ସାବିତ୍ରୀ ରଥ
ସାବିତ୍ରୀ ରଥ ଜଣେ ଭାରତୀୟ ବିଚାରପତି । ଜଷ୍ଟିସ ଅମିୟ କୁମାରୀ ପାଢ଼ୀ ଏବଂ ସଞ୍ଜୁ ପଣ୍ଡାଙ୍କ ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମହିଳା ବିଚାରପତି ।[୧][୨][୩]
ଶିକ୍ଷା ପେଶାଜୀବନ
ସମ୍ପାଦନାସାବିତ୍ରୀ ରଥ ପୂର୍ବତନ ଡିରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଡିଜିପି) ପ୍ରଫୁଲ୍ଲ ରଥଙ୍କର କନ୍ୟା।[୪] ସେ ତାଙ୍କର ମହାବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ, ନୂଆଦିଲ୍ଲୀର ନ୍ୟାସନାଲ୍ ଲ ଯୁନିଭର୍ସିଟିରୁ ଆଇନ ଶିକ୍ଷା ଗ୍ରହଣ କରି ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତା'ପରେ, ସେ ପୂର୍ବତନ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଏବଂ ପୂର୍ବତନ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଫୁଲ୍ଲ ମିଶ୍ରଙ୍କ ଅଧୀନରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭିଜିଲାନ୍ସ ବିଭାଗର ଷ୍ଟାଣ୍ଡିଙ୍ଗ କାଉନସିଲ୍ ଭାବେ କାମ କରିଥିଲେ ।
ଜାନୁଆରୀ 22 ରେ, ସୁପ୍ରିମ କୋର୍ଟ କଲିଜିଅମ୍ ସାବିତ୍ରୀ ରଥଙ୍କ ପଦୋନ୍ନତି ପାଇଁ ଓଡ଼ିଶା ହାଇକୋର୍ଟ କଲିଜିଅମର ପ୍ରସ୍ତାବକୁ ଅନୁମୋଦନ କରିଥିଲା ।[୫] ୧୧ ଜୁନ ୨୦୨୦ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦଭାର ଗ୍ରହଣ କଲେ ।[୬][୭]
ଆଧାର
ସମ୍ପାଦନା- ↑ "Savitri Ratho Sworn In As Judge Of Orissa High Court". indialegallive.com. Archived from the original on 26 June 2022. Retrieved 22 December 2024.
- ↑ "Justice Savitri Ratho takes oath as Judge of Odisha High Court". Odisha Diary, Latest Odisha News, Breaking News Odisha. 11 June 2020. Retrieved 22 December 2024.
- ↑ "Justice Sabitri Ratho appointed as Judge of Orissa High Court". www.uniindia.com. Retrieved 22 December 2024.
- ↑ Bureau, O. B. (9 June 2020). "Savitri Ratho Appointed Orissa High Court Judge". Odisha Bytes. Retrieved 22 December 2024.
- ↑ archive, From our online (10 June 2020). "Savitri Ratho appointed Orissa High Court Judge". The New Indian Express (in ଇଂରାଜୀ). Retrieved 22 December 2024.
- ↑ Bench, Bar & (9 June 2020). "Centre notifies appointment of Savitri Ratho as Judge of Orissa High Court [Read Notification]". Bar and Bench - Indian Legal news (in ଇଂରାଜୀ). Retrieved 22 December 2024.
- ↑ Biswas, Ramakanta. "President Ram Nath Kovind on Tuesday appointed senior lawyer Savitri Ratho as a judge of the Orissa High Court". odishatv.in (in ଇଂରାଜୀ). Retrieved 22 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |