ଲେଫ୍ଲୁନୋମାଇଡ

ଏହା ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ

ଲେଫ୍ଲୁନୋମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରାଭା, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୩][୨] ଏହା ପାଟିରେ ଦିଆଯାଏ ।[୩] ଔଷଧର ପ୍ରଭାବ ସାଧାରଣତଃ ୬ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥାଏ ।[୨]

ଲେଫ୍ଲୁନୋମାଇଡ
Clinical data
Trade namesArava, Lefumide, Arabloc, others
AHFS/Drugs.commonograph
MedlinePlusa600032
data
Pregnancy
category
  • AU: X (High risk)
  • US: X (Contraindicated)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability80%[୧]
Protein binding>99%[୧]
MetabolismGI mucosa and liver[୧]
Onset of actionWithin 6 wks[୨]
Elimination half-life14–18 days[୧]
ExcretionFaeces (48%), urine (43%)[୧]
Identifiers
  • 5-methyl-N-[4-(trifluoromethyl) phenyl]-isoxazole-4-carboxamide
ECHA InfoCard100.123.883 Edit this at Wikidata
Chemical and physical data
FormulaC12H9F3N2O2
Molar mass୨୭୦.୨୧ g·mol−1
3D model (JSmol)
  • O=C(Nc1ccc(cc1)C(F)(F)F)c2c(onc2)C
  • InChI=1S/C12H9F3N2O2/c1-7-10(6-16-19-7)11(18)17-9-4-2-8(3-5-9)12(13,14)15/h2-6H,1H3,(H,17,18) checkY
  • Key:VHOGYURTWQBHIL-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯକୃତ ପ୍ରଦାହ, କେଶ ଝଡ଼ିବା ଏବଂ ରାସ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କର୍କଟ ରୋଗ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ (DMARD) ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧ ।[୩][୨] ଏହା ଡାଇହାଇଡ୍ରୋଓରୋଟେଟ୍ ଡିହାଇଡ୍ରୋଜେନେଜକୁଅବରୋଧ କରି ଲିମ୍ଫୋସାଇଟ ପରିମାଣ ହ୍ରାସ କରେ ।[୨]

୧୯୮୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ଲେଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା ।[୩] [୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ୫ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ। [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Arava (leflunomide) dosing, indications, interactions, adverse effects, and more". Medscape Reference. WebMD. Archived from the original on 31 May 2019. Retrieved 11 March 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Arava". Archived from the original on 30 March 2021. Retrieved 21 November 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Leflunomide Monograph for Professionals". Drugs.com (in ଇଂରାଜୀ). Archived from the original on 2021-04-04. Retrieved 2021-11-21.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1146. ISBN 978-0857114105.
  5. "Leflunomide Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 6 March 2021. Retrieved 21 November 2021.