ସ୍ଟ୍ରେପ୍ଟୋମାଇସିନ

ସ୍ଟ୍ରେପ୍ଟୋମାଇସିନ (ଇଂରାଜୀ ଭାଷାରେ Streptomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହି ରୋଗ‌ଗୁଡ଼ିକର ନାମ ଯକ୍ଷ୍ମା, ମାଇକୋବ୍ୟାକ୍ଟେରିଅମ ଆଭିଅମ କମ୍ପ୍ଲେକ୍ସ (Mycobacterium avium complex), ଏଣ୍ଡୋକାର୍ଡ଼ାଇଟିସ (endocarditis), ବ୍ରୁସେଲୋସିସ (brucellosis), ବରଖୋଲଡେରିଆ ସଂକ୍ରମଣ (Burkholderia infection), ପ୍ଲେଗ ରୋଗ (plague), ଟୁଲାରେମିଆ (tularemia) ଓ ମୂଷାକାମୁଡ଼ା ଜ୍ୱର (rat bite fever).[୨] ସକ୍ରିୟ ଯକ୍ଷ୍ମା ନିମନ୍ତେ ଏହା ଆଇସୋନିଆଜିଡ, ରିଫାମ୍ପିସିନପାଇରାଜିନାମାଇଡ ଔଷଧମାନଙ୍କ ସ‌ହିତ ଦିଆଯାଏ ।[୩] ସ୍ଟ୍ରେପ୍ଟୋମାଇସିନ ଇଞ୍ଜେକସନ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଦିଆଯାଏ ।[୨]

ସ୍ଟ୍ରେପ୍ଟୋମାଇସିନ
Clinical data
AHFS/Drugs.commonograph
Pregnancy
category
  • US: D (Evidence of risk)
Routes of
administration
intramuscular, intravenous
ATC code
Legal status
Legal status
Pharmacokinetic data
Bioavailability84% to 88% IM (est.)[୧] 0% by mouth
Elimination half-life5 to 6 hours
Excretionkidney
Identifiers
  • 5-(2,4-diguanidino-
    3,5,6-trihydroxy-cyclohexoxy)- 4-[4,5-dihydroxy-6-(hydroxymethyl)
    -3-methylamino-tetrahydropyran-2-yl] oxy-3-hydroxy-2-methyl
    -tetrahydrofuran-3-carbaldehyde
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.000.323 Edit this at Wikidata
Chemical and physical data
FormulaC21H39N7O12
Molar mass581.574 g/mol
3D model (JSmol)
Melting point12 °C (54 °F)
  • C[C@H]1[C@@]([C@H]([C@@H](O1)O[C@@H]2[C@H]([C@@H]([C@H]([C@@H]([C@H]2O)O)N=C(N)N)O)N=C(N)N)O[C@H]3[C@H]([C@@H]([C@H]([C@@H](O3)CO)O)O)NC)(C=O)O
  • InChI=1S/C21H39N7O12/c1-5-21(36,4-30)16(40-17-9(26-2)13(34)10(31)6(3-29)38-17)18(37-5)39-15-8(28-20(24)25)11(32)7(27-19(22)23)12(33)14(15)35/h4-18,26,29,31-36H,3H2,1-2H3,(H4,22,23,27)(H4,24,25,28)/t5-,6-,7+,8-,9-,10-,11+,12-,13-,14+,15+,16-,17-,18-,21+/m0/s1 checkY
  • Key:UCSJYZPVAKXKNQ-HZYVHMACSA-N checkY
 ☒NcheckY (what is this?)  (verify)

ସ୍ଟ୍ରେପ୍ଟୋମାଇସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବୁଲା (feeling like the world is spinning), ବାନ୍ତି, ମୁଖ କାଲୁଆ ଜଣାଯିବା, ଜ୍ୱର ଓ ରାସ ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କଲେ ଶିଶୁର ସ୍ଥାୟୀ କାଲା (deafness) ହେବା ସମ୍ଭାବନା ରହେ ।[୨] ସ୍ତନ୍ୟପାନ ସମୟରେ ବ୍ୟବ‌ହାର କଲେ ଏହା ନିରାପଦ ଜଣାଯାଏ ।[୩] ମ୍ୟାସ୍ଥେନିଆ ଗ୍ରାଭିସ (myasthenia gravis) ରୋଗରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[୩] ଆମିନୋଗ୍ଲାଇକୋସାଇଡ (aminoglycoside) ଶ୍ରେଣୀର ସ୍ଟ୍ରେପ୍ଟୋମାଇସିନ ଏକ ଔଷଧ । ପ୍ରୋଟିନ ତିଆରି କରୁଥିବା ୩୦ଏସ ରାଇବୋସୋମାଲ ସବୟୁନିତର (30S ribosomal subunits) କାର୍ଯ୍ୟକୁ ଏହା ଅବରୋଧ କରିବାଦ୍ୱାର ଜୀବାଣୁର ବ୍ୟାକ୍ଟେରିସାଇଡାଲ ମୃତ୍ୟୁ (bacterial death) ହୁଏ ।[୨]

ସ୍ଟ୍ରେପ୍ଟୋମାଇସିନ ସନ ୧୯୪୩ରେ ସ୍ଟ୍ରେପ୍ଟୋମାଇସେସ ଗ୍ରାଇସେଅସରୁ Streptomyces griseus ଆବିଷ୍କୃତ ହୋଇଥିଲା ।[୪][୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୩୮ରୁ ୪.୩୯ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟିଏ କୋର୍ଷ ଔଷଧର ମୂଲ୍ୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୮]

ଆଧାର ସମ୍ପାଦନା

  1. Zhu M, Burman WJ, Jaresko GS, Berning SE, Jelliffe RW, Peloquin CA (October 2001). "Population pharmacokinetics of intravenous and intramuscular streptomycin in patients with tuberculosis". Pharmacother. 21 (9): 1037–1045. doi:10.1592/phco.21.13.1037.34625. PMID 11560193. Retrieved 2010-05-25.
  2. ୨.୦ ୨.୧ ୨.୨ ୨.୩ "Streptomycin Sulfate". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ ୩.୨ WHO Model Formulary 2008 (PDF). World Health Organization. 2009. pp. 136, 144, 609. ISBN 9789241547659. Retrieved 8 December 2016.
  4. Torok, Estee; Moran, Ed; Cooke, Fiona (2009). Oxford Handbook of Infectious Diseases and Microbiology (in ଇଂରାଜୀ). OUP Oxford. p. Chapter 2. ISBN 9780191039621.
  5. Renneberg, Reinhard; Demain, Arnold L. (2008). Biotechnology for Beginners (in ଇଂରାଜୀ). Elsevier. p. 103. ISBN 9780123735812.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Streptomycin Sulfate". International Drug Price Indicator Guide. Retrieved 8 December 2016.[permanent dead link]
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 36. ISBN 9781284057560.