[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସେମିଳିଗୁଡ଼ା
town
Country India
StateOdisha
DistrictKoraput
Languages
 • OfficialOdia
Time zoneUTC+5:30 (IST)
PIN
764 036
Telephone code06853
ଯାନବାହାନ ପଞ୍ଚୀକରଣOD10
Websiteodisha.gov.in

ସେମିଳିଗୁଡା ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ବ୍ଲକ[୧] ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । ସୁନାବେଡା ମୁନିସିପାଲିଟିର[୨] ଏହା ଅକ ଅଂଶ ଅଟେ। ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬)ରେ କୋରାପୁଟଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡାରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା ନାଲକୋ ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି[୩]


ଜନସଂଖ୍ୟା ସମ୍ପାଦନା

୧୯୬୧ ମସିହାର ଜନଗଣନା ଅନୁସାରେ ସେମିଳିଗୁଡା ଗ୍ରାମର ଜନସଂଖ୍ୟା ଥିଲା ୮୪୮[୪] । ୨୦୧୧ ମସିହାର ଭାରତର ଜନ ଗଣନା ଅନୁସାରେ ସେମୀଳିଗୁଡା ବ୍ଲକର ଜନସଂଖ୍ୟା ଥିଲା ୨୨୨୪୭[୫] |

ସେମିଳିଗୁଡା ମିଶ୍ରିତ କୃଷି ଫାର୍ମ ସମ୍ପାଦନା

୧୯୬୩ ମସିହାରେ ସେମିଳିଗୁଡାଠାରେ ଓଡ଼ିଶା ସରକାରଂକଦ୍ୱାରା ଏକ ମିଶ୍ରିତ କୃଷି ଫାର୍ମ ପ୍ରତିଷ୍ଠା କରାଯାଇଥିଲା । ଏହି ମିଶ୍ରିତ କୃଷି ଫାର୍ମର ଆୟତନ ଥିଲା ୩୫୨.୬ ହେକ୍ଟର , ଯେଉଁଥିରୁ ଚାଷ ଜମି ଥିଲା ୧୬୪ ହେକ୍ଟର ।

 
This is a scenic photo of the dam for OUAT Agriculture Farm Semiliguda in the district of Koraput Odisha. This was built in the 1960s by Government Odisha.

ଆଧାର ସମ୍ପାଦନା

  1. "Koraput District Portal". Archived from the original on 2016-04-01. Retrieved 2016-04-10.
  2. "ସୁନାବେଡା ମୁନିସିପାଲିଟି କାଉନ୍ସିଲ". Archived from the original on 2016-11-02. Retrieved 2016-04-10.
  3. Tara, Datta (2016). ODISHA DISTRICT GAZETTEERS - KORAPUT (PDF). BHUBANESWAR: GOPABANDHU ACADEMY OF ADMINISTRATION [GAZETTEERS UNIT] GENERAL ADMINISTRATION DEPARTMENT GOVERNMENT OF ODISHA. p. 160.
  4. ନୀଳମଣି (ICS- Retd), ସେନାପତି (1966). କୋରାପୁଟ ଗେଜେଟ୍ଟିୟର. Bhubaneswar: Orissa District Gazetterers, Govt of Orissa. p. 444.
  5. "Similiguda Block Population, Caste, Religion Data - Koraput district, Odisha". Census India. Retrieved 3 June 2018.