ଶ୍ୟାମଘନ ଉଲାକା
ଓଡ଼ିଆ ରାଜନେତା
ଶ୍ୟାମଘନ ଉଲାକା (ମୃତ୍ୟୁ: ୧୪ ସେପ୍ଟେମ୍ବର ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ହୋଇଥିବା ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଶ୍ୟାମଘନ ଉଲାକା | |
---|---|
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ବିଶ୍ୱନାଥ ଚୌଧୁରୀ |
ନିର୍ବାଚନ ମଣ୍ଡଳୀ | ବିଷମ କଟକ |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୪ ସେପ୍ଟେମ୍ବର ୧୯୭୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ରତ୍ନଲୁ ଉଲାକା |
ସନ୍ତାନ | ୪ |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଶ୍ୟାମଘନ ଉଲାକାଙ୍କ ପତ୍ନୀଙ୍କ ନାମ ରତ୍ନଲୁ ଉଲାକା ।[୧]
ରାଜନୈତିକ ଜୀବନ
ସମ୍ପାଦନାଶ୍ୟାମଘନ ଉଲାକା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଶ୍ୟାମଘନ ଉଲାକା ୧୯୭୦ ମସିହାର ସେପ୍ଟେମ୍ବର ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Syamaghana Ulaka". odishaassembly.nic.in. Odisha Assembly. Retrieved 9 February 2022.