ସଚଖଣ୍ଡ ଏକ୍ସପ୍ରେସ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (March 2011) |
[[Fi
Overview | |
---|---|
Service type | Mail/Express |
Status | Operating |
Current operator(s) | Indian Railways/Central Railways |
Route | |
Start | Hazur Sahib Nanded |
Stops | 33 |
End | Amritsar |
Distance travelled | 2082 km |
Service frequency | Daily |
Train number(s) | 12715 / 12716 |
On-board services | |
Class(es) | AC 2 Tier, AC 3 Tier, Sleeper Class, Unreserved |
Seating arrangements | Available |
Sleeping arrangements | Available |
Catering facilities | Available (Paid) |
Baggage facilities | Available |
Technical | |
Track gauge | Broad Gauge |
ସଚଖଣ୍ଡ ଏକ୍ସପ୍ରେସ ,ଭାରତୀୟ ରେଳବାଇଦ୍ୱାରା ପ୍ରଚଳିତ ଏକ ଦୈନିକ ଟ୍ରେନ । ଏହି ଟ୍ରେନ ମହାରାଷ୍ଟ୍ରର ହଜୁର ସାହିବ , ନାନ୍ଦେଡ଼ରୁ ପଞ୍ଜାବର ଅମୃତସର ଯାଇ ଚାଲିଥାଏ । ଏହି ଟ୍ରେନ ଦୁଇଟି ଶିଖ ଧର୍ମସ୍ଥଳୀକୁ ସଂଯୋଗ ଦେଇଥାଏ ଓ ଏହା ନାନ୍ଦେଡ଼ଠାରେ ରହିଥିବା ଶିଖ ଉପାସନା ପିଠା ସଚଖଣ୍ଡ ସାହିବ ଗୁରୁଦ୍ୱାରା ନାମାନୁସାରେ ଦିଆଯାଇଥିଲା ।
ଏହି ଟ୍ରେନ ଭାରତୀୟ ରାଜଧାଣିନୁଆ ଦିଲ୍ଲୀ ସହ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ , ଜଳନା । ଔରଙ୍ଗାବାଦକୁ ସଂଯୋଗ କରିଥାଏ ।
ଯାତ୍ରାପଥ
ସମ୍ପାଦନାଏହି ଟ୍ରେନର ମୁଖ୍ୟ ରହଣି ପୂର୍ଣା , ପର୍ଭଣୀ , ଔରଙ୍ଗାବାଦ , ମାନମାଦ , ଜଲଗାଓ , ବୁରହାନପୁର , ଖଣ୍ଡବା, ଭୋପାଲ , ମଥୁରା , ଝାଁସୀ ,ଫରିଦାବାଦ , ନୂଆ ଦିଲ୍ଲୀ , ପାନିପତ , ଲୁଧିଆନା ଜଲନ୍ଧର ଆଦି ସ୍ଥାନରେ ରହିଛି ।
ସମୟ ସାରଣୀ
ସମ୍ପାଦନାବଗି
ସମ୍ପାଦନାTଏଥିରେ ନିୟମିତ AC ସମୂହ ସହ ସମୁଦାୟ 24ଟି ବଗି ଲାଗିଥାଏ ।
ଇତିହାସ
ସମ୍ପାଦନା1995 ମସିହାରେ ଏହା ପ୍ରଥମେ ଏକ ସାପ୍ତାହିକି ଟ୍ରେନ ଭାବରେ ନାନ୍ଦେଡ଼ରୁ ଅମୃତସର ଯାଏ ପ୍ରଚଳିତ ହେଲା। 1997ରେ ଏହା ଦ୍ୱି ସାପ୍ତାହିକ , 1998ରେ ସପ୍ତାହକୁ 5 ଦିନ ଚାଲି 2006/07ରେ ଏହା ଦୈନିକ ରେନ ଭାବରେ ଚଳାଚଳ କଳା ।
ଏହି ଟ୍ରେନ ଶିକ୍ଷା ସଂପ୍ରଦାଯ ପାଇଁ ଏକ ଧାର୍ମିକ ଟ୍ରେନ ଭାବରେ ଧରାଯାଏ । ନାନ୍ଦେଡ଼ , ମାନମାଦ , ଭୋପାଲ ଗ୍ୱାଲିଆର , ଦିଲ୍ଲୀ , ଭୂଷାବଳ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କୁ ଗୁରୁଦ୍ୱାରା ତରଫରୁ ଲାଙ୍ଗର ( ଖାଦ୍ଯ ) ବିନମୂଲ୍ୟରେ ପ୍ରଦାନ କରାଯାଇଥାଏ । ନାନ୍ଦେଡ଼ ଷ୍ଟେସନରେ ଗୁରୁଦ୍ୱାରା ତରଫରୁ ଯାତ୍ରୀମାନଙ୍କୁ ବୀନା ଶୁଳ୍କରେ ଷ୍ଟେସନରୁ ଯିବା ଆସିବା ବ୍ୟବସ୍ଥା କରାଯାଇଥାଏ ।
ଅନ୍ୟ ସଂଯୋଗ ସବୁ
ସମ୍ପାଦନା- Devagiri Express
- Trains of SCR
- Nanded
- Aurangabad
ଆଧାର
ସମ୍ପାଦନାSouth Central Railways official link Archived 31 May 2007 at the Wayback Machine.