ସ୍ୱେତାନା ପିରୋନ୍‌କୋଭା

ବୁଲଗାରିଆର ଟେନିସ ଖେଳାଳି

ସ୍ୱେତାନା କିରିଲୋଭା ପିରୋନ୍‌କୋଭା (Bulgarian: Цветана Кирилова Пиронкова [tsvɛˈtana pirɔnˈkɔva]) (ଜନ୍ମ ୧୩ ସେପ୍ଟେମ୍ବର ୧୯୮୭) ଜଣେ ବୁଲ୍‌ଗେରିଆ ପେଶାଗତ ଟେନିସ୍ ଖେଳାଳି । ସେ ଫେଡ୍ କପ୍‌ରେ ଦେଶର ସର୍ବଶ୍ରେଷ୍ଠ ଖେଳାଳି । ପ୍ଲୋଭ୍‌ଦିଭ୍‌ରେ ଜନ୍ମ ହୋଇଥିବା ପିରୋନ୍‌କୋଭା, ୪ ବର୍ଷ ବୟସରେ ତାଙ୍କ ବାପାଙ୍କଠାରୁ ଟେନିସ୍ ଶିଖିବା ଆରମ୍ଭ କରିଥିଲେ । କନିଷ୍ଠ ବର୍ଗରେ ଖେଳି ଆଟ୍‌ଲାଣ୍ଟିକ୍ କପ୍ ଜିତିଥିଲେ, ଓ ୨୦୦୨ରେ ଆନ୍ତର୍ଜାତୀୟ ଟେନିସ୍ ଫେଡ଼େରେସନ୍ ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ପ୍ରଥମ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ପେଶାଗତ ଜୀବନର ଆରମ୍ଭରେ ସେ ଆଇଟିଏଫ୍ ସର୍କିଟ୍‌ରେ ୬ଟି ଆନ୍ତର୍ଜାତୀୟ ଏକ‌କ ପ୍ରତିଯୋଗିତା ଜିତିଥିଲେ ।

ସ୍ୱେତାନା ପିରୋନ୍‌କାଭା
Цветана Пиронкова
୨୦୧୬ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ପିରୋନ‌କୋଭା
ଦେଶଛାଞ୍ଚ:BUL
ବାସସ୍ଥାନପ୍ଲୋଭ୍‌ଦିଭ୍, ବୁଲ୍‌ଗେରିଆ
ଜନ୍ମ (1987-09-13) ୧୩ ସେପ୍ଟେମ୍ବର ୧୯୮୭ (ବୟସ ୩୬)
ପ୍ଲୋଭ୍‌ଦିଭ୍, ପିପୁଲ୍‌ସ ରିପବ୍ଲିକ୍ ଅଫ୍ ବୁଲ୍‌ଗେରିଆ
ଉଚ୍ଚତା1.80 m (5 ft 11 in)
ପେଷା ଆରମ୍ଭ୨୦୦୨
ଖେଳଡାହାଣହାତୀ (two-handed backhand)
ପୁରସ୍କାର ରାଶିUS$୪,୪୯୭,୦୯୫
Official web sitetsvetanapironkova.com
ଏକକ
ପେଷାଗତ ରେକର୍ଡ଼ଛାଞ୍ଚ:Tennis record
ପେଷା ଟାଇଟଲ୧ WTA, ୬ ITF
ସର୍ବୋଚ୍ଚ ରାଙ୍କିଙ୍ଗନଂ ୩୧ (୧୩ ସେପ୍ଟେମ୍ବର ୨୦୧୦)
ଏବେର ରାଙ୍କିଙ୍ଗନଂ ୧୬୮ (୧୩ ନଭେମ୍ବର ୨୦୧୭)
Grand Slam Singles results
ଅଷ୍ଟ୍ରେଲୀୟ ଓପନ୍‌2R (2006, 2008, 2009, 2010, 2011, 2012, 2014, 2015)
ଫରାସୀ ଓପନ୍‌କ୍ୱାର୍ଟର୍‌ଫାଇନାଲ୍ (2016)
ୱିମ୍ବଲ୍‌ଡନ୍‌ସେମଫାଇନାଲ୍ (2010)
ଆମେରିକୀୟ ଓପନ୍‌4R (2012)
ଅନ୍ୟ ଟୁର୍ନାମେଣ୍ଟ
Olympic Games2R (2008, 2012)
ଯୋଡ଼ି
ପେଷାଗତ ରେକର୍ଡ଼୍‌ଛାଞ୍ଚ:Tennis record
ପେଷାଗତ ଟାଇଟଲ୍‌୦ WTA, ୦ ITF
ସର୍ବୋଚ୍ଚ ରାଙ୍କିଙ୍ଗନଂ ୧୪୧ (୨୩ ମାର୍ଚ୍ଚ ୨୦୦୯)
Grand Slam Doubles results
Australian Open2R (2007, 2009)
French Open2R (2006, 2008)
Wimbledon2R (2011, 2013)
US Open2R (2008)
Last updated on: ୧୩ ନଭେମ୍ବର ୨୦୧୭.

ପିରୋନ୍‌କୋଭା ୨୦୦୫ରେ ଇସ୍ତାନାବୁଲ୍ କପ୍‌ରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ ଖେଳିଥିଲେ ଓ ଖେଳ ଜିବନର ପ୍ରାରମ୍ଭରେ ମଝିମଝିଆ ସଫଳତା ପାଇଥିଲେ । ଏହ ୨୦୧୦ରେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ସେ ୧-୪ ରେକର୍ଡ୍‌ରେ ମ୍ଯାଚ୍ ଜିତି ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ ଓ ଦ୍ୱିତୀୟ ବୁଲ୍‌ଗେରିଆ ଖେଳାଳି ଭାବେ କୌଣସି ଏକ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଏହି ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ତାଙ୍କ ଡବ୍ଲ୍ୟୁଟିଏ କ୍ରମାଙ୍କ ସର୍ବାଧିକ ୩୧ ନଂରେ ପ‌ହଁଞ୍ଚିଥିଲା । ଏହା ପରବର୍ଷ ୱିମ୍ବେଲ୍‌ଡ଼ନ୍‌ରେ ସେ କ୍ୱାର୍ଟର୍‌ଫାଇନାଲ୍ ପର୍ଯ୍ୟନ୍ତ ପ‌ହଁଞ୍ଚିଥିଲେ ଓ ଦି ୱିମ୍ବେଲ୍‌ଡ଼ନ୍ ଡାର୍କ୍‌ହର୍ସ୍‌ର ମାନ୍ୟତା ପାଇଥିଲେ ।[୧] ତାଙ୍କର ନାଟକୀୟ କ୍ରମାଙ୍କ ବୃଦ୍ଧି ସ‌ହ ସେ ଗ୍ରାଣ୍ଡ୍‌ସ୍ଲାମ୍ ପ୍ରତିଯୋଗିତାରେ ମଧ୍ୟ ବ‌ହୁ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପରାସ୍ତ କରିଥିଲେ ।[୨][୩]

ପିରୋନ୍‌କୋଭା ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ୨୦୧୪ ଆପିଆ ଆନ୍ତର୍ଜାତୀୟରେ ତିନି ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ଏକାଧାରରେ ପରାସ୍ତ କରି ଜିତିଥିଲେ । ସେ ୨୦୧୬ ଫ୍ରେଞ୍ଚ୍ ଓପେନ୍‌ରେ ବିଶ୍ୱ କ୍ରମାଙ୍କ ୨ ରାଡ଼୍‌ୱାନ୍‌ସକାଙ୍କୁ ପରାସ୍ତ କରି କାୱରାଟର୍‌ଫାଇନାଲ୍‌ରେ ପ‌ହଁଞ୍ଚିଥିଲେ । ଏହାକୁ ମିଶାଇ ପିରୋନ୍‌କୋଭା ସର୍ବମୋଟ ୧୨ ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ହରାଇଥିଲେ । ୨୦୧୭ ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା ପରେ ପିରୋନ୍‌କୋଭ, ନିଜର ମହିଳା ପୋଷାକ ଓ ଜୀବନ ଶୈଳୀ ବ୍ରାଣ୍ଡ୍, ପିରୋନେଟିକ୍‌ର ବଜାର ପ୍ରବେଶ କରାଇଥିଲେ ।[୪][୫] ସେ ନ୍ୟୁୟର୍କ୍ ଟାଇମ୍‌ସଦ୍ୱାରା "cerebral" grass-court abilities ପାଇଁ ପ୍ରସିଦ୍ଧି ପାଇଥିଲେ ଓ ଏମ୍ଏସ୍ଏନ୍‌ଦ୍ୱାରା ସବୁଠାରୁ ସୁନ୍ଦରୀ ମହିଳା କ୍ରୀଡ଼ାବିତ୍‌ର ସମ୍ମାନ ପାଇଥିଲେ ।[୬][୭]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ପେଶାଗତ ଜୀବନ ସମ୍ପାଦନା

ଆଦ୍ୟ, ୨୦୦୨-୨୦୦୬ ସମ୍ପାଦନା

ଶ୍ରେଷ୍ଠ ୫୦, ୨୦୦୭-୨୦୦୯ ସମ୍ପାଦନା

ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ସେମିଫାଇନାଲ୍, ୨୦୧୦ ସମ୍ପାଦନା

ୱିମ୍ବେଲ୍‌ଡ଼ନ୍ କ୍ୱାର୍ଟର୍‌ଫାଇନାଲ୍, ୨୦୧୧ ସମ୍ପାଦନା

ୟୁଏସ୍ ଓପେନ୍, ଚତୁର୍ଥ ରାଉଣ୍ଡ୍, ୨୦୧୨ ସମ୍ପାଦନା

ୱିମ୍ବେଲ୍‌ଡ଼ନ୍, ଚତୁର୍ଥ ରାଉଣ୍ଡ୍, ୨୦୧୩ ସମ୍ପାଦନା

ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା ବିଜୟ, ୨୦୧୪ ସମ୍ପାଦନା

୨୦୧୫ ସମ୍ପାଦନା

ରୋଲାଣ୍ଡ୍ ଗ୍ୟାରୋସ୍ କ୍ୱାର୍ଟର୍‌ଫାଇନାଲ୍, ୨୦୧୬ ସମ୍ପାଦନା

୨୦୧୭ ସମ୍ପାଦନା

ଗର୍ହାବସ୍ଥା ବ୍ୟବଧାନ ସମ୍ପାଦନା

ଖେଳ ଶୈଳୀ ସମ୍ପାଦନା

ସମ୍ମାନ ସମ୍ପାଦନା

ବୁଲ୍‌ଗେରିଆରେ ଶ୍ରେଷ୍ଠ ଉନ୍ନତି କରୁଥିବା ଖେଳାଳି - ୨୦୦୫[୮]

ଡବ୍ଲ୍ୟୁଟିଏ ଫାଇନାଲ୍‌ସ ସମ୍ପାଦନା

ଏକ‌କ:୧ (୧ ପ୍ରତିଯୋଗିତା ବିଜୟ) ସମ୍ପାଦନା

ପ୍ରଖ୍ୟାତ ଖେଳାଳି
ଗ୍ରାଣ୍ଡ୍‌ସ୍ଲାମ୍ ପ୍ରତିଯୋଗିତା (୦-୦)
ଡବ୍ଲ୍ୟୁଟିଏ ଟୁର୍ ପ୍ରତିଯୋଗିତା (୦-୦)
ପ୍ରିମିଅର୍ ବାଧ୍ୟତାମୂଳକ ଓ ପ୍ରିମିଅର୍ ୫ (୦-୦)
ପ୍ରିମିଅର୍ (୧-୦)
ଆନ୍ତର୍ଜାତୀୟ (୦-୦)
ଫଳାଫଳ କ୍ରମାଙ୍କ ଦିନାଙ୍କ ପ୍ରତିଯୋଗିତା ପୃଷ୍ଠ ଫାଇନାଲ୍‌ରେ ପ୍ରତିଦ୍ୱନ୍ଦୀ ସ୍କୋର୍
ବିଜେତା ୧୦ ଜାନୁଆରୀ ୨୦୧୪ ଆପିଆ ଆନ୍ତର୍ଜାତୀୟ, ସିଡ଼ନୀ, ଅଷ୍ଟ୍ରେଲିଆ କଠିନ   ଆଞ୍ଜେଲିକ୍ କର୍ବର୍ ୬-୪, ୬-୪

ଆଇଟିଏଫ୍ ସର୍କିଟ୍ ଫାଇନାଲ୍: ୧୩ (୬–୭) ସମ୍ପାଦନା

ଏକ‌କ: ୧୩ (୬–୭) ସମ୍ପାଦନା

Legend
$୧୦୦,୦୦୦ ପ୍ରତିଯୋଗିତା
$୭୫,୦୦୦ ପ୍ରତିଯୋଗିତା
$୫୦,୦୦୦ ପ୍ରତିଯୋଗିତା
$୨୫,୦୦୦ ପ୍ରତିଯୋଗିତା
$୧୫,୦୦୦ ପ୍ରତିଯୋଗିତା
$୧୦,୦୦୦ ପ୍ରତିଯୋଗିତା
ଫଳାଫଳ କ୍ରମାଙ୍କ ଦିନାଙ୍କ ପ୍ରତିଯୋଗିତା ପୃଷ୍ଠା ଫାଇନାଲ୍ ପ୍ରତିଦ୍ୱନ୍ଦୀ ସ୍କୋର୍
Runner-up ୧୮ ଅଗଷ୍ଟ ୨୦୦୨ Bucharest, Romania, ITF $10,000 ମାଟି   Monica Niculescu 1–6, 6–7(4–7)
ବିଜେତା ୨୯ ସେପ୍ଟେମ୍ବର ୨୦୦୨ Volos, Greece, ITF $10,000 Carpet   Tina Schmassmann 7–6(7–3), 7–5
ବିଜେତା ୨୯ ଜୁନ୍ ୨୦୦୩ Orestiada, Greece, ITF $10,000 କଠିନ   Simona Matei 6–1, 6–4
ବିଜେତା 4. 3 August 2003 Istanbul, Turkey, ITF $10,000 Hard   İpek Şenoğlu 7–6(7–2), 6–0
Runner-up 5. 28 September 2003 Volos, Greece, ITF $10,000 Carpet   Sesil Karatantcheva 4–6, 6–2, 2–6
Winner 6. 2 November 2003 Istanbul, Turkey, ITF $10,000 Hard   Shahar Pe'er 6–3, 6–2
Runner-up 7. 21 November 2004 Barcelona, Spain, ITF $25,000 Clay   Laura Pous Tió 6–4, 5–7, 2–6
Runner-up 8. 30 January 2005 Belfort, France, ITF $25,000 Hard   Sandra Kleinová 4–6, 3–6
Winner 9. 10 April 2005 Rome, Italy, ITF $25,000 Clay ଛାଞ୍ଚ:Country data ROU Magda Mihalache 7–5, 7–5
Runner-up 10. 11 June 2005 Zagreb, Croatia, ITF $75,000 Clay   Zuzana Ondrášková 6–4, 4–6, 3–6
Runner-up 11. 20 November 2005 Deauville, France, ITF $50,000 Clay   Viktoriya Kutuzova 4–6, 6–7(2–7)
Winner 12. 12 September 2007 Bordeaux, France, ITF $100,000 Clay   Alizé Cornet 6–2, 6–3
Runner-up 13. 21 September 2008 Sofia, Bulgaria, ITF $100,000 Clay   Nuria Llagostera Vives 2–6, 3–6

ଏକ‌କ ପ୍ରଦର୍ଶନ ସମ୍ପାଦନା

Key
W  F  SF QF #R RR Q# A P Z# PO G F-S SF-B NMS NH
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.

Current through the ୨୦୧୭ ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା.

 
ପିରୋନ୍‌କୋଭା ଗୋଟିଏ ଡବ୍ଲ୍ୟୁଟିଏ ଓ ୬ଟି ଆଇଟିଏଫ୍ ଏକ‌କ ପ୍ରତିଯୋଗିତା ଜିତିଛନ୍ତି ।
Tournament 2005 2006 2007 2008 2009 2010 2011 2012 2013 2014 2015 2016 2017 SR W–L
Grand Slam Tournaments
ଅଷ୍ଟ୍ରେଲିଆନ୍ ଓପେନ୍ A 2R 1R 2R 2R 2R 2R 2R 1R 2R 2R 1R 1R 0 / 12 8–12
French Open A 2R 1R 2R 1R 1R 2R 2R 1R 2R 3R QF 2R 0 / 12 12–12
Wimbledon Q3 2R 1R 1R 1R SF QF 2R 4R 1R 1R 1R 2R 0 / 12 15–12
US Open Q2 1R 2R 1R 1R 2R 2R 4R 1R 2R 1R 2R A 0 / 11 8–11
Win–Loss 0–0 3–4 1–4 2–4 1–4 7–4 7–4 6–4 3–4 3–4 3–4 5–4 2–3 0 / 45 41–45
National Representation
Summer Olympics Not Held 2R Not Held 2R Not Held 1R NH 0 / 3 2–3
Year–End Championships
WTA Tour Championships Did Not Qualify 0 / 0 0–0
Tournament of Champions Not Held A A A SF RR RR A A 0 / 3 1–9
WTA Premier Mandatory Tournaments
Indian Wells A 2R 2R 2R 2R 2R 2R 1R 1R 1R 1R 2R 1R 0 / 12 6–12
Miami A 1R 1R 1R 1R 2R 2R 2R 1R 3R 2R Q2 1R 0 / 11 5–11
Madrid Not Held 1R Q1 1R 1R 1R 1R 2R Q1 Q2 0 / 6 1–6
Beijing Tier II A 1R 1R 1R Q1 2R 1R A 0 / 5 1–5
WTA Premier 5 Tournaments
Dubai Tier II 2R Q1 2R Premier 0 / 2 2–2
Doha Tier II A Not Held P 3R 1R 2R P 1R Q3 0 / 4 3–4
Rome A A A QF 1R Q1 1R 1R 1R 1R 1R Q1 Q1 0 / 7 3–7
Montréal / Toronto А А А А А А А А A A A A A 0 / 0 0–0
Cincinnati Tier III А А 1R 1R Q1 1R 2R 2R A 0 / 5 2–5
ଟୋକିଓ А А А А А A 2R 2R 1R Q2 NP5 ୦/୩ ୨-୩
Career Statistics 2005 2006 2007 2008 2009 2010 2011 2012 2013 2014 2015 2016 2017 ବିଜୟ-ପରାଜୟ
ପ୍ରତିଯୋଗିତା 3 16 15 18 20 15 22 22 13 16 12 15 ୧୬୭
Titles 0 0 0 0 0 0 0 0 0 1 0 0 1
Finals Reached 0 0 0 0 0 0 0 0 0 1 0 0 1
ବିଜୟ-ପରାଜୟ ୬-୩ ୧୫-୧୬ ୭-୧୫ ୧୬-୧୮ ୯-୨୦ ୧୬-୧୫ ୧୩-୨୨ ୨୦-୨୪ ୬-୧୪ ୧୫-୧୭ ୧୪-୧୨ ୧୪-୧୫ ୧୫୧-୧୯୧
ବର୍ଷ ଶେଷ କ୍ରମାଙ୍କ ୮୮ ୬୨ ୯୮ ୪୮ ୯୯ ୩୫ ୪୬ ୪୨ ୧୦୮ ୩୯ ୫୯ ୬୪

ଯୋଡ଼ା ପ୍ରଦର୍ଶନ ସମ୍ପାଦନା

Key
W  F  SF QF #R RR Q# A P Z# PO G F-S SF-B NMS NH
(W) Won; (F) finalist; (SF) semifinalist; (QF) quarterfinalist; (#R) rounds 4, 3, 2, 1; (RR) round-robin stage; (Q#) qualification round; (A) absent; (Z#) Davis/Fed Cup Zonal Group (with number indication) or (PO) play-off; (G) gold, (F-S) silver or (SF-B) bronze Olympic medal; a (NMS) downgraded Masters Series/1000 tournament; (NH) not held.
To avoid confusion and double counting, these charts are updated at the conclusion of a tournament or when the player's participation has ended.

Current through the 2014 US Open

Tournament ୨୦୦୬ ୨୦୦୭ ୨୦୦୮ ୨୦୦୯ ୧୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ ବିଜୟ-ପରାଜୟ
ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତା
ଅଷ୍ଟରେଲିଆ ଓପେନ୍ А 2R А 2R А 1R А А A ୨-୩
ଫ୍ରେଞ୍ଚ୍ ଓପେନ୍ 2R А 2R 1R А 1R 1R А A ୨-୫
ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା А А 1R А А 2R А 2R 2R ୩-୪
ଆମେରିକା ଓପେନ୍ 1R А 2R А 1R 1R 1R A А ୧-୫
ବିଜୟ-ପରାଜୟ ୧-୨ ୧-୧ ୨-୩ ୧-୨ ୦-୧ ୧-୪ ୦-୨ ୧-୧ ୧-୧ ୮-୧୭

ଶ୍ରେଷ୍ଠ ୧୦ ବିଜୟ ସମ୍ପାଦନା

ବର୍ଷ ୨୦୦୬ ୨୦୦୭ ୨୦୦୮ ୨୦୦୯ ୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ ୨୦୧୫ ୨୦୧୬ ସମସ୍ତ
ବିଜୟ ୧୨
# ଖେଳାଳି କ୍ରମାଙ୍କ ପ୍ରତିଯୋଗିତା ପୃଷ୍ଠ ରାଉଣ୍ଡ୍ ସ୍କୋର୍ TP କ୍ରମାଙ୍କ
୨୦୦୬
  ଭେନସ୍ ୱିଲିୟମ୍‌ସ ୧୦ ଅଷ୍ଟ୍ରେଲିଆନ୍ ଓପେନ୍, ମେଲ୍‌ବୋର୍ଣ୍ଣ, ଅଷ୍ଟ୍ରେଲିଆ କଠିନ ପ୍ରଥମ ୨-୬, ୬-୦, ୯-୭ ୯୫
୨୦୦୮
  ଆନ୍ନା ଇଭାନ୍ନୋଭିକ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ବିଏନ୍ଆର୍ ଦି ଇଟାଲୀ, ରୋମ୍, ଇଟାଲୀ ମାଟି ଦ୍ୱିତୀୟ ରାଉଣ୍ଡ୍ ୬-୪, ୫-୭, ୬-୨ ୬୪
୨୦୦୯
  ବେରା ଭୋନାରେଭା କ୍ରେମ୍‌ଲିନ୍ କପ୍, ମସ୍କୋ, ଋଷିଆ କଠିନ ଦ୍ୱିତୀୟ ରାଉଣ୍ଡ୍ ୬-୦, ୬-୨ ୧୨୬
୨୦୧୦
  ଏଲେନା ଡେମେଣ୍ଟିଭା ପୋଲ୍‌ସାଟ୍ ଡ଼ାର୍‌ସା ଓପେନ୍, ୱାର୍‌ସା, ପୋଲାଣ୍ଡ ମାଟି ଦ୍ୱିତୀୟ ରାଉଣ୍ଦ୍ ୭-୫, ୪-୬, ୬-୪ ୧୦୦
  ଭେନସ୍ ୱିଲିୟମ୍‌ସ ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୁକ୍ତରାଜ୍ୟ ଘାସ କ୍ୱାର୍ଟର୍‌ଫାଇନାଲ୍‌ସ ୬-୨, ୬-୩ ୮୨
୨୦୧୧
  ବେରା ଜୋନାରେଭା ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା, ଲଣ୍ଡନ୍, ଯୂକ୍ତରାଜ୍ୟ ଘାସ ତୃତୀୟ ରାଉଣ୍ଡ୍ ୬-୨, ୬-୩ ୩୩
୨୦୧୨
  ଲି ନା ଓପେନ୍ ଜିଡ଼ିଏଫ୍ ସୁଏଜ୍, ପ୍ୟାରିସ୍, ଫ୍ରାନ୍ସ କଠିନ ପ୍ରଥମ ରାଉଣ୍ଡ୍ ୭-୬(୭-୫), ୩-୨ ret. ୫୦
  ଅଗ୍ନିସ୍କା ରାଡ଼୍‌ୱାନ୍‌ସକା ଏଇଗନ୍ ଆନ୍ତର୍ଜାତୀୟl, ଇଷ୍ଟ୍‌ବୋର୍ଣ୍ଣ, ଯୁକ୍ତରାଜ୍ୟ ଘାସ ପ୍ରଥମ ରାଉଣ୍ଡ୍ ୬-୨, ୬-୪ ୪୦
୨୦୧୪
  ସାରା ଇରାନୀ ଆପିଆ ଇଣ୍ଟର୍‌ନ୍ୟାସ୍‌ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ କଠିନ କ୍ୱାର୍ଟର୍‌ଫାଇନାଲ୍‌ସ ୭-୬(୭-୨), ୬-୩ ୧୦୭
୧୦   ପେଟ୍ରା କିଟୋଭା ଆପିଆ ଇଣ୍ଟର୍‌ନ୍ୟାସ୍‌ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ କଠିନ ସେମିଫାଇନାଲ୍‌ସ ୬-୪, ୬-୩ ୧୦୭
୧୧   ଆଞ୍ଜେଲିକ୍ କରବେର୍ ଆପିଆ ଇଣ୍ଟର୍‌ନ୍ୟାସ୍‌ନାଲ୍ ସିଡ଼ନୀ, ସିଡ଼ନୀ, ଅଷ୍ଟ୍ରେଲିଆ କଠିନ ଫାଇନାଲ୍ ୬-୪, ୬-୪ ୧୦୭
୨୦୧୬
୧୨   ଅଗ୍ନିସ୍କା ରାଡ଼୍‌ୱାନ୍‌ସକା ଫ୍ରେଞ୍ଚ ଓପେନ୍, ପ୍ୟାରିସ୍, ଫ୍ରାନ୍ସ ମାଟି ଚତୁର୍ଥ ରାଉଣ୍ଡ୍ ୨-୬, ୬-୩, ୬-୩ ୧୦୨

ଆଧାର ସମ୍ପାଦନା

  1. Tsvetana Pironkova - find out more about the Wimbledon dark horse | Daily Mail Online Archived 4 March 2016 at the Wayback Machine.
  2. "Ranking movers: Watson heads back towards Top 100 territory". Women's Tennis Association. 3 ଜୁଲାଇ 2017. Archived from the original on 7 ଜୁଲାଇ 2017. Retrieved 8 ଜୁଲାଇ 2017.
  3. A Beginner’s Guide: Tsvetana Pironkova – The Tennis Island Archived 22 July 2015 at the Wayback Machine.
  4. "Pironetic". Pironetic. Archived from the original on 5 ଅକ୍ଟୋବର 2017. Retrieved 5 ଅକ୍ଟୋବର 2017.
  5. Orlinov, Borislav (3 ଜୁଲାଇ 2017). "Pironetic". TennisKafe.com. Archived from the original on 5 ଅକ୍ଟୋବର 2017. Retrieved 5 ଅକ୍ଟୋବର 2017.
  6. Rothenberg, Ben (28 June 2013). "Something About Wimbledon Agrees With Lisicki and Pironkova". The New York Times. Retrieved 30 June 2013.
  7. "Bold and the beautiful. Most gorgeous sporting ladies". MSN. 25 September 2011. Archived from the original on 6 January 2014. Retrieved 20 December 2011.
  8. "Годишни награди на Българска Федерация по Тенис - 2005" (PDF). bgtennis.bg. 2005. Archived (PDF) from the original on 2 ଅପ୍ରେଲ 2015. Retrieved 16 ମାର୍ଚ୍ଚ 2015.

ବାହ୍ୟ ଆଧାର ସମ୍ପାଦନା