ସୁଙ୍କି

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁଙ୍କି
village
Country India
StateOdisha
DistrictKoraput
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ସୁଙ୍କି   ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ସୀମାଂତ ଗ୍ରାମ । [୧]

ଅବସ୍ଥିତି  ସମ୍ପାଦନା

ଏହା ଓଡ଼ିଶାର କୋରାପୁଟ ପଟରୁ ଆନ୍ଧ୍ରପ୍ରଦେଶର ବିଜୟନଗର ଯାତ୍ରା ପଥରେ (ଜାତୀୟ ରାଜପଥ ୨୬- ପୁରୁଣା ୪୩) ଓଡ଼ିଶାର ସୀମାରେ ଅବସ୍ଥିତ । ଆନ୍ଧ୍ରପ୍ରଦେଶର ସାଲୁର ଦେ‍ଇ ପୂର୍ବଘାଟ ପର୍ବତମାଳା ଉପରେ କୋରାପୁଟ ଆଡକୁ ଆସିଥିବା ଏହି ରାଜପଥ ଉପରେ ତିନିଟି ଘାଟି ପଡିଥାଏ ଓ ସେଥିରୁ ସୁଙ୍କି ଅନ୍ୟତମ ।

ଜନସଂଖ୍ୟା ସମ୍ପାଦନା

2011 ଜନଗଣନା [୨]ଅନୁସାରେ ସୁଙ୍କିର ଜନସଂଖ୍ୟା 1839 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 1017 ଥିଲା ବେଳେ ମହିଳା ସଂଖ୍ୟା8 822 ଥିଲା । 6 ବର୍ଷରୁ କମ ଆବାଦୀ13.32% ରହିଥିଲା । ଏଠାକାର ସାକ୍ଷ୍ୟରତା ହାର 59.16 % ଥିଲା ।

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା