ସଚ୍ଚିଦାନନ୍ଦ ପାଢ଼ୀ
ଓଡ଼ିଆ ରାଜନୀତିଜ୍ଞ
(ସଚ୍ଚିଦାନ୍ଦ ପାଢ଼ୀରୁ ଲେଉଟି ଆସିଛି)
ସଚ୍ଚିଦାନନ୍ଦ ପାଢ଼ୀ (ଜନ୍ମ: ୨୧ ଅକ୍ଟୋବର ୧୯୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମେଳଛାମୁଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଚ୍ଚିଦାନନ୍ଦ ପାଢ଼ୀ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ମେଳଛାମୁଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ଅକ୍ଟୋବର ୧୯୨୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କୁମୁଦିନୀ ପାଢ଼ୀ |
ବାପା/ବୋଉ | ଲକ୍ଷ୍ମଣ ପାଢ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସଚ୍ଚିଦାନନ୍ଦ ପାଢ଼ୀ ୧୯୨୩ ମସିହାର ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ପାଢ଼ୀ ଓ ପତ୍ନୀଙ୍କ ନାମ କୁମୁଦିନୀ ପାଢ଼ୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାସଚ୍ଚିଦାନନ୍ଦ ପାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Satchidananda Padhi". odishaassembly.nic.in. Odisha Assembly. Retrieved 27 November 2022.