ଶିଶୁଲେଖା, ଓଡ଼ିଶା ସରକାରଙ୍କଦ୍ୱାରା ପ୍ରକାଶିତ ଏକ ଶିଶୁ ପତ୍ରିକା ।[୧][୨][୩][୪][୫] ଏହା ଏକ ମାସିକ ପତ୍ରିକା ।[୬]

ଶିଶୁଲେଖା
ପ୍ରତିଷ୍ଠାତାଓଡ଼ିଶା ସରକାର
ପ୍ରକାଶକଓଡ଼ିଶା ସରକାର
ସମ୍ପାଦକଦାଶ ବେନହୁର
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର, ଓଡ଼ିଶା

ଇତିହାସ ସମ୍ପାଦନା

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୧୯୭୧ ମସିହାରେ ଏହି ପତ୍ରିକା ପ୍ରକାଶନ ଆରମ୍ଭ ହୋଇଥିଲା । ସେତେବେଳେ ଏହା ଶିକ୍ଷାବିଭାଗ ତରଫରୁ ଶିଶୁ ସାହିତ୍ୟ ସମିତିଦ୍ୱାରା ପ୍ରକାଶିତ ହେଉଥିଲା ।[୭] ଅନନ୍ତ ପଟ୍ଟନାୟକ ଏହି ପତ୍ରିକାର ସମ୍ପାଦନା କରୁଥିଲେ ।[୮] ୧୯୯୨-୯୩ ମସିହା ପର୍ଯ୍ୟନ୍ତ ଏହାର ପ୍ରକାଶନ ଅନବରତ ଚାଲିଥିଲା । ୨୦୦୪-୦୫ ମସିହାରେ ଏହା କିଛି ମାସ ପର୍ଯ୍ୟନ୍ତ ପୁନଃ ପ୍ରକାଶିତ ହୋଇଥିଲା । ପୁଣି କିଛି ବର୍ଷର ବ୍ୟବଧାନ ପରେ ୨୦୧୦ ମସିହା ଜୁଲାଇ ୮ ତାରିଖରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଏହା ଏକ ତ୍ରୈମାସିକ ପତ୍ରିକା ଭାବରେ ପ୍ରକାଶିତ ହେବାକୁ ଲାଗିଲା ।[୯] ୩ ବର୍ଷ ପରେ ପୁଣି ୨୦୧୩ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା । ୨୦୨୧ ଅପ୍ରେଲ ୧ ତାରିଖରୁ ଏହାର ପୁନଃ ପ୍ରକାଶନ ଆରମ୍ଭ ହୋଇଥିଲା ।[୧୦] ୨୦୨୧ ମସିହାରେ ଏହି ପତ୍ରିକାର ଇ-ସଂସ୍କରଣ ପ୍ରକାଶ କରାଯିବାର ମଧ୍ୟ ଯୋଜନା କରାଯାଇଥିଲା ।[୧୧][୧୨]

୨୦୨୧ରୁ ଏହି ପତ୍ରିକାର ସମ୍ପାଦକମଣ୍ଡଳୀରେ ଦାଶ ବେନହୁର କାର୍ଯ୍ୟ କରିଥିଲେ । ପୂର୍ବରୁ ଏହି ପତ୍ରିକାର ସମ୍ପାଦକ ଭାବରେ ଅନନ୍ତ ପଟ୍ଟନାୟକ[୧୩][୧୪], ପ୍ରସନ୍ନ କୁମାର ମିଶ୍ର ( ୧୯୮୧ - ୧୯୯୧ ) , ବୀରକିଶୋର ଦାସଜଗନ୍ନାଥ ମହାନ୍ତି[୧୫] ଆଦି କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. Census of India, 1981: Orissa. Controller of Publications. 1900.
  2. Jagannatha Mahanti (1993). Children's Literature of Orissa. Orissa Sahitya Akademi.
  3. Kamal K. Mohanty (2001). Orissa, the Lost Footsteps. Vision Publications. ISBN 978-81-87176-00-8.
  4. "Out-of-print 'Sishulekha' to hit stands again". www.dailypioneer.com. The daily pioneer. Archived from the original on 12 May 2021. Retrieved 12 May 2021.
  5. "New lease of life for children's magazine". www.telegraphindia.com. telegraph. Archived from the original on 12 May 2021. Retrieved 12 May 2021.
  6. Annual Administrative Report on the Progress of Education in Orissa for the Year ... The Department. 1978.
  7. Orissa Review. Published and issued by Home (Public Relations) Department, Government of Orissa. February 1996.
  8. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 72–. ISBN 978-81-8450-151-3.
  9. "New-look Sishulekha is back". www.newindianexpress.com. The New Indian Express. Archived from the original on 12 May 2021. Retrieved 12 May 2021.
  10. "ଶିଶୁ କିଶୋର ପତ୍ରିକା 'ଶିଶୁଲେଖା' ଉନ୍ମୋଚିତ". www.odishasambad.in. Odisha Sambad. Archived from the original on 12 May 2021. Retrieved 12 May 2021.
  11. "Out-Of-Print 'Sishulekha' To Hit Stands Soon". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 12 May 2021. Retrieved 12 May 2021.
  12. "ନୂଆ ରୂପରେ 'ଶିଶୁଲେଖା'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 12 May 2021. Retrieved 12 May 2021.
  13. Urmi: Orissa Society of Americas 45th Annual Convention Souvenir: For Annual Convention Held in 2014 at Columbis, Ohio. Odisha Society of the Americas. pp. 280–. GGKEY:RTKPGH18QP0.
  14. "ସାହିତ୍ୟିକ କବି ଅନନ୍ତ ପଟ୍ଟନାୟକ" (PDF). ଉତ୍କଳ ପ୍ରସଙ୍ଗ. ଅକ୍ଟୋବର ୨୦୧୨ (ଅକ୍ଟୋବର ୨୦୧୨): ୧୮. Retrieved 12 May 2021.
  15. Jagannath Mohanty; Sudhansu Mohanty (2006). In Quest of Quality Education and Literature: An Autobiography. Deep & Deep Publications. pp. 195–. ISBN 978-81-7629-764-6.