ଶାହି ଜାମିଆ ମସ୍ଜିଦ

ଶାହି ଜାମିଆ ମସ୍ଜିଦ (ଉର୍ଦ୍ଦୁ: شاہی جامہ مسجد, ହିନ୍ଦୀ : शाही जामिया मस्जिद, ତେଲୁଗୁ: షాహీ జామియా మసీదు)  ଏକ ଏଇତିହାସିକ ମସଜିଦ । ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଆଡୋନିଠାରେ ଅବସ୍ଥିତ । ଏହା ପ୍ରାଚୀନ କଳା , ସଂସ୍କୃତି ଓ ସ୍ଥାପତ୍ୟର ପରିଚୟ ବହନ କରିଥାଏ । ସବୁ ସ୍ତରର ଓ ଜାତିର ଲୋକଙ୍କୁ[୧][୨] ଏଠାକୁ ପରିଦର୍ଶନ ପାଇଁ ଯିବାକୁ ଅନୁମତି ଦେବା ସହ ଚିତ୍ର ଗ୍ରହଣ ପାଇଁ ମଧ୍ୟ ଅନୁମତି ଥାଏ । ଏହା ବ୍ୟସ୍ତ ସହର ଆଡୋନିର ମଧ୍ୟ ସ୍ଥଳରେ ଅବସ୍ଥିତ । .[୩]

ଶାହି ଜାମିଆ ମସ୍ଜିଦ
Religion
ଅନୁବନ୍ଧଗୁଡ଼ିକIslam
DistrictKurnool
ProvinceAndhra Pradesh
Location
TerritoryAdoni
Architecture
Architect(s)Malli Sandal
TypeMosque
StyleIslamic
Completed1662; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1662)
Construction cost2,000,000 dinars + 77,000
Specifications
Capacity1,000
Dome(s)2
ଉପାଦାନGranite

ନିର୍ମାଣ ଓ ଶୈଳୀ  ସମ୍ପାଦନା

ବିଶ୍ୱାସ କରାଯାଏ , ଏହି ମସଜିଦ ତତ୍ କାଳୀନ ବିଜାପୁର ସୁଲତାନଙ୍କ ଆଡୋନି ଅଞ୍ଚଳର ଗଭରଣର ସିଦଦି ମାସୁଦ ଖାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହାକୁ ନିର୍ମାଣ କରିବାକୁ ଇରାନ ଦେଶରୁ ମଲ୍ଲି ସଣ୍ଡାଳଙ୍କ ନେତୃତ୍ୱରେ  ଆସିଥିଲେ । ମସଜିଦରେ ଆରବିକ ଓ ପାର୍ସିଆନ ଭାଷାରେ ଲେଖା ରହିଥିବା ବେଳେ ପବିତ୍ର କୋରାନର କିଛି ପଂକ୍ତି ବା ଅୟାତ ମଧ୍ୟ ରହିଛି । 

ସ୍ୱତନ୍ତ୍ରତା  ସମ୍ପାଦନା

ଏହା ସୌଦି ଆରବର ପ୍ରସିଦ୍ଧ ତୀର୍ଥ ସ୍ଥଳୀ  ମକ୍କାରେ ଥିବା କାବା ପରି ଅବିକଳ ଶୈଳୀରେ ନିର୍ମିତ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. http://www.jantareview.com/Adoni/biz_194968/Shahi-Jamia-Masjid
  2. http://www.veethi.com›Places›Adoni,Andhra Pradesh›Adoni Photos
  3. "Shahi Jamia Masjid in Adoni Phone Number Address Photos Website - by SabMilega.com". sabmilega.com. Archived from the original on 19 October 2016. Retrieved 19 October 2016.

ବାହାର ଲିଙ୍କ  ସମ୍ପାଦନା