ଦେବଗିରି ଏକ୍ସପ୍ରେସ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (September 2014) |
ଦେବଗିରି ଏକ୍ସପ୍ରେସ ଭାରତୀୟ ରେଳବାଇର ଦକ୍ଷିଣ କେନ୍ଦ୍ର ରେଳ ଡିଭିଜନଦ୍ୱାରା ଚାଳିତ ଏକ ଟ୍ରେନ । ଏହା ମୁମ୍ବାଇ ଓ ସିକନ୍ଦରାବାଦ ମଧ୍ୟରେ ଚଳାଚଳ କରେ । ପ୍ରଥମେ ସିକନ୍ଦରାବାଦରୁ ମନ୍ମଦ ଯାଏ କଲ୍ୟାଣ ଜଙ୍କସନ ଦେଇ ଚାଲୁଥିବା ଏହି ଟ୍ରେନ ପରେ ମୁମ୍ବାଇ ଯାଏ ପରିବର୍ଧିତ ହେଇଥିଲା । ଏହା ଔରଙ୍ଗାବାଦ , ଜାଲଣା , ପୂର୍ଣା , ନାନ୍ଦେଦ , ନିଜାମାବାଦ ଦେଇ ଯାତାୟତ କରେ । ଏହା ସିଙ୍ଘପୁରୀ ଏକ୍ସପ୍ରେସ ସହ ବଗି ଭାଗ କରେ ।
Overview | |||||
---|---|---|---|---|---|
Service type | Inter-city rail | ||||
Status | Operating | ||||
Locale | Telangana, Maharashtra | ||||
Current operator(s) | South Central Railway, Indian Railways | ||||
Route | |||||
Start | Secunderabad[୧] | ||||
Stops | 28 | ||||
End | Mumbai CST | ||||
Distance travelled | 878 km (546 mi) | ||||
Average journey time | 17 hours | ||||
Service frequency | Daily | ||||
On-board services | |||||
Class(es) | Sleeper, Air-conditioned and Unreserved | ||||
Seating arrangements | Indian Rail standard | ||||
Catering facilities | Pantry | ||||
Observation facilities | Large windows in all carriages | ||||
Baggage facilities | Below the seats | ||||
Technical | |||||
Rolling stock | Two | ||||
Track gauge | Broad | ||||
Operating speed | 55 km/h | ||||
|
ଇତିହାସ
ସମ୍ପାଦନାଦଉଲତାବାଦ ନିକଟସ୍ଥ ଦେବଗିରି ନାମକ ଏକ ପ୍ରାଚୀନ ଏଇତିହାସିକ ସ୍ଥାନ ଅନୁସାରେ ନାମକରଣ ହେଇଥିବା ଏହି ଏକ୍ସପ୍ରେସ ଟ୍ରେନ ମୁମ୍ବାଇରୁ ଔରଙ୍ଗାବାଦ ଚଳାଚଳ କରୁଥିଲା । ଦେବଗିରି ମୂହମ୍ମଦ ବିନ ଟୋଗଲକଙ୍କ ସମୟରେ ଟବକା ଭାରତ ସମ୍ଭ୍ରାଜ୍ୟର ରାଜଧାନୀ ଥିଲା ବୋଲି ଇତିହାସ କହେ । ସେ ଦିଲ୍ଲୀରୁ ଦେବଗିରିକୁ ରାଜଧାନୀ ଉଠେଇ ନେବା ପରେ ପୁନର୍ବାର ସେ ଦିଲ୍ଲୀକୁ ତାଙ୍କର ରାଜଧାନୀ ଉଠେଇ ନେଇଥିଲେ ।
ଯାତ୍ରାପଥରେ ଟ୍ରେନ ୮୭୮ କିଲୋମିଟର ପଥ ୧୭ ଘଣ୍ଟାରେ ଅତିକ୍ରାନ୍ତ କରେ । ଏହି ଟ୍ରେନ ନାସିକକୁ ହାଇଦ୍ରାବାଦ ସହ ସଂଯୋଗ କରେ । ହାଇଦ୍ରାବାଦର ନିଜାମଙ୍କଦ୍ୱାରା ତିଆରି ହେଇଥିବା ହାଇଦ୍ରାବାଦ - ଗୋଦାବରୀ ଉପତ୍ୟକା ରେଳବାଇର ଟ୍ରାକରେ ଏହି ଟ୍ରେନ ଚାଲିଥାଏ ।
ପଥ
ସମ୍ପାଦନାସମ୍ପୂର୍ଣ ଯତ୍ରପଥରେ ଏହି ଟ୍ରେନର ୨୮ଟି ନିର୍ଧାରିତ ରହଣି ରହିଛି ,
Gallery
ସମ୍ପାଦନା-
Devagiri Express November 2015
-
Devagiri Express halted at Secunderabad
-
Simhapuri and Devgiri Express Nameboard (Rake sharing with Simhapuri Express)
ପୁନଶ୍ଚ ଦେଖଣା
ସମ୍ପାଦନା- Ajanta Express
- Hussainsagar Express
- Simhapuri Express