ରୋମାନିଆ
(Romaniaରୁ ଲେଉଟି ଆସିଛି)
ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।
ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍ର ଷଷ୍ଠ ବୃହତ୍ତମ ସହର।
ବ୍ୟୁତ୍ପତ୍ତି
ସମ୍ପାଦନାରୋମାନିଆର ନାଁ România, român (କିମ୍ବା rumân) ଶବ୍ଦରୁ ଆନୀତ ଯାହାକି ଲାଟିନ୍ ଶବ୍ଦ romanusରୁ ଉତ୍ପନ୍ନ, ଯାହାର ଅର୍ଥ ରୋମ୍ର ନାଗରିକ।
ଇତିହାସ
ସମ୍ପାଦନାଭୂଗୋଳ
ସମ୍ପାଦନାଧର୍ମ
ସମ୍ପାଦନାପ୍ରଶାସନିକ ବିଭାଜନ
ସମ୍ପାଦନାଭାଷା
ସମ୍ପାଦନାଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |