[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Saharsa, Bihar, India
Saharsa
City
Country India
StateBihar
DistrictSaharsa
Elevation
41 m (135 ft)
Population
 (2011)
 • Total୧,୫୫,୧୭୫
Languages
 • OfficialMaithili, Hindi
Time zoneUTC+5:30 (IST)
PIN
852201-852154-852221
Telephone code916478
ଯାନବାହାନ ପଞ୍ଚୀକରଣBR
Sex ratio906 females per 1000 males /
Lok Sabha constituencyMadhepura
Vidhan Sabha constituencySaharsa
Websitesaharsa.bih.nic.in


ସାହାର୍ସା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ସହର୍ସ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ସାହାର୍ସା ୨୫.୮୮୫୦ ଉତ୍ତର ଅକ୍ଷାଂଶ ଓ ୮୬.୫୯୪୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାହାର୍ସା ସହରର ମୋଟ ଜନସଂଖ୍ୟା ୧୨୪୦୧୫ ଅଟେ ।[୨] ସେଥି ମଧ୍ୟରୁ ୫୪.୦୩% ଜଣ ପରୁଷ ହୋଇଥିବା ବେଳେ ୪୫.୯୭% ଜଣ ନାରୀ ଅଟନ୍ତି । ସାହାର୍ସାର ସାକ୍ଷରତା ହାର ୫୮.୧୮% ଅଟେ । ଏହା ଜାତୀୟ ହାରଠାରୁ ୬.୬୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୮୯% ପ୍ରତିଶତ ପୁରୁଷ ଓ ୨୨.୨୯% ନାରୀ ଅଟନ୍ତି । ୧୬.୮୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ସାହାର୍ସାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା