ସଚଖଣ୍ଡ ଏକ୍ସପ୍ରେସ

[[Fi

Sachkhand Express
Overview
Service typeMail/Express
StatusOperating
Current operator(s)Indian Railways/Central Railways
Route
StartHazur Sahib Nanded
Stops33
EndAmritsar
Distance travelled2082 km
Service frequencyDaily
Train number(s)12715 / 12716
On-board services
Class(es)AC 2 Tier, AC 3 Tier, Sleeper Class, Unreserved
Seating arrangementsAvailable
Sleeping arrangementsAvailable
Catering facilitiesAvailable (Paid)
Baggage facilitiesAvailable
Technical
Track gaugeBroad Gauge
Sachkhand Express (Amritsar - Nanded) Route map

ସଚଖଣ୍ଡ ଏକ୍ସପ୍ରେସ ,ଭାରତୀୟ ରେଳବାଇଦ୍ୱାରା ପ୍ରଚଳିତ ଏକ ଦୈନିକ ଟ୍ରେନ । ଏହି ଟ୍ରେନ ମହାରାଷ୍ଟ୍ରର ହଜୁର ସାହିବ , ନାନ୍ଦେଡ଼ରୁ ପଞ୍ଜାବର ଅମୃତସର ଯାଇ ଚାଲିଥାଏ । ଏହି ଟ୍ରେନ ଦୁଇଟି ଶିଖ ଧର୍ମସ୍ଥଳୀକୁ ସଂଯୋଗ ଦେଇଥାଏ ଓ ଏହା ନାନ୍ଦେଡ଼ଠାରେ ରହିଥିବା ଶିଖ ଉପାସନା ପିଠା   ସଚଖଣ୍ଡ ସାହିବ ଗୁରୁଦ୍ୱାରା ନାମାନୁସାରେ ଦିଆଯାଇଥିଲା । 

ଏହି ଟ୍ରେନ ଭାରତୀୟ ରାଜଧାଣିନୁଆ ଦିଲ୍ଲୀ ସହ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ , ଜଳନା । ଔରଙ୍ଗାବାଦକୁ ସଂଯୋଗ କରିଥାଏ । 

ଯାତ୍ରାପଥ  ସମ୍ପାଦନା

ଏହି ଟ୍ରେନର ମୁଖ୍ୟ ରହଣି ପୂର୍ଣା , ପର୍ଭଣୀ , ଔରଙ୍ଗାବାଦ , ମାନମାଦ , ଜଲଗାଓ , ବୁରହାନପୁର , ଖଣ୍ଡବା, ଭୋପାଲ , ମଥୁରା , ଝାଁସୀ ,ଫରିଦାବାଦ , ନୂଆ ଦିଲ୍ଲୀ , ପାନିପତ , ଲୁଧିଆନା ଜଲନ୍ଧର ଆଦି ସ୍ଥାନରେ ରହିଛି ।  

ସମୟ ସାରଣୀ  ସମ୍ପାଦନା

  • ସାହିବ ନଗରରୁ ଟ୍ରେନ 09.30AMରେ ଛାଡି ଅମୃତସରରେ ପରଦିନ 08.20PMରେ ପହଞ୍ଚେ .[୧]
  • ଫେରନ୍ତା ଟ୍ରେନ ଅମୃତସରରୁ 05.35 AMରେ ଛାଡି ପରଦିନ 04.00PMରେ ନାନ୍ଦେଡ଼ ପହଞ୍ଚେ .[୨]

ବଗି  ସମ୍ପାଦନା

Tଏଥିରେ ନିୟମିତ AC ସମୂହ ସହ ସମୁଦାୟ 24ଟି ବଗି ଲାଗିଥାଏ । 

ଇତିହାସ  ସମ୍ପାଦନା

1995 ମସିହାରେ ଏହା ପ୍ରଥମେ ଏକ ସାପ୍ତାହିକି ଟ୍ରେନ ଭାବରେ ନାନ୍ଦେଡ଼ରୁ ଅମୃତସର ଯାଏ ପ୍ରଚଳିତ ହେଲା। 1997ରେ ଏହା ଦ୍ୱି ସାପ୍ତାହିକ , 1998ରେ ସପ୍ତାହକୁ 5 ଦିନ ଚାଲି 2006/07ରେ ଏହା ଦୈନିକ ରେନ ଭାବରେ ଚଳାଚଳ କଳା ।  

ଏହି ଟ୍ରେନ ଶିକ୍ଷା ସଂପ୍ରଦାଯ ପାଇଁ ଏକ ଧାର୍ମିକ ଟ୍ରେନ ଭାବରେ ଧରାଯାଏ । ନାନ୍ଦେଡ଼  , ମାନମାଦ , ଭୋପାଲ ଗ୍ୱାଲିଆର , ଦିଲ୍ଲୀ , ଭୂଷାବଳ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କୁ ଗୁରୁଦ୍ୱାରା ତରଫରୁ ଲାଙ୍ଗର ( ଖାଦ୍ଯ ) ବିନମୂଲ୍ୟରେ ପ୍ରଦାନ କରାଯାଇଥାଏ । ନାନ୍ଦେଡ଼ ଷ୍ଟେସନରେ ଗୁରୁଦ୍ୱାରା ତରଫରୁ ଯାତ୍ରୀମାନଙ୍କୁ ବୀନା ଶୁଳ୍କରେ ଷ୍ଟେସନରୁ ଯିବା ଆସିବା ବ୍ୟବସ୍ଥା କରାଯାଇଥାଏ । 

ଅନ୍ୟ ସଂଯୋଗ ସବୁ  ସମ୍ପାଦନା

ଆଧାର  ସମ୍ପାଦନା

South Central Railways official link Archived 31 May 2007 at the Wayback Machine.