ସୀତା ଲବକୁଶ
୧୯୮୦ର ଓଡ଼ିଆ କଥାଚିତ୍ର
ସୀତା ଲବକୁଶ, ୧୯୮୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କେ. ନାରାୟଣ ରାଓ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ. ଜଗଦିସ୍ ଚଦ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟି ତେଲୁଗୁରୁ ଓଡ଼ିଆକୁ ଅନୁବାଦ କରାଯାଇଥିଲା ।[୨]
ସୀତା ଲବକୁଶ | |
---|---|
ନିର୍ଦ୍ଦେଶକ | ଏସ. ଜଗଦିସ୍ ଚଦ୍ର |
ପ୍ରଯୋଜକ | କେ ନାରାୟଣ ରାଓ |
ସଂଳାପ | ଉମେଶ ଚନ୍ଦ୍ର ପାଢ଼ୀ |
ଚିତ୍ରନାଟ୍ୟ | ଏସ. ଜଗଦିସ୍ ଚଦ୍ର |
କଳାକାର | ଚକ୍ରପାଣୀ ଭଟ୍ଟି, ବାଲକ୍ରିଷ୍ଣା ଦାସ, କାର୍ତ୍ତିକ୍ ଘୋଷ୍, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ରଜନୀ, ରାମକ୍ରିଷ୍ଣା, ରୋଜା ରମଣୀ, ସତ୍ୟଭାମା, ସୁଭାଷ୍ |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | କେ ଏସ୍ ପ୍ରସାଦ |
ସମ୍ପାଦକ | ଏସ. ଜଗଦିସ୍ ଚଦ୍ର |
ମୁକ୍ତିଲାଭ ତାରିଖ | ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି । ଚକ୍ରପାଣୀ ଭଟ୍ଟି, ବାଲକ୍ରିଷ୍ଣା ଦାସ, କାର୍ତ୍ତିକ୍ ଘୋଷ୍, ରଜନୀ, ରାମକ୍ରିଷ୍ଣା, ରୋଜା ରମଣୀ, ସତ୍ୟଭାମା, ସୁଭାଷ ଆଦି କଳାକାରମାନେ ଏହି କଥାଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ଏସ୍ ଜାନକୀ, ସ୍ୱାଗତିକା ରଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ଶ୍ରୀ ରାଘବାନ | ଏସ୍ ଜାନକୀ, ସ୍ୱାଗତିକା ରଥ | |
ହାୟେରେ ବିଧାତା | ପ୍ରଫୁଲ୍ଲ କର | |
ଜୟ ଜୟ ରାମ | ସ୍ୱାଗତିକା ରଥ | |
ଆଲୋ ଶୁଣ | ପ୍ରଫୁଲ୍ଲ କର ସ୍ୱାଗତିକା ରଥ | |
ଅଡ଼ୁଆ ରାମ | ପ୍ରଫୁଲ୍ଲ କର | |
ଶୁଣ ଶୁଣ ରାମାୟଣ ଗାଥା | ଏସ୍ ଜାନକୀ, ସ୍ୱାଗତିକା ରଥ | |
ରାମଂ ଲକ୍ଷଣଂ ପୂର୍ବଜଂ | ପ୍ରଫୁଲ୍ଲ କର | |
ଶ୍ରୀରାମଙ୍କ ଚରିତ ଶୁଣ | ଏସ୍ ଜାନକୀ, ସ୍ୱାଗତିକା ରଥ | |
ସ୍ୱପ୍ତ ସ୍ୱରତ ମରୁଧାମ | ପ୍ରଫୁଲ୍ଲ କର | |
ଜଗତ ମୋହନ | ଏସ୍ ଜାନକୀ, ସ୍ୱାଗତିକା ରଥ | |
ସନ୍ଦେହ କରଣ ମାଆ | ପ୍ରଫୁଲ୍ଲ କର | |
ଝରଣା ମାଆ ଲୁହ | ଏସ୍ ଜାନକୀ, ସ୍ୱାଗତିକା ରଥ |
ଆଧାର
ସମ୍ପାଦନା- ↑ "A List of Oriya Films (in alphabetical order)". Retrieved 20 July 2016.
- ↑ Gokulsing, K. Moti. Routledge Handbook of Indian Cinemas. p. 68. Retrieved 20 July 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୀତା ଲବକୁଶ