ଶହୀଦ ମିନାର , କଲିକତା

ଶହୀଦ ମିନାର (ବଙ୍ଗଳା: শহীদ মিনার Shôhid Minar; English: Martyrs' Monument), formerly known as the Ochterlony Monument (ବଙ୍ଗଳା: অক্টারলোনি মনুমেন্ট),ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାଠାରେ ଅବସ୍ଥିତ ଏକ ପ୍ରାଚୀନ ମିନାର । ଏହାକୁ 1828 ମସିହାରେ ବ୍ରିଟିଶମାନଙ୍କ ପୂର୍ବ ଭାରତ କମ୍ପାନୀର କମାଣ୍ଡର ମଯର ଜଣେେରାଲ ସାର ଡାଭିଡ ଅଚେଟର୍ଲୋନୀଙ୍କ ସ୍ମାରକୀ ଭାବେ ନିର୍ମାଣ କରାଯାଇଥିଲା । 1804ରେ ତାଙ୍କଦ୍ୱାରା ମରାଠା ସୈନ୍ୟ ମାନଙ୍କ ଉପରେ ବିଜୟ ପାଇଁ ଓ ଗୁରଖା ମାନଙ୍କ ଉପରେ କମ୍ପାନୀର ବିଜୟ ପାଇଁ ଏହା ସ୍ମୃତି ହିସାବରେ ନିର୍ମିତ ହେଇଥିଲା । ଏହା ସର୍ବସାଧାରଣଙ୍କ ଅର୍ଥରେ ଜେ.ପି.ପାର୍କରଙ୍କ ନକ୍ସା ଅନୁସାରେ ନିର୍ମିତ ହେଇଥିଲା । [୧]

Shaheed Minar
The Shaheed Minar as seen from the Brigade Grounds.
Former namesOchterlony Monument
অক্টারলোনি মনুমেন্ট
General information
StatusUsed as a monument and owned by the Government of West Bengal.
TypeMonument
Architectural styleFoundation based on: Egyptian,
Column of: Syrian,
Cupola of: Turkish
LocationKolkata Maidan
ଠିକଣା11, Rani Rashmoni Avenue
ସହରKolkata, West Bengal
ଦେଶIndia
Coordinates22°33′46″N 88°20′57″E / 22.56286°N 88.34923°E / 22.56286; 88.34923
Construction started1825
Completed1828
Renovated2011-present
ଉଚ୍ଚତା48 m (157 ft)
Design and construction
OwnerGovernment of West Bengal
Other designersJ.P. Parker

ସ୍ୱାଧୀନତା ପରେ 1969 ଅଗଷ୍ଟ ମାସରେ ତତ୍କାଳୀନ ସରକାରଙ୍କଦ୍ୱାରା  ପୁନଃ ନାମକରଣ କରାଯାଇ ଏହାକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବ୍ୟକ୍ତି ମାନଙ୍କ ସମ୍ମାନରେ "ଶହୀଦ ମିନାର " ଭାବରେ ଲିପିବଦ୍ଧ ହେଲା । ଏହି ଅଞ୍ଚଳର ମଧ୍ୟ ଉନ୍ନୟନ କରି ତାହାକୁ ପର୍ଯ୍ୟଟକ ସ୍ଥଳୀ କରାଗଲା । ମିନାର ଉପରକୁ ମଧ୍ୟ ଯିବାକୁ ଅନୁମତି ଦିଆଗଲା । [୧][୨][୩]

Features ସମ୍ପାଦନା

 
ଏକ ପୁରାତନ ଚିତ୍ର 

ପ୍ରସିଦ୍ଧ ଲେଖକ ମାର୍କ ଟ୍ୱେଇନ ଶହୀଦ ମିନାରକୁ ଏକ " ଆକାଶଚୁମ୍ବୀ ସ୍ଥାମ୍ଭ " ଭାବରେ ବର୍ଣ୍ଣନା କରିଥିଲେ । ଏହି ମିନାର 157 ଫୁଟ ଉତ୍ଛ ଏବଂ ଏହା କେନ୍ଦ୍ର କଲିକତାର ଏସପ୍ଲାନେଡଠାରେ କଲିକତା ମଇଦାନ ସାମନାରେ ରହିଛି । ଏହାର ମୂଳଦୁଆ ଇଜିପଟ [୪]ର ପ୍ରାଚୀନ ନିର୍ମାଣ ଶୈଳୀରେ ରହିଛି । ମଧ୍ୟ ଭାଗ ସିରିୟା ସ୍ଥାପତ୍ୟ କଳା ଓ ଉର୍ଦ୍ଧ ଭାଗ ତୁର୍କୀର ସ୍ଥାପତ୍ୟ ଶୈଳୀରେ ଗମ୍ବୁଜପରି [୪]ରହିଛି  ।ଏହାର ଗୋଳାକୃତ ସୋପାନରେ 223 ଟି[୧][୩][୪] ସୋପାନ ରହିଛି । ଭୂତଳ ସମତଳରୁ ସମୁଦାୟ 218 ଟି[୪][୫] ସୋପାନ ରହିଛି ।   

ଶହୀଦ ମିନାର ମଇଦାନ  ସମ୍ପାଦନା

 ମିନାର ସନ୍ନିକଟର ବିରାଟ ପଡିଆକୁ ଶହୀଦ ମିନାର ମଇଦାନ କୁହା ଯାଏ । ଏଠାରେ ବହୁ  ପୁରାତନ କାଳରୁ ରାଜନୈତିକ ସଭା ଓ ଯାତ୍ରା ମାନ ହାଉଥିଲା ।ଏକ ଏଇତିହାସିକ ସଭାରେ ରବୀନ୍ଦ୍ର4ଅନାଥ ଠାକୁର ସଭାପତିତ୍ୱ କରିଥିଲେ । 1931 ମସିହାର ସେହି ସଭାରେ ବ୍ରିଟିଶମାନେ ଜଣେ ଯୁବକଙ୍କୁ ହାଜଳିଠାରେ ହତ୍ୟା କରିବା ଘଟନାର ନିନ୍ଦା କରାଯାଇଥିଲା । ଶହୀଦ ମିନାର ନିକଟରେ କଲିକତାର କେନ୍ଦ5ଋଯ ବସ ଟର୍ମିନସ ରହିଛି । .[୧]

ଜନସାଧାରଣଙ୍କ  ବ୍ୟବହାର  ସମ୍ପାଦନା

1997ପରେ ମିନାର ଉପରକୁ ଚଢିବାକୁ ହେଲେ ପୋଲିସ ବିଭାଗର ଅନୁମତି ଦରକାର । ଲାବଗ ଥାନାରେ ପରିଚୟ ପାତ୍ର ସହ ଆବେଦନ କାଲେ ଅନୁମତି ମିଳିଥାଏ । ମିନାର ଉପରୁ କଲିକତା ସହରର ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଦେଖାଯାଏ । .[୪]

ଗ୍ୟାଲେରି  ସମ୍ପାଦନା

</right>

ଆଧାର  ସମ୍ପାଦନା