ବିଦିପ୍ତା ଚକ୍ରବର୍ତ୍ତୀ

ଭାରତୀୟ ଅଭିନେତ୍ରୀ

ବିଦିପ୍ତା ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ଦେବେଶ ଚଟୋପାଧ୍ୟାୟଙ୍କ ନାଟକ ବ୍ରେନ୍‌ରେ କାମ କରିଥିଲେ ।[]

ବିଦିପ୍ତା ଚକ୍ରବର୍ତ୍ତୀ
ଜନ୍ମ (1973-06-12) ୧୨ ଜୁନ ୧୯୭୩ (ବୟସ ୫୧)[]
କଲିକତା, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀ
ବିର୍ସା ଦାସଗୁପ୍ତା
(m. ୨୦୧୦)
ସନ୍ତାନମେଖଲା ଦାସଗୁପ୍ତା
ଇଦା ଦାସଗୁପ୍ତା
ସମ୍ପର୍କୀୟସୁଦିପ୍ତା ଚକ୍ରବର୍ତ୍ତୀ (ଭଉଣୀ)

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ବିଦିପ୍ତାଙ୍କ ବାପା ବିପ୍ଳବ କେତନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ବଙ୍ଗଳା ଥିଏଟର ଅଭିନେତା ଓ ତାଙ୍କ ମାଆ ଦିପାଳୀ ଚକ୍ରବର୍ତ୍ତୀ ଜଣେ ନର୍ତ୍ତକୀ । ତାଙ୍କ ଦୁଇ ଭଉଣୀ ସୁଦିପ୍ତା ଚକ୍ରବର୍ତ୍ତୀ ଓ ବିଦିଶା ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି । ସେ କଥାଚିତ୍ର ନିର୍ଦ୍ଦେଶକ ବିର୍ସା ଦାସଗୁପ୍ତାଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ ।[][][] ତାଙ୍କ ଝିଅ ଇଦା ଦାସଗୁପ୍ତା ଜଣେ ଶିଶୁ କଳାକାର ଭାବରେ ମଧ୍ୟ କାମ କରିଛନ୍ତି ।[]

ଅଭିନୀତ କଥାଚିତ୍ର

ସମ୍ପାଦନା
  • ବିଜୟ ପରେ (୨୦୨୨)
  • ମନ ଖରାପ (୨୦୨୨)
  • ବିସ୍ମିଲ୍ଲାଃ (୨୦୨୨)
  • ସହରେର ଉପକଥା (୨୦୨୨)
  • ଡ୍ରାକୁଲା ସାର୍ (୨୦୨୧)
  • ପ୍ରଭୁ ପଶ୍ଚିମ ଦକ୍ଷିଣ (୨୦୨୦)
  • ନଗରକୀର୍ତ୍ତନ (୨୦୧୯)
  • ରସଗୋଲା (୨୦୧୮)
  • ଲୋଡ୍ ଶେଡିଂ (୨୦୧୫)
  • ମେଘେ ଧକା ତାରା (୨୦୧୩)
  • ଆମି ଆଡ଼ୁ (୨୦୧୧)[]
  • ଚଲୋ ଲେଟ୍‌ସ୍ ଗୋ (୨୦୦୮)
  • ଅବାର ଅରଣ୍ୟେ (୨୦୦୩)
  • ମିଷ୍ଟର୍ ଆଣ୍ଡ ମିଷ୍ଟ୍ରେସ୍ ଅୟର୍ (୨୦୦୨)

କ୍ଷୁଦ୍ର ଚଳଚ୍ଚିତ୍ର/ୱେବ୍ ସିରିଜ୍

ସମ୍ପାଦନା
ବର୍ଷ ସିରିଜ୍/କ୍ଷୁଦ୍ର ଚଳଚ୍ଚିତ୍ର ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୧୮ ଆକ୍ସନ୍ ଏରିଆ ୧୧ବି []
୨୦୧୯ ଶରାତେ ଆଜ ଅନନ୍ୟା ଜୀ୫ [][][୧୦]
୨୦୨୨ ଉତ୍ତୋରଣ ହୋଇଚୋଇ

ଅଭିନୀତ ଧାରାବାହିକ

ସମ୍ପାଦନା
ବର୍ଷ ଧାରାବାହିକ ଚରିତ୍ର ଚ୍ୟାନେଲ୍
୨୦୦୮ - ୨୦୧୦ ଏଇ ଘୋର ଏଇ ସଂସାର କାବେରୀର ଆଣ୍ଟି ଜୀ ବାଂଲା
୨୦୦୯ - ୨୦୧୦ ଓଗୋ ବନ୍ଧୁ ସୁନ୍ଦରୀ ଇଶାନର ମାଆ ଷ୍ଟାର୍ ଜଲ୍‌ସା
୨୦୧୦ - ୨୦୧୩ କେୟା ପଟର ନୌକୋ ସୋନାର ମାଆ ଜୀ ବାଂଲା
୨୦୧୧ - ୨୦୧୫ ଇଷ୍ଟି କୁଟୁମ୍ ସାଞ୍ଜବତୀ ଷ୍ଟାର୍ ଜଲ୍‌ସା
୨୦୧୩ - ୨୦୧୫ ଜୋଲ୍ ନୂପୁର ଅଞ୍ଜନା
୨୦୧୪ - ୨୦୧୫ ବ୍ୟୋମକେଶ (୨୦୧୪ ଟିଭି ସିରିଜ୍) ମିଷ୍ଟ୍ରେସ୍ ରାୟ କଲର୍ସ ବାଂଲା
୨୦୧୫ - ୨୦୧୬ ଚୋଖେର୍ ତାରା ତୁଇ ଜୟା/ପାୟଲ ଷ୍ଟାର୍ ଜଲ୍‌ସା
୨୦୧୬ ମହାନାୟକ ଶନୋ ଦେବୀ
୨୦୧୬ - ୨୦୧୭ କୁସୁମ ଡୋଲା କୋଲି
୨୦୧୭ ଜୟୀ ମୟୁରାକ୍ଷୀ ଜୀ ବାଂଲା
୨୦୧୮ - ୨୦୧୯ ଶୁଭ ଦୃଷ୍ଟି ଅନ୍ନପୂର୍ଣ୍ଣା କଲର୍ସ ବାଂଲା
ଫୁଗୁଣ ବୋଉ ଆମ୍ରପାଲି ଷ୍ଟାର୍ ଜଲ୍‌ସା
୨୦୧୮ - ୨୦୨୦ ଜୟ ବାବା ଲୋକନାଥ ଭୈରବୀ ଜୀ ବାଂଲା
୨୦୧୯ - ୨୦୨୧ ଆଲୋ ଛାୟା ମୈତ୍ରେୟୀ
୨୦୨୦ - ୨୦୨୧ ପ୍ରଥମ କାଦମ୍ବିନୀ କୋନକ ଦେବୀ ଷ୍ଟାର୍ ଜଲ୍‌ସା
୨୦୨୧ ରିମ୍‌ଲି ତନିଷା ମୁଖାର୍ଜୀ ଜୀ ବାଂଲା
୨୦୨୨ ମିଠାଇ ଅନୁରାଧା ମୋଦକ
୨୦୨୨ - ଏବେଯାଏଁ ଫେରାରି ମୋନ୍ ପରମା କଲର୍ସ ବାଂଲା
୨୦୨୩ - ୨୦୨୪ ଟୁଣ୍ଟେ ମନ୍ଦିରା ଷ୍ଟାର୍ ଜଲ୍‌ସା
୨୦୨୩ - ୨୦୨୪ ଜୋଲ୍ ତୋଇ ତୋଇ ଭଲବାସ ଅପରାଜିତା
  1. "Actress Bidipta Chakraborty celebrates 50th birthday with hubby Birsa Dasgupta, Dev, Rukmini Maitra and others; see pics". The Times of India. ISSN 0971-8257. Retrieved 2024-04-24.
  2. ୨.୦ ୨.୧ "Bidipta's not embarrassed to act out intimate scenes". The Times of India. Archived from the original on 8 December 2013. Retrieved 25 October 2012.
  3. "Birsa Dasgupta: Scripting a new story". The Times of India. 1 February 2010. Retrieved 19 February 2014.
  4. "Tollywood's knotty affair!". The Times of India. 2017-01-11. ISSN 0971-8257. Retrieved 2024-04-24.
  5. "Ida Dasgupta is both the hero and the heroine of Shob Bhooturey: Abir Chatterjee". m.tellychakkar.com (in ଇଂରାଜୀ). Retrieved 2024-04-24.[permanent dead link]
  6. "Ami Aadu review". Telegraph Calcutta. Archived from the original on 4 March 2011. Retrieved 25 October 2012.
  7. "Addatimes Media Private Limited".
  8. "ZEE5 unveils their biggest Bengali Original, 'Sharate Aaj' for Bangladeshi audiences on 21st February". Indian Television Dot Com (in ଇଂରାଜୀ). 21 February 2019. Retrieved 30 July 2019.
  9. "Sharate Aaj: Zee5's Biggest Bengali Original Series Releases on 21st February | Webfare .live". Webfare (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 23 July 2019. Retrieved 30 July 2019.
  10. "Sharate Aaj review: Zee5's new Bengali series is a smartly written thriller loaded with terrific performances". Firstpost (in ଇଂରାଜୀ). 3 March 2019. Retrieved 30 July 2019.

ବାହାର ଲିଙ୍କ୍

ସମ୍ପାଦନା