ଶରତ ଚନ୍ଦ୍ର ପାଇକରାୟ

ଓଡ଼ିଆ ରାଜନୀତିଜ୍ଞ

ଶରତ ଚନ୍ଦ୍ର ପାଇକରାୟ (୬ ମଇ ୧୯୫୫ - ୧୦ ଅପ୍ରେଲ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଶରତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଶରତ ଚନ୍ଦ୍ର ପାଇକରାୟ
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀସୁରେଶ କୁମାର ରାଉତରାୟ
ପର ଅଧିକାରୀସୁରେଶ କୁମାର ରାଉତରାୟ
ନିର୍ବାଚନ ମଣ୍ଡଳୀଜଟଣୀ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସୁରେଶ କୁମାର ରାଉତରାୟ
ପର ଅଧିକାରୀବିଭୂତି ଭୂଷଣ ବଳବନ୍ତରାୟ
ନିର୍ବାଚନ ମଣ୍ଡଳୀଜଟଣୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1955-05-06)ମଇ ୬, ୧୯୫୫
ମୃତ୍ୟୁ୧୦ ଅପ୍ରେଲ ୨୦୧୫(2015-04-10) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀକାଜଲ ପାଇକରାୟ
ବାପା/ବୋଉବାଉରୀ ବନ୍ଧୁ ପାଇକରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ସୁଶାନ୍ତ କୁମାର ରାଉତ ୧୯୫୫ ମସିହାର ମଇ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ବାଉରୀ ବନ୍ଧୁ ପାଇକରାୟ ଏବଂ ପତ୍ନୀଙ୍କ ନାମ କାଜଲ ପାଇକରାୟ ।[] ସୁଶାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ଶରତ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

ସମ୍ପାଦନା

ଶରତ ଚନ୍ଦ୍ର ପାଇକରାୟ ୨୦୧୫ ମସିହାର ଅପ୍ରେଲ ମାସ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Sarat Chandra Paikaray". odishaassembly.nic.in. Odisha Assembly. Retrieved 27 May 2020.