ଲେଭାମିସୋଲ (ଇଂରାଜୀ ଭାଷାରେ Levamisole, ବିକ୍ରୟ ନାମ ଏର୍ଗାମିସୋଲ/Ergamisol) ଏକ ଔଷଧ ଯାହା ପରଜୀବୀ ସଂକ୍ରମଣରେ ଦିଆଯାଏ ।[୧] ଏହା ବିଶେଷତଃ ଗୋଲ କୃମିଅଙ୍କୁଶକୃମି ସଂକ୍ରମଣରେ ଦିଆଯାଏ । ଏହା ପାଟିରେ ଦିଆଯାଏ । [୨]

ଲେଭାମିସୋଲ
Skeletal formula of levamisole
Ball-and-stick model of the levamisole molecule
Clinical data
Trade namesErgamisol
AHFS/Drugs.comMicromedex Detailed Consumer Information
MedlinePlusa697011
Routes of
administration
By mouth
ATC code
Legal status
Legal status
  • CA: Withdrawn drug
  • US: Withdrawn drug
  • Rx-only (RU)
Pharmacokinetic data
MetabolismLiver
Elimination half-life3–4 hours
ExcretionUrine (70%)
Identifiers
  • (S)-6-Phenyl-2,3,5,6-tetrahydroimidazo[2,1-b][1,3]thiazole
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.035.290 Edit this at Wikidata
Chemical and physical data
FormulaC11H12N2S
Molar mass204.292 g/mol
3D model (JSmol)
Density1.31 g/cm3
Melting point60 °C (140 °F)
  • N\2=C1/SCCN1C[C@@H]/2c3ccccc3
  • InChI=1S/C11H12N2S/c1-2-4-9(5-3-1)10-8-13-6-7-14-11(13)12-10/h1-5,10H,6-8H2/t10-/m1/s1 checkY
  • Key:HLFSDGLLUJUHTE-SNVBAGLBSA-N checkY
 ☒NcheckY (what is this?)  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ଓ ମୁଣ୍ଡବୁଲା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହା ସ୍ତନ୍ୟପାନ (breastfeeding) ସମୟରେ ଓ ଗର୍ଭାବସ୍ଥାର ତୃତୀୟ ଟ୍ରାଇମେସ୍ଟରରେ (third trimester) ଦିଆଯାଏନାହିଁ । [୨] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ସଂକ୍ରମଣ ଆଶଙ୍କା ରହେ । ଏହା ଆଣ୍ଟିହେଲମିଣ୍ଟିକ (antihelmintic) ଶ୍ରେଣୀର ଏକ ଔଷଧ ।[୩]

ସନ ୧୯୬୬ରେ ଲେଭାମିସୋଲ ଆବିଷ୍କାର କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷ ଚିକିତ୍ସା ଖର୍ଚ୍ଚ ପ୍ରାୟ ୦.୧୮ରୁ ୦.୩୩ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ସୂତ୍ରରେ ମିଳେନାହିଁ ।[୩] ପଶୁମାନଙ୍କ ଡିୱର୍ମର (dewormer) ଭାବରେ ଏହା ବ୍ୟବ‌ହାର କରାଯାଏ ।[୭]

ଆଧାର ସମ୍ପାଦନା

  1. Keiser, J; Utzinger, J (23 April 2008). "Efficacy of current drugs against soil-transmitted helminth infections: systematic review and meta-analysis". JAMA. 299 (16): 1937–48. doi:10.1001/jama.299.16.1937. PMID 18430913.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. pp. 86, 590. ISBN 9789241547659.
  3. ୩.୦ ୩.୧ "Levamisole Advanced Patient Information - Drugs.com". www.drugs.com. Retrieved 8 December 2016.
  4. Prevenier, Martha Howelland Walter (2001). From reliable sources : an introduction to historical methods (1. publ. ed.). Ithaca: Cornell university press. p. 77. ISBN 9780801485602.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Levamisole". International Drug Price Indicator Guide. Retrieved 1 December 2016.[permanent dead link]
  7. Taylor, M. A.; Coop, R. L.; Wall, R. L. (2015). Veterinary Parasitology (in ଇଂରାଜୀ). John Wiley & Sons. p. 329. ISBN 9781119073673.