ସନ୍ତରାଗଡ଼ିଆ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଓଉପଦା ବ୍ଲକ ଅନ୍ତର୍ଗତ ଏକ ଗାଆଁ ଅଟେ । ଏହି ଗାଆଁଟି ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ସନ୍ତରାଗଡ଼ିଆ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ପଞ୍ଚାୟତ ସମିତିଔପଦା
ଗ୍ରାମ ପଞ୍ଚାୟତଶ୍ୟାମସୁନ୍ଦରପୁର
ତହସିଲନୀଳଗିରି
Time zoneIST (+୫.୩୦)
ଡାକ କୋଡ଼
୭୫୬୦୪୨[୧]
Area code+୦୬୭୮୨

ଗମନାଗମନ

ସମ୍ପାଦନା

ଏହା ଜିଲ୍ଲାର ସଦର ମହକୁମା ବାଲେଶ୍ୱରଠାରୁ ୩୦ କି.ମି. ଦୂରରେ ଓ ଉପଖଣ୍ଡ ନୀଳଗିରିଠାରୁ ୧୧ କି.ମି. ଦୁରରେ ଅବସ୍ଥିତ ।

ଶିକ୍ଷା

ସମ୍ପାଦନା

ଏହି ଗାଁ ମୁଣ୍ଡରେ ଗୋଟିଏ ଶିଶୁ ମନ୍ଦିର, ସରକାରୀ ପ୍ରାଥମିକ, ଏକ ମଧ୍ୟ ଇଂରାଜୀ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିଛି ।

ସଂସ୍କୃତି

ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିରଟିଏ ରହିଛି । ଏଠାରେ ପ୍ରତିବର୍ଷ ଜାଗରରେ ମେଳା ଅନୁଷ୍ଠିତ ହୋଇଥାଏ ।

ପର୍ଯ୍ୟଟନ

ସମ୍ପାଦନା

୫ କିମି ଦୂରରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓ ୧୧ କିମି ଦୂରରେ ନୀଳଗିରି ଜଗନ୍ନାଥ ମନ୍ଦିର ରହିଛି । ୨ କିମି ଦୂରରେ ବିଶେଶ୍ୱର ମନ୍ଦିର ରହିଛି ।

ବାହାର ଲିଙ୍କ

ସମ୍ପାଦନା