ସ୍ପ୍ରାଉଟ ସୋସିଆଲ
ସ୍ପ୍ରାଉଟ ସୋସିଆଲ ଏକ ସଫ୍ଟୱେର କମ୍ପାନୀ, ଯିଏକି ସୋସିଆଲ ମିଡିଆ ବ୍ୟବସାୟରେ ଏବଂ ଛୋଟମୋଟ ବ୍ୟବସାୟିଙ୍କ ସୋସିଆଲ ମିଡିଆ ଅଭିବୃଦ୍ଧିରେ ସେମାନଙ୍କୁ ସାହାୟତା ପ୍ରଦାନ କରୁଛି । ଏହା ବ୍ୟବସାୟୀମାନଙ୍କୁ ନିଜର ଗ୍ରାହକଙ୍କ ସହିତ ଯୋଗସୁତ୍ର ସ୍ଥାପନ କରିବାରେ ସାହାଯତା କରିଥାଏ ।
Sprout Social Logo.png | |
Type | Private |
---|---|
ତିଆରି କରାଯାଇଥିଲା | Chicago, IL (2010) |
ପ୍ରତିଷ୍ଠାତା | Justyn Howard Aaron Rankin Gil Lara Peter Soung |
ମୂଖ୍ୟସ୍ଥାନ | Citadel Center 131 S. Dearborn St, Chicago, IL 60603 |
ସେବା ପରିସର | Worldwide |
ମୁଖ୍ୟ ଲୋକ | Justyn Howard (CEO) Aaron Rankin (CTO) Gil Lara (CCO) Scott Brandt (CMO) [୧] |
କେଉଁ ପ୍ରକାରର କମ୍ପାନୀ | Internet |
ଉତ୍ପାଦ (ବଣିଜ) | Social Media Management Social Media Marketing Social Customer Service Social Media Analytics |
କର୍ମଚାରୀ | 200 [୨] |
ସ୍ଳୋଗାନ | Social Media Management Software for Business |
ବେବସାଇଟ | sproutsocial |
ସାଇଟର ପ୍ରକାର | Social media management Social media analytics Social CRM Social media measurement |
ବ୍ୟବହାରକାରୀ | More than 15,000 [୩] |
ମିଳୁଥିବା ସଂସ୍କରଣ | Multilingual [୪] |
ସ୍ପ୍ରାଉଟ ସୋସିଆଲ ସେବାଟି ନିଜ ମାଧ୍ୟରେ, ଫେସବୁକ, ଟୁଇଟର, ଗୁଗଲ ପ୍ଲସ, ଇନଷ୍ଠାଗ୍ରାମ ଭଲି ସୋସିଆଲ ନେଟୱାର୍କମାନଙ୍କୁ ଯୋଡି ଦେଇଥାଏ ।
ଅଧାର
ସମ୍ପାଦନା- ↑ "Sprout Social Crunchbase Profile". "Crunchbase". Retrieved 13 June 2016.
- ↑ http://fortune.com/2016/02/17/social-media-management-sprout-social/
- ↑ "ଆର୍କାଇଭ୍ କପି". Archived from the original on 2015-09-06. Retrieved 2017-08-22.
{{cite web}}
: Cite has empty unknown parameter:|1=
(help) - ↑ "Introducing Sprout Social in Spanish & Portuguese". Sprout Social. Retrieved 13 June 2016.