ସଚ୍ଚିଦାନନ୍ଦ ପାଢ଼ୀ

ଓଡ଼ିଆ ରାଜନୀତିଜ୍ଞ

ସଚ୍ଚିଦାନନ୍ଦ ପାଢ଼ୀ (ଜନ୍ମ: ୨୧ ଅକ୍ଟୋବର ୧୯୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମେଳଛାମୁଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସଚ୍ଚିଦାନନ୍ଦ ପାଢ଼ୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀମେଳଛାମୁଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1923-10-21) ୨୧ ଅକ୍ଟୋବର ୧୯୨୩ (ବୟସ ୧୦୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁମୁଦିନୀ ପାଢ଼ୀ
ବାପା/ବୋଉଲକ୍ଷ୍ମଣ ପାଢ଼ୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସଚ୍ଚିଦାନନ୍ଦ ପାଢ଼ୀ ୧୯୨୩ ମସିହାର ଅକ୍ଟୋବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ପାଢ଼ୀ ଓ ପତ୍ନୀଙ୍କ ନାମ କୁମୁଦିନୀ ପାଢ଼ୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସଚ୍ଚିଦାନନ୍ଦ ପାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Satchidananda Padhi". odishaassembly.nic.in. Odisha Assembly. Retrieved 27 November 2022.