[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁହାଣପୁର
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
ପଞ୍ଚାୟତ ସମିତିକାକଟପୁର
ଗ୍ରାମ ପଞ୍ଚାୟତଓଥକା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୫୨ ୧୦୮[୧]
Area code+୦୬୭୫୮
ଯାନବାହାନ ପଞ୍ଚୀକରଣOD/13

ସୁହାଣପୁର ଗାଁ ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କାକଟପୁର ଥାନା ଅଧୀନରେ ଥିବା ଏକ ଗାଆଁ |

ଗମନାଗମନ ସମ୍ପାଦନା

ଏହା କାକଟପୁର ନିକଟରେ ଅବସ୍ଥିତ । ଏହା କାକଟପୁରଠାରୁ ୪ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା ସମ୍ପାଦନା

ଶିକ୍ଷା ସମ୍ପାଦନା

ବିଦ୍ୟାଳୟ ସମ୍ପାଦନା

ଏହି ଗ୍ରାମରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ ସମ୍ପାଦନା

ପର୍ଯ୍ୟଟନ ସମ୍ପାଦନା

ଏହି ଗାଆଁର ଲୋକନାଥ ଶିବ ମନ୍ଦିର, ମଙ୍ଗଳା ମନ୍ଦିର ଓ ଗ୍ରାମଦେବତୀ କୋଚିଲେଇଙ୍କ ପୀଠ ସହ ଗ୍ରାମ ମଧ୍ୟଭାଗରେ ଏକ ମସଜିଦ ଅଛି । ଏଠାରେ ପ୍ରତିବର୍ଷ ଦୋଳ ଦଶହରା, ରମଜାନଇଦ ପର୍ବ ପାଳନ କରାଯାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା