ଶନି ଶିଙ୍ଗଣାପୁର

ଭାରତର ଏକ ଗାଆଁ

ଶନି ଶିଙ୍ଗଣାପୁର [] ମହାରାଷ୍ଟ୍ରର ଏକ ଗାଁ । ଏହି ଗ୍ରାମରେ ଶନିଦେବଙ୍କର ପ୍ରମୁଖ ପୀଠ ଅଛି । ଭାରତରେ ଶନିଦେବଙ୍କର ଅନେକ ପୀଠ ମଧ୍ୟରେ ଶିଙ୍ଗଣାପୁର ପ୍ରମୁଖ କ୍ଷେତ୍ର । ଏହା ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ଉତ୍ତରରେ ୩୫ କି.ମି ଦୂର ନେବାସା ପଞ୍ଚାୟତର ଶିଙ୍ଗଣାପୁରଠାରେ ଅବସ୍ତିତ । [][] ଶିଙ୍ଗଣାପୁର ଏଥିପାଇଁ ମଧ୍ୟ ପ୍ରସିଦ୍ଧ ଯେ ଗାଁର କୈଣସି ଘରେ କବାଟ ନ ଥାଇ କେବଳ ଦୁଆରବନ୍ଧ ଅଛି। ଏହାସତ୍ତ୍ୱେ ସୂଚନା ଅନୁସାରେ ୨୦୧୦ ମସିହା ପର୍ଯ୍ୟନ୍ତ କୈଣସି ଚୋରୀ ହୋଇନାହି।

ଶନିଦେବ
ସୋନାଇ
ଗାଁ
ଦେଶ ଭାରତ
ରାଜ୍ୟମହାରାଷ୍ଟ୍ର
ଜିଲ୍ଲାଅହମଦନଗର
TalukasNevasa
Area
 • ସମୁଦାୟ82.36 km2 (31.80 sq mi)
Elevation
499 m (1,637 ft)
ଭାଷା
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
414105
ଦୁରଭାଷ କୋଡ02427
ଅହମଦନଗରଠାରୁ ଦୂରତା35 kilometres (22 mi)
ଔରଙ୍ଗାବାଦଠାରୁ ଦୂରତା84 kilometres (52 mi)
ଶିରିଡିଠାରୁ ଦୂରତା60 kilometres (37 mi)
Maharashtra Govt. gazetteer Website Falling grain

ମୁର୍ତ୍ତି

ସମ୍ପାଦନା

ଶନିଦେବଙ୍କର ସ୍ୱୟମ୍ଭୁ ମୂର୍ତ୍ତି କଳାରଙ୍ଗର । ୫ ଫୁଟ ୯ ଇଞ୍ଚ ଉଚ୍ଚତା ଏବଂ ୧ ଫୁଟ ୬ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଶନିଦେବଙ୍କର ପ୍ରତିମା ଖୋଲା ସ୍ଥାନରେ ବିରାଜମାନ ।

ଶିଙ୍ଗଣାପୁର ଗାଁ

ସମ୍ପାଦନା

ଶନିବାର

ସମ୍ପାଦନା
  1. Sanger, Vasundhara (2008-06-03). "TOI". Timesofindia.indiatimes.com. Retrieved 2010-08-30.
  2. http://www.shanishinganapur.com/
  3. "ଆର୍କାଇଭ୍ କପି". Archived from the original on 2013-08-30. Retrieved 2012-10-03. {{cite web}}: Cite has empty unknown parameter: |1= (help)

ବାହାର ତଥ୍ୟ

ସମ୍ପାଦନା