ଶ୍ରେଣୀ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ

ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଉଇକିପିଡ଼ିଆ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଏକ ସହବନ୍ଧିତ ପ୍ରକଳ୍ପ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆରେ ସମ୍ପାଦନା ଶିଖାଯାଇଥାଏ । ସେମାନଙ୍କ ପାଠ ଖସଡ଼ାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥାଏ ।