ନର୍ମଦା ନିଳୋତ୍ପଳା

ଓଡ଼ିଆ ସାହିତ୍ୟିକା

ନର୍ମଦା ନିଳୋତ୍ପଳା (ଜନ୍ମ: ୧୯୭୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ସେ ଉଭୟ କବିତା ଓ ଗଳ୍ପ ରଚନା ତଥା ଫିଚର ଓ ଶିଶୁଗଳ୍ପ ପାଇଁ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ କୃତି ଭିତରେ କବିତା ପୁସ୍ତକ ଦୁଃଖଦୋଳୀ (୨୦୧୨), ସୂର୍ଯ୍ୟଫୁଲ (୨୦୧୬), ନିଜେ ନିଜର ପ୍ରେମକ୍ଷେତ୍ର (୨୦୧୯) ଏବଂ ଗଳ୍ପ ପୁସ୍ତକ ମୁଁ ନଥିବା ଯାଏ (୨୦୧୩) ଏବଂମାଟିପିଣ୍ଡା - ୨୦୧୬ ଜଣାଶୁଣା । ଓଡ଼ିଆ ଲେଖକ ସେନାପତି ପ୍ରଦ୍ୟୁମ୍ନ କେଶରୀ ତାଙ୍କର ବୈବାହିକ ସାଥୀ ।

ନର୍ମଦା ନିଳୋତ୍ପଳା
ଜନ୍ମ ଓ ଜନ୍ମସ୍ଥାନ୧୯୭୨
ବାଲିପଡ଼ା, ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡ଼ା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଜୀବନସାଥୀସେନାପତି ପ୍ରଦ୍ୟୁମ୍ନ କେଶରୀ

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ସେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖକ ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସହ ବିବାହିତ ।

ରଚନାବଳୀ ସମ୍ପାଦନା

ନର୍ମଦା ଉଭୟ ଓଡ଼ିଆ କବିତା ଓ ଗଳ୍ପ ରଚନା କରନ୍ତି ।

କବିତା ପୁସ୍ତକ ସମ୍ପାଦନା

  • ଦୁଃଖଦୋଳୀ - ୨୦୧୨
  • ସୂର୍ଯ୍ୟଫୁଲ - ୨୦୧୬
  • ନିଜେ ନିଜର ପ୍ରେମକ୍ଷେତ୍ର - ୨୦୧୯
  • ଚିତ୍ରମୟ ମିତ୍ରମୟ - ୨୦୨୩

ଗଳ୍ପ ପୁସ୍ତକ ସମ୍ପାଦନା

  • ମୁଁ ନଥିବା ଯାଏ - ୨୦୧୩
  • ମାଟିପିଣ୍ଡା - ୨୦୧୬[୧]

ଆଧାର ସମ୍ପାଦନା

  1. "ପହିଲି ପୁଲକ". ଧରିତ୍ରୀ ସାହିତ୍ୟାୟନ ଜାରୁଆରୀ ୧୦-୨୩ ପୃଷ୍ଠା ୮. Retrieved 10 January 2018.