ସୁକ ଭାଇର ସୋଲେ
୨୦୨୩ ଓଡ଼ିଆ କଥାଚିତ୍ର
ସୁକ ଭାଇର ସୋଲେ ୨୦୨୩ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ।[୧] ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଏହି କଥାଚିତରଟିର ସ୍ୱର ସଂଯୋଜନା କରିଥିଲେ ।
ସୁକ ଭାଇର ସୋଲେ | |
---|---|
ନିର୍ଦ୍ଦେଶକ | ସ୍ନେହାଶିଷ ଦାସ |
ପ୍ରଯୋଜକ | କୌଶିକ ଦାସ |
କାହାଣୀ | ସ୍ନେହାଶିଷ ଦାସ |
କଳାକାର | ସତ୍ୟ ରଞ୍ଜନ ଅନୁଭା ସୌର୍ଯ୍ୟା ସୁକାନ୍ତ ରଥ ଚୌଧୁରୀ ଜୟପ୍ରକାଶ ଦାସ ଧରିତ୍ରୀ ଖଣ୍ଡୁଆଳ |
ସଙ୍ଗୀତ | ଅଭିଜିତ ମିଶ୍ର |
ଚିତ୍ରଗ୍ରହଣ | ଶ୍ରୀକାନ୍ତ ପଟ୍ଟନାୟକ |
ସମ୍ପାଦକ | ସରୋଜ ରାଉଳ |
ମୁକ୍ତିଲାଭ ତାରିଖ | ୧୦ ଜୁନ ୨୦୨୩ |
କଥାଚିତ୍ରର ସମୟ | ୯୬ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସତ୍ୟ ରଞ୍ଜନ, ଅନୁଭା ସୌର୍ଯ୍ୟା, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ପ୍ରଣବ ପ୍ରସନ୍ନ ରଥ, ଶଶଧର ପ୍ରଧାନ, ଚୁନି, ସସ୍ମିତା, ମଧୁସୂଦନ ମିଶ୍ର, ତ୍ରିପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ସତ୍ୟ ରଞ୍ଜନ
- ଅନୁଭା ସୌର୍ଯ୍ୟା
- ସୁକାନ୍ତ ରଥ
- ଚୌଧୁରୀ ଜୟପ୍ରକାଶ ଦାସ
- ଧରିତ୍ରୀ ଖଣ୍ଡୁଆଳ
- ପ୍ରଣବ ପ୍ରସନ୍ନ ରଥ
- ଶଶଧର ପ୍ରଧାନ
- ଚୁନି
- ସସ୍ମିତା
- ମଧୁସୂଦନ ମିଶ୍ର
- ତ୍ରିପତି
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମିଶ୍ର ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କାହିଁକି ଏମିତି ହୁଏ" | ସ୍ନେହାଶିଷ ଦାସ | ଅଭିଜିତ ମିଶ୍ର | ୦୩:୩୦ |
ମୁକ୍ତିଲାଭ
ସମ୍ପାଦନାଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୦ ତାରିଖରେ ଆଓ ନେକ୍ସଟ ଓଟିଟିରେ ମୁକ୍ତିଲାଭ କରିଥିଲା ।[୨] ଏହାକୁ ପରେ ବଙ୍ଗଳାରେ ଭାଷାରେ ଡବିଂ କରାଯାଇଥିଲା ।
ଆଧାର
ସମ୍ପାଦନା- ↑ "ଆସୁଛି 'ଶୁକ ଭାଇର ସୋଲେ'". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
- ↑ ୨.୦ ୨.୧ "ଶୁକ ଭାଇର ସୋଲେ". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁକ ଭାଇର ସୋଲେ
- ଆଓ ନେକ୍ସଟରେ ସୁକ ଭାଇର ସୋଲେ