ଶ୍ରାବଣ
ଶ୍ରବଣା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ଶ୍ରାବଣ ମାସ (ଶିରାବଣ ଓ ଶାବଣ ନାମରେ ମଧ୍ୟ ଜଣା) କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ଆଷାଢ଼ ଓ ପରବର୍ତ୍ତୀ ମାସ ଭାଦ୍ରବ । ଏହି ମାସ ଓ ଏହାର ପୂର୍ବବର୍ତ୍ତୀ ମାସ ବର୍ଷା ଋତୁ ।
ପର୍ବପର୍ବାଣୀସମ୍ପାଦନ କରନ୍ତୁ
- ଅମାବାସ୍ୟା: ଚିତାଲାଗି ଅମାବାସ୍ୟା/ ଚିତଉ ଅମାବାସ୍ୟା
- କୃଷ୍ଣ ପଞ୍ଚମୀ: ନାଗ ପଞ୍ଚମୀ/ ମନସା ପଞ୍ଚମୀ
- ଶୁକ୍ଳ ଦଶମୀ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ: ଝୁଲଣ ଯାତ୍ରା
- ପୂର୍ଣ୍ଣିମା: ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ[୧] , ବଳଭଦ୍ର ଜନ୍ମ
ଆଧାରସମ୍ପାଦନ କରନ୍ତୁ
- ↑ "Gamha Purnima celebrated". The Hindu. http://www.thehindu.com/todays-paper/tp-national/tp-otherstates/gamha-purnima-celebrated/article3715623.ece. Retrieved 19 August 2015. "The full moon day that marks the end of Hindu month of Shravan is celebrated as ‘Gamha Purnima’"
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |