ସେଲଫିସ୍ ଦିଲ୍

୨୦୧୯ର ଓଡ଼ିଆ କଥାଚିତ୍ର

ସେଲଫିସ୍ ଦିଲ୍, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହେମନ୍ତ ଦାସ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ମହମ୍ମଦ ସାଫି ।[୩] ନିର୍ଦ୍ଦେଶକ ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୪]

ସେଲ୍‌ଫିସ୍ ଦିଲ୍
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକହେମନ୍ତ ନାୟକ
ସଂଳାପମହମ୍ମଦ ସାଫି
କଳାକାରଶ୍ରେୟାନ୍ ନାୟକ
ସୂର୍ଯ୍ୟମୟୀ
ବିଜୟ ମହାନ୍ତି
ମୁନ୍ନା ଖାଁ
ସଲିଲ ମିତ୍ର
ସଙ୍ଗୀତସୌମିତ୍ରି ପଲାଇ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୪ ଜୁଲାଇ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରେୟାନ୍ ଓ ସୂର୍ଯ୍ୟମୟୀ ।[୫] ନାୟକ ଶ୍ରେୟାନ୍ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬] ବିଜୟ ମହାନ୍ତି, ମୁନ୍ନା ଖାଁ, ସଲିଲ ମିତ୍ର, ଗୁଡ୍ଡୁ, ପାୟଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରି ପଲାଇ[୧] ଗୀତିକାର ନିର୍ମଳ ନାୟକସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୮] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ହାଏରେ ମୋ ସେଲ୍‌ଫିସ୍ ଦିଲ୍" 
2."ଦିଲ୍ କହିବ ଆକାଶବାଣୀ କଟକ" 
3."ଡାର୍ଲିଂ ପ୍ରେମରେ ଫଲିଂ" 
4."ପ୍ରେମ ହେଇଗଲା ଛାଏଁ ଛାଏଁ" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍‌ଫିସ୍‌ ଦିଲ୍‌'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.
  2. ୨.୦ ୨.୧ "ଓଲିଉଡରେ ଆଉ ଜଣେ ନୂଆ ନାୟକ, ଜାଣନ୍ତୁ କିଏ ତାଙ୍କର ନାୟିକା". Sambad (in ଆମେରିକୀୟ ଇଂରାଜୀ). 2019-02-24. Retrieved 2019-06-23.
  3. ୩.୦ ୩.୧ ୩.୨ -. "Selfish Dil odia songs lyrics | odishain.com" (in ଆମେରିକୀୟ ଇଂରାଜୀ). Retrieved 2019-06-23.{{cite web}}: CS1 maint: numeric names: authors list (link)
  4. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  5. Bureau, OdishaLIVE (2019-03-20). "ସେଲ୍‌ଫିସ୍ ଦିଲ୍‌ରେ ଦେଖିବାକୁ ମିଳିବ ଶ୍ରେୟାନ-ସୂର୍ଯ୍ୟମୟୀଙ୍କ ରୋମାନ୍ସ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-06-23.
  6. "ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ 'ସେଲ୍‌ଫିସ୍‌ ଦିଲ୍‌' | OTV Khabar". OTV Khabar (in ଆମେରିକୀୟ ଇଂରାଜୀ). 2019-05-15. Retrieved 2019-06-23.
  7. "ଆଗରୁ ମହାନାୟିକା ମହାଶ୍ବେତା ବନିଥିଲେ, ଏବେ ଛୋଟ ପରଦାର ଏହି ନାମୀ ନାୟିକା ସେହି ନାଆଁରେ ଆସୁଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 November 2019. Archived from the original on 21 December 2021. Retrieved 21 December 2021.
  8. "ରିଲିଜ ହେଲା 'ସେଲଫିସ୍ ଦିଲ୍'ର ଟାଇଟେଲ ଟ୍ରାକ | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-04-22. Retrieved 2019-06-23.

ବାହାର ଆଧାରସମ୍ପାଦନ କରନ୍ତୁ