ସିଲଟୁକ୍ସିମାବ

ଏହା ଏକ ଔଷଧ ଯାହା ମଲ୍ଟିସେଣ୍ଟ୍ରିକ୍ କାସଲମାନ୍ ରୋଗର (MCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କ ପାଖରେ ଏଚ

ସିଲଟୁକ୍ସିମାବ (ଇଂରାଜୀ ଭାଷାରେ Siltuximab), ସିଲଭାଣ୍ଟ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିସେଣ୍ଟ୍ରିକ୍ କାସଲମାନ୍ ରୋଗର (MCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କ ପାଖରେ ଏଚ୍.ଆଇ.ଭି କିମ୍ବା ମାନବ ହର୍ପେସଭୂତାଣୁ-୮ (HHV-8) ନାହିଁ ।[୧] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସିଲଟୁକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetIL-6
Clinical data
Trade namesSylvant
SynonymsCNTO 328
data
Pregnancy
category
  • US: C (Risk not ruled out)
Legal status
Legal status
Chemical and physical data
FormulaC6450H9932N1688O2016S50
Molar mass୧,୪୪,୯୮୩.୨୧ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ଓଜନ ବୃଦ୍ଧି, ଫୁଲା, କମ୍ ପ୍ଲାଲେଟ୍ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ ୬ (IL-6) ସହିତ ଅନୁବନ୍ଧିତ ହୋଇ ତାହାର କାର୍ଯ୍ୟକଳାପକୁ ଅବରୋଧ କରିଥାଏ ।[୩]

୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିଲଟୁକ୍ସିମାବ ଅନୁମୋଦନ କରାଯାଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ପ୍ରତି ୪୦୦ ମିଗ୍ରା ଭାଏଲ ପାଇଁ ୧୭୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨୦୦ ଡଲାର ଅଟେ ।[୪]

  1. ୧.୦ ୧.୧ ୧.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 935. ISBN 978-0-85711-369-6.{{cite book}}: CS1 maint: date format (link)
  2. ୨.୦ ୨.୧ ୨.୨ "Siltuximab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 October 2021.
  3. ୩.୦ ୩.୧ "Sylvant". Archived from the original on 24 June 2021. Retrieved 12 October 2021.
  4. "Sylvant Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 12 October 2021.