ସିଡିଏ
ସିଡିଏ କଟକରେ ଥିବା ଏକ ଯୋଜନାବଧ୍ଧ ସହରାଞ୍ଛଳ ।[୨]କଟକରେ ମହାନଦୀ ଓ କାଠଯୋଡି଼ ତ୍ରିକୋଣଭୂମି ଅଞ୍ଚଳରେ କିଛି ନଦୀ ପଠାକୁ ଘେରି ବନ୍ଧ କରି ଏହି ଅଞ୍ଚଳ ତିଆରି କରାଯାଇଛି।
ସିଡିଏ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ |
ଭାଷା | ଓଡ଼ିଆ, ଇଂରାଜୀ |
ଜନସଂଖ୍ୟା (୨୦୦୧) | |
• ମୋଟ | ୪୨,୫୯୭ |
ସମୟ ମଣ୍ଡଳ | IST (+୫.୩୦) |
ପିନ କୋଡ଼ | ୭୫୩୦୧୪[୧] |
ଏସଟିଡି କୋଡ଼ | +୦୬୫** |
ଗାଡ଼ି ପଞ୍ଜିକରଣ | OR/05 |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ଏହା କାଠଯୋଡି ନଦୀ କୁଳରେ ଅବସ୍ଥିତ ।