ସିମେଇ ଖେଚେଡ଼ି

ସେମିଆ ବା ସିମେଇ (ଭର୍ମିସେଲି/Vermicelli) (ଇଂରାଜୀ ଉଚ୍ଚାରଣ: /ˌvɜrmɨˈtʃɛli/, Italian: [vermiˈtʃɛlli], ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତାସ୍ପାଗେଟି ଠାରୁ ସରୁ ।[୧]

ଇଟାଲିରେ ଇତିହାସସମ୍ପାଦନ କରନ୍ତୁ

୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ସିମେଇ (vermicelli)କୁ ବୋଲୋନେ (Bologne)ରେ ଓରାଟି (orati), ଭେନିସରେ ମିନୁଟେଲି (minutelli), ରେଜିଓରେ ଫର୍ମିଣ୍ଟିନି (fermentini) ଓ "ମାନ୍ତୁଆ (Mantua)"ରେ ପାଙ୍କାଡେଲି (pancardelle) କୁହାଯାଏ[୨]

ଏସିଆରେ ଇତିହାସସମ୍ପାଦନ କରନ୍ତୁ

ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା ଇଟାଲିରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା ସେମୋଲିନାରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡ଼ମ ଚୂନା (Durum)ରୁ ତିଆରି । ଏଥିରୁ ତିଆରି ଖାଇବାକୁ ଓଡ଼ିଆରେ ସିମେଇ/ସେମିଆ, ହିନ୍ଦୀଉର୍ଦ୍ଦୁରେ ସେବାଇ କୁହାୟାଏ । ଗୁଜରାଟୀରେ "ସେଓ", କନ୍ନଡ଼ରେ "ସାବିଗେ" କୁହାଯାଇଥାଏ ।

ରନ୍ଧା ଖାଦ୍ୟସମ୍ପାଦନ କରନ୍ତୁ

ଦ୍ରଷ୍ଟବ୍ୟସମ୍ପାଦନ କରନ୍ତୁ

  1. "Pasta Shapes". National Pasta Association. Retrieved 2010-12-03.
  2. Professional Pasta website