ଶିବାଜୀ ପଟ୍ଟନାୟକ

ଭାରତୀୟ ରାଜନେତା

ଶିବାଜୀ ପଟ୍ଟନାୟକ (୧୦ ଅଗଷ୍ଟ ୧୯୩୦ - ୨୩ ମଇ ୨୦୨୨)[୧] ଜଣେ ଭାରତୀୟ ରାଜନେତା ଥିଲେ । ସେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ ।[୨] ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଲୋକ ସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୩][୪][୫][୬]

ଶିବାଜୀ ପଟ୍ଟନାୟକ
ସାଂସଦ, ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଚିନ୍ତାମଣି ପାଣିଗ୍ରାହୀ
ପର ଅଧିକାରୀଚିନ୍ତାମଣି ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର, ଓଡ଼ିଶା
କାର୍ଯ୍ୟକାଳ
୧୯୮୯ – ୧୯୯୬
ପୂର୍ବ ଅଧିକାରୀଚିନ୍ତାମଣି ପାଣିଗ୍ରାହୀ
ପର ଅଧିକାରୀସୌମ୍ୟ ରଞ୍ଜନ ପଟ୍ଟନାୟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-08-10)୧୦ ଅଗଷ୍ଟ ୧୯୩୦
ଓଳାସିଂହ, ଖୋର୍ଦ୍ଧା
ମୃତ୍ୟୁ୨୩ ମଇ ୨୦୨୨(2022-05-23) (ବୟସ ୯୧)
ଭୁବନେଶ୍ୱର, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀପ୍ରତିଭା
ସନ୍ତାନନିବେଦିତା, ବିଶ୍ୱଜିତ, ନଚିକେତା, ଗୀତିମୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ

୨୦୨୨ ମସିହ ମଇ ମାସ ୨୩ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୭]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2022-05-24. Retrieved 2022-05-24. {{cite web}}: Cite has empty unknown parameter: |1= (help)
  2. "Veteran Communist leader Shivaji Patnaik passes away". www.thehindu.com. The Hindu. Archived from the original on 24 May 2022. Retrieved 24 May 2022.
  3. "Bhubaneswar Parliamentary Constituency Partywise Comparison since 1977". Election Commission of India. Retrieved 29 January 2018.
  4. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 182. Retrieved 29 January 2018.
  5. All India Reporter. D.V. Chitaley. 1958. p. 229. Retrieved 29 January 2018.
  6. The Indian Journal of Political Science. Indian Political Science Association. 1980. p. 786. Retrieved 29 January 2018.
  7. "Three-Time Odisha MP Sivaji Patnaik Passes Away". sambadenglish.com. Easter Media Private Limited. Archived from the original on 23 May 2022. Retrieved 23 May 2022.