ସଲିଫେନାସିନ
ସଲିଫେନାସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଭେସିକେୟାର, ହେଉଛି ଏକ ଔଷଧ ଯାହା ଅତସକ୍ରିୟ ମୁତ୍ରାଶୟ ଏବଂ ନ୍ୟୁରୋଜେନିକ୍ ଡିଟ୍ରୁସରର ଅତ୍ୟଧିକ ସକ୍ରିୟତାର(NDO) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ମୂତ୍ର ଅସଞ୍ଜମତା, ବାରମ୍ବାର ମୂତ୍ର ତ୍ୟାଗ ଓ ଅନିଚ୍ଛାକୃତ ମୂତ୍ରତ୍ୟାଗ ସମସ୍ୟାରେ ସାହାଯ୍ୟ କରିପାରେ । [୨] ଏହାର ଉପକାରିତା ଏହି ଶ୍ରେଣୀର ଅନ୍ୟାନ୍ୟ ଔଷଧ ପରି ଦେଖାଯାଏ । [୩] ଏହା ପାଟିରେ ଦିଆଯାଏ । [୪]
Clinical data | |
---|---|
Trade names | Vesicare, Vesicare LS |
Synonyms | YM905 |
AHFS/Drugs.com | monograph |
MedlinePlus | a605019 |
data |
|
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 90% |
Protein binding | 98% |
Metabolism | CYP3A4 |
Metabolites | Glucuronide, N-oxide, others |
Elimination half-life | 45 to 68 hours |
Excretion | Kidney (69.2%) and fecal (22.5%) |
Identifiers | |
| |
Chemical and physical data | |
Formula | C23H26N2O2 |
Molar mass | ୩୬୨.୪୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ ଏବଂ ମୂତ୍ରନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ । [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ୟୁରିନାରି ରିଟେନସନ, କ୍ୟୁଟି ବିସ୍ତାର, ହାଲୁସିନେସନ୍, ଗ୍ଲୁକୋମା, ଏବଂ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ । [୪] [୨] ଗର୍ଭାବସ୍ଥାରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି । [୪] ଏହା ଆଣ୍ଟିମ୍ୟୁସ୍କାରିନିକ୍ ଶ୍ରେଣୀର ଅଟେ ଏବଂ ବ୍ଲାଡର ସଂକୋଚନ ହ୍ରାସ କରି କାର୍ଯ୍ୟ କରିଥାଏ । [୪]
୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସଲିଫେନାସିନ ଅନୁମୋଦିତ ହୋଇଥିଲା । [୧] [୫] ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ମୂଲ୍ୟ ୨୮ ପାଉଣ୍ଡ ଥିଲା । ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୭୦ ଡଲାର ଅଟେ | [୬] ଯୁକ୍ତରାଷ୍ଟ୍ରରେ ୨୦୧୭ ମସିହାରେ ଏହା ୨୮୩ ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୭] [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Solifenacin Succinate Monograph for Professionals". Drugs.com. American Society of Health-System Pharmacists. Archived from the original on 2019-04-02. Retrieved 2019-03-17.
- ↑ ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. p. 761. ISBN 9780857113382.
- ↑ "[93] Are claims for newer drugs for overactive bladder warranted?". Therapeutics Initiative. 22 April 2015. Archived from the original on 2 April 2019. Retrieved 17 March 2019.
- ↑ ୪.୦ ୪.୧ ୪.୨ ୪.୩ "Solifenacin Succinate Monograph for Professionals". Drugs.com. American Society of Health-System Pharmacists. Archived from the original on 2019-04-02. Retrieved 2019-03-17.
- ↑ "Drug Approval Package: VesiCare (Solifenacin Succinate) NDA #021518". U.S. Food and Drug Administration (FDA). Archived from the original on 29 November 2020. Retrieved 26 May 2020.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
- ↑ "Solifenacin Succinate - Drug Usage Statistics". ClinCalc. Archived from the original on 4 July 2020. Retrieved 11 April 2020.