ସୂର୍ଯ୍ୟସ୍ନାତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ରଚିତ ଏକ ପ୍ରବନ୍ଧ ସଙ୍କଳନ ।[୧] ଭୁବନେଶ୍ୱରର "ବିଦ୍ୟା" ପ୍ରକାଶନଦ୍ୱାରା ୧୯୯୯ ମସିହାରେ ଏହି ପୁସ୍ତକଟି ପ୍ରକାଶିତ ହୋଇଥିଲା ।[୨] ଅସୀମ ବସୁ, ଏହାର ପ୍ରଚ୍ଚଦ ଶିଳ୍ପୀ ଥିଲେ । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା ଉପରେ ଏହି ଆଲୋଚନାତ୍ମକ ପ୍ରବନ୍ଧ ଗୁଡିକୁ ରଚନା କରାଯାଇଛି । ଲେଖକ ଯତୀନ୍ଦ୍ର ମୋହନ ମହାନ୍ତିଙ୍କୁ ଏଥି ପାଇଁ ୨୦୦୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]

ସୂର୍ଯ୍ୟସ୍ନାତ : ଓଡ଼ିଆ କବିତା ଆଲୋଚନା  
ଲେଖକଯତୀନ୍ଦ୍ର ମୋହନ ମହାନ୍ତି
ମଲାଟ ଚିତ୍ରକରଅସୀମ ବସୁ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଆଲୋଚନା
ପ୍ରକାଶକବିଦ୍ୟା, ଭୁବନେଶ୍ୱର
ପ୍ରକାଶ ତାରିଖ୧୯୯୯
ପୃଷ୍ଠା୨୯୫
  1. "Noted critic Jatindra Mohanty passes away Read more at: timesofindia.indiatimes.com/articleshow/15525212.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. The Times of India. Retrieved 28 February 2019.
  2. "An Evening With Prof. Jatindra Mohan Mohanty, Sahitya Akademi Winner for 2003" (PDF). ଓଡ଼ିଶା ରିଭ୍ୟୁ (ଜାନୁଆରୀ ୨୦୦୪). Archived from the original (PDF) on 17 September 2021. Retrieved 28 February 2019.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

ଆହୁରି ଦେଖନ୍ତୁ

ସମ୍ପାଦନା