ସୁରେଶ ବଳବନ୍ତରାୟ
ଭାରତୀୟ ସାହିତ୍ୟ ସାଧକ, ଚିତ୍ରଶୀଳ୍ପି ଓ ଅଭିନେତା
ସୁରେଶ ବଳବନ୍ତରାୟ ଜଣେ ଭାରତୀୟ ସାହିତ୍ୟ ସାଧକ ଓ ଅଭିନେତା ଥିଲେ । ଓଡ଼ିଆ କବିତା, ଗଳ୍ପ, ନାଟକ ଓ ଅଭିନୟ ତଥା ଚିତ୍ରଶିଳ୍ପ[୧] ଓ ସ୍ଥାପତ୍ୟ[୨] ଆଦିରେ ଅବଦାନ ରହିଛି । ଆକାଶବାଣୀ କଟକର, ସେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ଅଭିନେତା ଥିଲେ । ଶେଷ ସମୟ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ବହିଃଶୁଳ୍କ ବିଭାଗରେ, ସୁପରିଣ୍ଟେଣ୍ଡେଟ୍ ଭାବରେ କାର୍ଯ୍ୟରତ ଥିଲେ ।
ସୁରେଶ ବଳବନ୍ତରାୟ | |
---|---|
ଜନ୍ମ | ସୁରେଶ ବଳବନ୍ତରାୟ ୨୬ ଅକ୍ଟୋବର ୧୯୫୪ |
ମୃତ୍ୟୁ | ୧୩ ଜାନୁଆରୀ ୨୦୧୪ | (ବୟସ ୫୯)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର( ଉଦ୍ଭିଦ ବିଜ୍ଞାନ ) |
ଶିକ୍ଷାନୁଷ୍ଠାନ | ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ପିତାମାତା | ଗୋଲକ ବିହାରୀ ବଳବନ୍ତରାୟ |
ରଚନାବଳୀ
ସମ୍ପାଦନାପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-01-20.
{{cite web}}
: Cite has empty unknown parameter:|1=
(help) - ↑ http://www.telegraphindia.com/1111119/jsp/odisha/story_14769867.jsp
- ↑ ସମ୍ବାଦ ୨୦/୦୧/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ ଗୌରହରି ଦାସଙ୍କ ଲେଖା 'ଆସର ଭାଙ୍ଗିଗଲା Archived 2016-03-04 at the Wayback Machine.'
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 88–. ISBN 978-81-260-0873-5.
ଅଧିକ ପଢନ୍ତୁ
ସମ୍ପାଦନା- ସମ୍ବାଦ ଇ-ପେପର. "ଆସର ଭାଙ୍ଗିଗଲା". Retrieved 20 January 2014.