ସୁଦୀପ୍ତା ଚକ୍ରବର୍ତ୍ତୀ

ଭାରତୀୟ ଅଭିନେତ୍ରୀ

ସୁଦୀପ୍ତା ଚକ୍ରବର୍ତ୍ତୀ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ସକ୍ରିୟ ଥିବା ଜଣେ ବଙ୍ଗଳା-ଭାଷୀ ଭାରତୀୟ ଅଭିନେତ୍ରୀ । ସେ ବରିୱଲି କଥାଚିତ୍ର ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ବଙ୍ଗଳା ଧାରାବାହିକ ଖେଲାରେ ତାଙ୍କ ଅଭିନୀତ ତିସ୍ତା ଭୂମିକା ପାଇଁ ସେ ଅନେକ ଲୋକପ୍ରିୟତା ପାଇଥିଲେ । ୨୦୧୩ ମସିହାରେ, ସେ ବିଗ୍ ବସ୍ ବାଂଲାର ପ୍ରଥମ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ସେ ଜଣେ ଦୂରଦର୍ଶନ ଉପସ୍ଥାପିକା, କଥାବାର୍ତ୍ତା କାର୍ଯ୍ୟକ୍ରମର ଉପସ୍ଥାପିକା, କାଷ୍ଟିଂ ନିର୍ଦ୍ଦେଶକ ଓ ଅଭିନୟ ପ୍ରଶିକ୍ଷକ ଭାବରେ କାମ କରିଛନ୍ତି ।[]

ସୁଦୀପ୍ତା ଚକ୍ରବର୍ତ୍ତୀ
ଜନ୍ମ
ହାଓଡ଼ା, ପଶ୍ଚିମ ବଙ୍ଗ, ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମତୁମ୍ପା
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିବରିୱଲି
ବୈବାହିକ-ସାଥୀ(s)ରାଜେଶ ଶର୍ମା (୨୦୦୫–୨୦୦୯)
ଅଭିଶେକ ଶାହା (୨୦୧୪–ଏବେଯାଏଁ)
ସନ୍ତାନ
ପିତାମାତାବିପ୍ଳବ କେତନ ଚକ୍ରବର୍ତ୍ତୀ (ବାପା)
ସମ୍ପର୍କୀୟବିଦୀପ୍ତା ଚକ୍ରବର୍ତ୍ତୀ (ଭଉଣୀ)

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ତାଙ୍କ ବଡ଼ ଭଉଣୀ ବିଦିପ୍ତା ଚକ୍ରବର୍ତ୍ତୀ ଓ ବିଦିଶା ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଅଭିନେତ୍ରୀ ।[] ସେ ସଙ୍ଗାତ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର

ସମ୍ପାଦନା
  • ସଙ୍ଗାତ (ପ୍ରଥମ କଥାଚିତ୍ର) (୧୯୯୭)
  • ବରିୱଲି (୨୦୦୦)
  • ମୋଣ୍ଡୋ ମେୟେର ଉପାଖ୍ୟାନ (୨୦୦୨)
  • ରବିବାର ବିକେଲବେଲା (୨୦୦୪)
  • କାଳପୁରୁଷ (୨୦୦୫)
  • ସଙ୍ଗଶୋୟ (୨୦୦୬)
  • ହିଟ୍‌ଲିଷ୍ଟ (୨୦୦୯)
  • ଉରୋଚିଠି (୨୦୧୧)
  • ନୋବେଲ ଚୋର (୨୦୧୨)
  • ଅବୋଶେଷେ (୨୦୧୨)
  • ହାଫ୍ ସିରିଅସ୍ (୨୦୧୩)
  • ସି/ଓ ସାର୍ (୨୦୧୩)
  • ଗୋୟନାର ବକ୍ଷ (୨୦୧୩)
  • ମୟୂରାକ୍ଷୀ (୨୦୧୭)
  • ଉରୋନଚଣ୍ଡି (୨୦୧୮)
  • ପୁପା (୨୦୧୮)
  • ସମସାରା (୨୦୧୯)
  • ଜ୍ୟେଷ୍ଠପୁତ୍ର (୨୦୧୯)
  • ବସୁ ପରିବାର (୨୦୧୯)
  • ପରିଚୟ
  • ସତ୍ୟମେବ ଜୟତେ (ହିନ୍ଦୀ) (୨୦୧୯)
  • ଚେଜ୍ (୨୦୨୨)
  • ବାଘା ଜତିନ (୨୦୨୩)
  • ଭୂତପରି (୨୦୨୪)
ଅଭିନୀତ ନାଟକ
  • ବାଘୁ ମନ୍ନା
  • ବିକେଲେ ଭୋରେର ଶୋର୍ଷେ ଫୁଲ୍[]
  • କାଚେର ଦେୱାଲ
ଶ୍ରୁତି ଆଲେଖ୍ୟ
  • ସି ୟୁ

ଅଭିନୀତ ଧରାବାହିକ/କାର୍ଯ୍ୟକ୍ରମ

ସମ୍ପାଦନା
  • ବିଗ୍ ବସ୍ ବାଂଲା (ଇଟିଭି ବାଂଲା) (୨୦୧୩)
  • ଖେଲା (ଜୀ ବାଂଲା)
  • ବିନ୍ନି ଧନେର ଖୋଇ
  • ନାନା ରୋଞ୍ଜେର ଦିଙ୍ଗୁଲି
  • ବୋଉ କଥା କୋଉ
  • କୋନ୍ୟେ ତୁଇ ମେଗାଷ୍ଟାର୍ (ଷ୍ଟାର୍ ଜଲ୍‌ସା)
  • ରନ୍ନା ଘୋରେର ଗୋପ୍ପୋ (କଲର୍ସ ବାଂଲା)
  • କୋନ କାନୋନ ଏର୍ ଫୁଲ୍
  • ନାନା ରଙ୍ଗ ଏର୍ ଦିଙ୍ଗୁଲି (ଇଟିଭି ବାଂଲା)
  • ଗୋଳ୍ପେର ନାୟିକା (ଟେଲିଫିଲ୍ମ)
  • ଇଷ୍ଟି କୁଟୁମ (ଷ୍ଟାର୍ ଜଲ୍‌ସା)

ୱେବ୍ ସିରିଜ୍

ସମ୍ପାଦନା
  • ଅମ୍ରା ୨ଗେଥେର୍ (୨୦୨୧)

ପୁରସ୍କାର

ସମ୍ପାଦନା
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୦୦) - ଶ୍ରେଷ୍ଠ ସହ ଅଭିନେତ୍ରୀ (ବରିୱଲି)
  1. "Sudipta Chakraborty Awards: List of awards and nominations received by Sudipta Chakraborty | Times of India Entertainment". timesofindia.indiatimes.com (in ଇଂରାଜୀ). Retrieved 2022-10-26.
  2. "Bidipta's not embarrassed to act out intimate scenes". The Times of India. Archived from the original on 3 January 2013. Retrieved 25 October 2012.
  3. "It's a six-year itch: Sudipta Chakraborty". The Times of India. Archived from the original on 3 January 2013. Retrieved 24 September 2012.

ବାହାର ଲିଙ୍କ୍

ସମ୍ପାଦନା