କ୍ରମାଙ୍କ ୨ ରାଡ଼୍ୱାନ୍ସକାଙ୍କୁ ପରାସ୍ତ କରି କାୱରାଟର୍ଫାଇନାଲ୍ରେ ପହଁଞ୍ଚିଥିଲେ । ଏହାକୁ ମିଶାଇ ପିରୋନ୍କୋଭା ସର୍ବମୋଟ ୧୨ ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ହରାଇଥିଲେ । ୨୦୧୭ ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା ପରେ ପିରୋନ୍କୋଭ, ନିଜର ମହିଳା ପୋଷାକ ଓ ଜୀବନ ଶୈଳୀ ବ୍ରାଣ୍ଡ୍, ପିରୋନେଟିକ୍ର ବଜାର ପ୍ରବେଶ କରାଇଥିଲେ ।[୪][୫] ସେ ନ୍ୟୁୟର୍କ୍ ଟାଇମ୍ସଦ୍ୱାରା "cerebral" grass-court abilities ପାଇଁ ପ୍ରସିଦ୍ଧି ପାଇଥିଲେ ଓ ଏମ୍ଏସ୍ଏନ୍ଦ୍ୱାରା ସବୁଠାରୁ ସୁନ୍ଦରୀ ମହିଳା କ୍ରୀଡ଼ାବିତ୍ର ସମ୍ମାନ ପାଇଥିଲେ ।[୬][୭]
ବିଷୟସୂଚୀ
- ୧ ବ୍ୟକ୍ତିଗତ ଜୀବନ
- ୨ ପେଶାଗତ ଜୀବନ
- ୨.୧ ଆଦ୍ୟ, ୨୦୦୨-୨୦୦୬
- ୨.୨ ଶ୍ରେଷ୍ଠ ୫୦, ୨୦୦୭-୨୦୦୯
- ୨.୩ ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ସେମିଫାଇନାଲ୍, ୨୦୧୦
- ୨.୪ ୱିମ୍ବେଲ୍ଡ଼ନ୍ କ୍ୱାର୍ଟର୍ଫାଇନାଲ୍, ୨୦୧୧
- ୨.୫ ୟୁଏସ୍ ଓପେନ୍, ଚତୁର୍ଥ ରାଉଣ୍ଡ୍, ୨୦୧୨
- ୨.୬ ୱିମ୍ବେଲ୍ଡ଼ନ୍, ଚତୁର୍ଥ ରାଉଣ୍ଡ୍, ୨୦୧୩
- ୨.୭ ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ବିଜୟ, ୨୦୧୪
- ୨.୮ ୨୦୧୫
- ୨.୯ ରୋଲାଣ୍ଡ୍ ଗ୍ୟାରୋସ୍ କ୍ୱାର୍ଟର୍ଫାଇନାଲ୍, ୨୦୧୬
- ୨.୧୦ ୨୦୧୭
- ୨.୧୧ ଗର୍ହାବସ୍ଥା ବ୍ୟବଧାନ
- ୩ ଖେଳ ଶୈଳୀ
- ୪ ସମ୍ମାନ
- ୫ ଡବ୍ଲ୍ୟୁଟିଏ ଫାଇନାଲ୍ସ
- ୬ ଆଇଟିଏଫ୍ ସର୍କିଟ୍ ଫାଇନାଲ୍: ୧୩ (୬–୭)
- ୭ ଏକକ ପ୍ରଦର୍ଶନ
- ୮ ଯୋଡ଼ା ପ୍ରଦର୍ଶନ
- ୯ ଶ୍ରେଷ୍ଠ ୧୦ ବିଜୟ
- ୧୦ ଆଧାର
- ୧୧ ବାହ୍ୟ ଆଧାର
ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ସେମିଫାଇନାଲ୍, ୨୦୧୦
ସମ୍ପାଦନା
ୱିମ୍ବେଲ୍ଡ଼ନ୍ କ୍ୱାର୍ଟର୍ଫାଇନାଲ୍, ୨୦୧୧
ସମ୍ପାଦନା
ୟୁଏସ୍ ଓପେନ୍, ଚତୁର୍ଥ ରାଉଣ୍ଡ୍, ୨୦୧୨
ସମ୍ପାଦନା
ୱିମ୍ବେଲ୍ଡ଼ନ୍, ଚତୁର୍ଥ ରାଉଣ୍ଡ୍, ୨୦୧୩
ସମ୍ପାଦନା
ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ବିଜୟ, ୨୦୧୪
ସମ୍ପାଦନା
ରୋଲାଣ୍ଡ୍ ଗ୍ୟାରୋସ୍ କ୍ୱାର୍ଟର୍ଫାଇନାଲ୍, ୨୦୧୬
ସମ୍ପାଦନା
ବୁଲ୍ଗେରିଆରେ ଶ୍ରେଷ୍ଠ ଉନ୍ନତି କରୁଥିବା ଖେଳାଳି - ୨୦୦୫[୮]
ପ୍ରଖ୍ୟାତ ଖେଳାଳି
|
ଗ୍ରାଣ୍ଡ୍ସ୍ଲାମ୍ ପ୍ରତିଯୋଗିତା (୦-୦)
|
ଡବ୍ଲ୍ୟୁଟିଏ ଟୁର୍ ପ୍ରତିଯୋଗିତା (୦-୦)
|
ପ୍ରିମିଅର୍ ବାଧ୍ୟତାମୂଳକ ଓ ପ୍ରିମିଅର୍ ୫ (୦-୦)
|
ପ୍ରିମିଅର୍ (୧-୦)
|
ଆନ୍ତର୍ଜାତୀୟ (୦-୦)
|
ଆଇଟିଏଫ୍ ସର୍କିଟ୍ ଫାଇନାଲ୍: ୧୩ (୬–୭)
ସମ୍ପାଦନା
Legend
|
$୧୦୦,୦୦୦ ପ୍ରତିଯୋଗିତା
|
$୭୫,୦୦୦ ପ୍ରତିଯୋଗିତା
|
$୫୦,୦୦୦ ପ୍ରତିଯୋଗିତା
|
$୨୫,୦୦୦ ପ୍ରତିଯୋଗିତା
|
$୧୫,୦୦୦ ପ୍ରତିଯୋଗିତା
|
$୧୦,୦୦୦ ପ୍ରତିଯୋଗିତା
|
ଫଳାଫଳ
|
କ୍ରମାଙ୍କ
|
ଦିନାଙ୍କ
|
ପ୍ରତିଯୋଗିତା
|
ପୃଷ୍ଠା
|
ଫାଇନାଲ୍ ପ୍ରତିଦ୍ୱନ୍ଦୀ
|
ସ୍କୋର୍
|
Runner-up
|
୧
|
୧୮ ଅଗଷ୍ଟ ୨୦୦୨
|
Bucharest, Romania, ITF $10,000
|
ମାଟି
|
Monica Niculescu
|
1–6, 6–7(4–7)
|
ବିଜେତା
|
୨
|
୨୯ ସେପ୍ଟେମ୍ବର ୨୦୦୨
|
Volos, Greece, ITF $10,000
|
Carpet
|
Tina Schmassmann
|
7–6(7–3), 7–5
|
ବିଜେତା
|
୩
|
୨୯ ଜୁନ୍ ୨୦୦୩
|
Orestiada, Greece, ITF $10,000
|
କଠିନ
|
Simona Matei
|
6–1, 6–4
|
ବିଜେତା
|
4.
|
3 August 2003
|
Istanbul, Turkey, ITF $10,000
|
Hard
|
İpek Şenoğlu
|
7–6(7–2), 6–0
|
Runner-up
|
5.
|
28 September 2003
|
Volos, Greece, ITF $10,000
|
Carpet
|
Sesil Karatantcheva
|
4–6, 6–2, 2–6
|
Winner
|
6.
|
2 November 2003
|
Istanbul, Turkey, ITF $10,000
|
Hard
|
Shahar Pe'er
|
6–3, 6–2
|
Runner-up
|
7.
|
21 November 2004
|
Barcelona, Spain, ITF $25,000
|
Clay
|
Laura Pous Tió
|
6–4, 5–7, 2–6
|
Runner-up
|
8.
|
30 January 2005
|
Belfort, France, ITF $25,000
|
Hard
|
Sandra Kleinová
|
4–6, 3–6
|
Winner
|
9.
|
10 April 2005
|
Rome, Italy, ITF $25,000
|
Clay
|
ଛାଞ୍ଚ:Country data ROU Magda Mihalache
|
7–5, 7–5
|
Runner-up
|
10.
|
11 June 2005
|
Zagreb, Croatia, ITF $75,000
|
Clay
|
Zuzana Ondrášková
|
6–4, 4–6, 3–6
|
Runner-up
|
11.
|
20 November 2005
|
Deauville, France, ITF $50,000
|
Clay
|
Viktoriya Kutuzova
|
4–6, 6–7(2–7)
|
Winner
|
12.
|
12 September 2007
|
Bordeaux, France, ITF $100,000
|
Clay
|
Alizé Cornet
|
6–2, 6–3
|
Runner-up
|
13.
|
21 September 2008
|
Sofia, Bulgaria, ITF $100,000
|
Clay
|
Nuria Llagostera Vives
|
2–6, 3–6
|
Key
W
|
F
|
SF
|
QF
|
#R
|
RR
|
Q#
|
A
|
P
|
Z#
|
PO
|
G
|
F-S
|
SF-B
|
NMS
|
NH
|
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.
Current through the ୨୦୧୭ ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା.
Key
W
|
F
|
SF
|
QF
|
#R
|
RR
|
Q#
|
A
|
P
|
Z#
|
PO
|
G
|
F-S
|
SF-B
|
NMS
|
NH
|
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.
Current through the 2014 US Open
ବର୍ଷ |
୨୦୦୬ |
୨୦୦୭ |
୨୦୦୮ |
୨୦୦୯ |
୨୦୧୦ |
୨୦୧୧ |
୨୦୧୨ |
୨୦୧୩ |
୨୦୧୪ |
୨୦୧୫ |
୨୦୧୬ |
ସମସ୍ତ
|
ବିଜୟ |
୧ |
୦ |
୧ |
୧ |
୨ |
୧ |
୨ |
୦ |
୩ |
୦ |
୧ |
୧୨
|
#
|
ଖେଳାଳି
|
କ୍ରମାଙ୍କ
|
ପ୍ରତିଯୋଗିତା
|
ପୃଷ୍ଠ
|
ରାଉଣ୍ଡ୍
|
ସ୍କୋର୍
|
TP କ୍ରମାଙ୍କ
|
୨୦୦୬
|
୧
|
ଭେନସ୍ ୱିଲିୟମ୍ସ
|
୧୦
|
ଅଷ୍ଟ୍ରେଲିଆନ୍ ଓପେନ୍, ମେଲ୍ବୋର୍ଣ୍ଣ, ଅଷ୍ଟ୍ରେଲିଆ
|
କଠିନ
|
ପ୍ରଥମ
|
୨-୬, ୬-୦, ୯-୭
|
୯୫
|
୨୦୦୮
|
୨
|
ଆନ୍ନା ଇଭାନ୍ନୋଭିକ୍
|
୩
|
ଇଣ୍ଟର୍ନ୍ୟାସ୍ନାଲ୍ ବିଏନ୍ଆର୍ ଦି ଇଟାଲୀ, ରୋମ୍, ଇଟାଲୀ
|
ମାଟି
|
ଦ୍ୱିତୀୟ ରାଉଣ୍ଡ୍
|
୬-୪, ୫-୭, ୬-୨
|
୬୪
|
୨୦୦୯
|
୩
|
ବେରା ଭୋନାରେଭା
|
୭
|
କ୍ରେମ୍ଲିନ୍ କପ୍, ମସ୍କୋ, ଋଷିଆ
|
କଠିନ
|
ଦ୍ୱିତୀୟ ରାଉଣ୍ଡ୍
|
୬-୦, ୬-୨
|
୧୨୬
|
୨୦୧୦
|
୪
|
ଏଲେନା ଡେମେଣ୍ଟିଭା
|
୫
|
ପୋଲ୍ସାଟ୍ ଡ଼ାର୍ସା ଓପେନ୍, ୱାର୍ସା, ପୋଲାଣ୍ଡ
|
ମାଟି
|
ଦ୍ୱିତୀୟ ରାଉଣ୍ଦ୍
|
୭-୫, ୪-୬, ୬-୪
|
୧୦୦
|
୫
|
ଭେନସ୍ ୱିଲିୟମ୍ସ
|
୨
|
ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୁକ୍ତରାଜ୍ୟ
|
ଘାସ
|
କ୍ୱାର୍ଟର୍ଫାଇନାଲ୍ସ
|
୬-୨, ୬-୩
|
୮୨
|
୨୦୧୧
|
୬
|
ବେରା ଜୋନାରେଭା
|
୩
|
ୱିମ୍ବେଲ୍ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୂକ୍ତରାଜ୍ୟ
|
ଘାସ
|
ତୃତୀୟ ରାଉଣ୍ଡ୍
|
୬-୨, ୬-୩
|
୩୩
|
୨୦୧୨
|
୭
|
ଲି ନା
|
୯
|
ଓପେନ୍ ଜିଡ଼ିଏଫ୍ ସୁଏଜ୍, ପ୍ୟାରିସ୍, ଫ୍ରାନ୍ସ
|
କଠିନ
|
ପ୍ରଥମ ରାଉଣ୍ଡ୍
|
୭-୬(୭-୫), ୩-୨ ret.
|
୫୦
|
୮
|
ଅଗ୍ନିସ୍କା ରାଡ଼୍ୱାନ୍ସକା
|
୩
|
ଏଇଗନ୍ ଆନ୍ତର୍ଜାତୀୟl, ଇଷ୍ଟ୍ବୋର୍ଣ୍ଣ, ଯୁକ୍ତରାଜ୍ୟ
|
ଘାସ
|
ପ୍ରଥମ ରାଉଣ୍ଡ୍
|
୬-୨, ୬-୪
|
୪୦
|
୨୦୧୪
|
୯
|
ସାରା ଇରାନୀ
|
୭
|
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ
|
କଠିନ
|
କ୍ୱାର୍ଟର୍ଫାଇନାଲ୍ସ
|
୭-୬(୭-୨), ୬-୩
|
୧୦୭
|
୧୦
|
ପେଟ୍ରା କିଟୋଭା
|
୬
|
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ
|
କଠିନ
|
ସେମିଫାଇନାଲ୍ସ
|
୬-୪, ୬-୩
|
୧୦୭
|
୧୧
|
ଆଞ୍ଜେଲିକ୍ କରବେର୍
|
୯
|
ଆପିଆ ଇଣ୍ଟର୍ନ୍ୟାସ୍ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ
|
କଠିନ
|
ଫାଇନାଲ୍
|
୬-୪, ୬-୪
|
୧୦୭
|
୨୦୧୬
|
୧୨
|
ଅଗ୍ନିସ୍କା ରାଡ଼୍ୱାନ୍ସକା
|
୨
|
ଫ୍ରେଞ୍ଚ ଓପେନ୍, ପ୍ୟାରିସ୍, ଫ୍ରାନ୍ସ
|
ମାଟି
|
ଚତୁର୍ଥ ରାଉଣ୍ଡ୍
|
୨-୬, ୬-୩, ୬-୩
|
୧୦୨
|