ଶଲା ବୁଢ଼ାର ବଦ୍ଲା
୨୦୨୦ର ଓଡ଼ିଆ କଥାଚିତ୍ର
ଶଲା ବୁଢ଼ାର ବଦ୍ଲା, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୁମାର ଚନ୍ଦ୍ର ଦେବ ମହାପାତ୍ର । ଅଟଳ ବିହାରୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଶଲା ବୁଢ଼ାର ବଦ୍ଲା | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | କୁମାର ଚନ୍ଦ୍ର ଦେବ ମହାପାତ୍ର |
ସଂଳାପ | ଅଟଳ ବିହାରୀ ପଣ୍ଡା |
ଚିତ୍ରନାଟ୍ୟ | ସବ୍ୟସାଚୀ ମହାପାତ୍ର |
କାହାଣୀ | କପିଳେଶ୍ୱର ମହାପାତ୍ର |
କଳାକାର | ଅଟଳ ବିହାରୀ ପଣ୍ଡା ଚନ୍ଦନ ସିଂହ ଲୋଚନ ବାଗ |
ସଙ୍ଗୀତ | ପଙ୍କଜ ଜାଲ୍ ପ୍ରତିତୀ ମିଶ୍ର |
ମୁକ୍ତିଲାଭ ତାରିଖ | ୧୭ ଜାନୁଆରୀ ୨୦୨୦ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଟଳ ବିହାରୀ ପଣ୍ଡା, ଚନ୍ଦନ ସିଂହ, ଲୋଚନ ବାଗ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥଲେ । ଏହି କଥାଚିତ୍ରଟି ୨୦୨୦ ମସିହାର ଜାନୁଆରୀ ୧୭ ତାରିଖରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟି ପୁଣିଥରେ ୨୦୨୩ ମସିହାର ମଇ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩][୪]
ଅଭିନୟ ସମ୍ପାଦନ କରନ୍ତୁ
- ଅଟଳ ବିହାରୀ ପଣ୍ଡା[୫]
- ଚନ୍ଦନ ସିଂହ
- ଲୋଚନ ବାଗ
କାହାଣୀ ସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପଙ୍କଜ ଜାଲ୍ ଓ ପ୍ରତିତୀ ମିଶ୍ର । ଚୁଡ଼ାମଣି ଚନ୍ଦନ, ନେତ୍ରାନନ୍ଦ ବାରିକ, ଅଟଳ ବିହାରୀ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ ସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଚୁରା ପୀରତି" |
ଆଧାର ସମ୍ପାଦନ କରନ୍ତୁ
- ↑ "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍ | Sambad". ସମ୍ବାଦ. sambad.in. 19 December 2020. Archived from the original on 9 January 2022. Retrieved 9 January 2022.
- ↑ Sala Budhar Badla Movie: Showtimes, Review, Trailer, Posters, News & Videos | eTimes, retrieved 2022-01-05
- ↑ "ଶଲା ବୁଢ଼ାର ବଦ୍ଲା". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
- ↑ "ରିଲିଜ୍ ଋତୁ". ଧରିତ୍ରୀ. No. ଭୁବନେଶ୍ୱର. 25 May 2023. p. ୧୭. Archived from the original on 23 September 2023. Retrieved 23 September 2023.
- ↑ "'Sala Budha' actor Atal Bihari Panda passes away". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2021-06-05. Retrieved 2022-01-05.
ବାହାର ଆଧାର ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଶଲା ବୁଢ଼ାର ବଦ୍ଲା