ଶିବାଜୀ ପଟ୍ଟନାୟକ
ଭାରତୀୟ ରାଜନେତା
ଶିବାଜୀ ପଟ୍ଟନାୟକ (୧୦ ଅଗଷ୍ଟ ୧୯୩୦ - ୨୩ ମଇ ୨୦୨୨)[୧] ଜଣେ ଭାରତୀୟ ରାଜନେତା ଥିଲେ । ସେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ ।[୨] ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଲୋକ ସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।[୩][୪][୫][୬]
ଶିବାଜୀ ପଟ୍ଟନାୟକ | |
---|---|
ସାଂସଦ, ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଚିନ୍ତାମଣି ପାଣିଗ୍ରାହୀ |
ପର ଅଧିକାରୀ | ଚିନ୍ତାମଣି ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର, ଓଡ଼ିଶା |
କାର୍ଯ୍ୟକାଳ ୧୯୮୯ – ୧୯୯୬ | |
ପୂର୍ବ ଅଧିକାରୀ | ଚିନ୍ତାମଣି ପାଣିଗ୍ରାହୀ |
ପର ଅଧିକାରୀ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଓଳାସିଂହ, ଖୋର୍ଦ୍ଧା | ୧୦ ଅଗଷ୍ଟ ୧୯୩୦
ମୃତ୍ୟୁ | ୨୩ ମଇ ୨୦୨୨ ଭୁବନେଶ୍ୱର, ଓଡ଼ିଶା, ଭାରତ | (ବୟସ ୯୧)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
ଜୀବନ ସାଥୀ | ପ୍ରତିଭା |
ସନ୍ତାନ | ନିବେଦିତା, ବିଶ୍ୱଜିତ, ନଚିକେତା, ଗୀତିମୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
୨୦୨୨ ମସିହ ମଇ ମାସ ୨୩ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୭]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2022-05-24. Retrieved 2022-05-24.
{{cite web}}
: Cite has empty unknown parameter:|1=
(help) - ↑ "Veteran Communist leader Shivaji Patnaik passes away". www.thehindu.com. The Hindu. Archived from the original on 24 May 2022. Retrieved 24 May 2022.
- ↑ "Bhubaneswar Parliamentary Constituency Partywise Comparison since 1977". Election Commission of India. Retrieved 29 January 2018.
- ↑ Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 182. Retrieved 29 January 2018.
- ↑ All India Reporter. D.V. Chitaley. 1958. p. 229. Retrieved 29 January 2018.
- ↑ The Indian Journal of Political Science. Indian Political Science Association. 1980. p. 786. Retrieved 29 January 2018.
- ↑ "Three-Time Odisha MP Sivaji Patnaik Passes Away". sambadenglish.com. Easter Media Private Limited. Archived from the original on 23 May 2022. Retrieved 23 May 2022.