ଲୁଟେଟିଅମ (୧୭୭ଲୁ) ଅକ୍ସୋଡୋଟ୍ରିଓଟାଇଡ

ଏହା ଗ୍ୟାଷ୍ଟ୍ରୋଏଣ୍ଟେରୋପାନ‌‌କ୍ରିଆଟ୍ରିକ ନିଉରୋଏଣ୍ଡୋକ୍ରାଇନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।

ଲୁଟେଟିଅମ (୧୭୭ଲୁ) ଅକ୍ସୋଡୋଟ୍ରିଓଟାଇଡ, ବେପାର ନାମ ଲୁଟାଥେରା, ହେଉଛି ଗ୍ୟାଷ୍ଟ୍ରୋଏଣ୍ଟେରୋପାନ‌‌କ୍ରିଆଟ୍ରିକ ନିଉରୋଏଣ୍ଡୋକ୍ରାଇନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ଯାହା ସୋମାଟୋଷ୍ଟାଟିନ୍ ରିସେପ୍ଟରଗୁଡିକ ପ୍ରକାଶ କରିଥାଏ ।[] ୯ ମାସରୁ ୨୮ ମାସ ପର୍ଯ୍ୟନ୍ତ ରୋଗ ସ୍ଥିର ରହିଲେ ଏହା ସମୟକୁ ଉନ୍ନତ ହେଲା ମନେ କରିବା ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ଲୁଟେଟିଅମ (୧୭୭ଲୁ) ଅକ୍ସୋଡୋଟ୍ରିଓଟାଇଡ
Clinical data
Trade namesLutathera
SynonymsLutetium (177Lu) dotatate
AHFS/Drugs.commonograph
data
Routes of
administration
Intravenous
Legal status
Legal status
Identifiers
  • (177Lu)lutetium(3+) 2-[4-({[(1R)-1-{[(4R,7S,10S,13R,16S,19R)-10-(4-aminobutyl)-4-{[(1S,2R)-1-carboxy-2-hydroxypropyl]-C-hydroxycarbonimidoyl}-6,9,12,15,18-pentahydroxy-7-[(1R)-1-hydroxyethyl]-13-[(1H-indol-3-yl)methyl]-16-[(4-oxidophenyl)methyl]-1,2-dithia-5,8,11,14,17-pentaazacycloicosa-5,8,11,14,17-pentaen-19-yl]-C-hydroxycarbonimidoyl}-2-phenylethyl]-C-hydroxycarbonimidoyl}methyl)-7,10-bis(carboxymethyl)-1,4,7,10-tetraazacyclododecan-1-yl]acetate
Chemical and physical data
FormulaC65H87LuN14O19S2
Molar mass୧,୬୦୭.୫୮ g·mol−1
3D model (JSmol)
  • CC(C1C(=O)NC(CSSCC(C(=O)NC(C(=O)NC(C(=O)NC(C(=O)N1)CCCCN)CC2=CNC3=CC=CC=C32)CC4=CC=C(C=C4)O)NC(=O)C(CC5=CC=CC=C5)NC(=O)CN6CCN(CCN(CCN(CC6)CC(=O)[O-])CC(=O)[O-])CC(=O)[O-])C(=O)NC(C(C)O)C(=O)O)O.[Lu+3]
  • InChI=1S/C65H90N14O19S2.Lu/c1-38(80)56-64(96)73-51(63(95)75-57(39(2)81)65(97)98)37-100-99-36-50(72-59(91)47(28-40-10-4-3-5-11-40)68-52(83)32-76-20-22-77(33-53(84)85)24-26-79(35-55(88)89)27-25-78(23-21-76)34-54(86)87)62(94)70-48(29-41-15-17-43(82)18-16-41)60(92)71-49(30-42-31-67-45-13-7-6-12-44(42)45)61(93)69-46(58(90)74-56)14-8-9-19-66;/h3-7,10-13,15-18,31,38-39,46-51,56-57,67,80-82H,8-9,14,19-30,32-37,66H2,1-2H3,(H,68,83)(H,69,93)(H,70,94)(H,71,92)(H,72,91)(H,73,96)(H,74,90)(H,75,95)(H,84,85)(H,86,87)(H,88,89)(H,97,98);/q;+3/p-3/t38-,39-,46+,47-,48+,49-,50+,51+,56+,57+;/m1./s1/i;1+2
  • Key:MXDPZUIOZWKRAA-PRDSJKGBSA-K

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତରେ କମ୍ ଲିମ୍ଫୋସାଇଟ୍, ଯକୃତ ପ୍ରଦାହ, ରକ୍ତରେ ଅଧିକ ଶର୍କରା, କମ୍ ପୋଟାସିଅମ ଏବଂ ବାନ୍ତି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, କମ ଲୋହିତ ରକ୍ତ କଣିକା ଏବଂ ଥକ୍କାପଣ ହୋଇପାରେ ।[] ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର ସହିତ ସଂଲଗ୍ନ ହୋଇ କାମ କରେ ଯାହା ଜୀବକୋଷକୁ ରେଡିଓଆକ୍ଟିଭିଟି ଦେଇଥାଏ ।[]

୨୦୧୭ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଲୁଟେଟିୟମ୍ ( ୧୭୭ ଲୁ) ଅକ୍ସୋଡୋଟ୍ରିଓଟାଇଡ ଅନୁମୋଦନ କରାଯାଇଥିଲା। [] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୪,୦୦୦ ଡଲାର ଥିଲେ ।[]

  1. "Lutathera EPAR". European Medicines Agency (EMA). Archived from the original on 11 December 2019. Retrieved 11 December 2019.
  2. "Lutathera 370 MBq/mL solution for infusion - Summary of Product Characteristics (SmPC)". (emc). Archived from the original on 9 July 2021. Retrieved 9 July 2021.
  3. ୩.୦ ୩.୧ "Lutathera- lutetium lu 177 dotatate injection". DailyMed. 4 May 2020. Archived from the original on 16 November 2020. Retrieved 8 November 2020.
  4. ୪.୦ ୪.୧ ୪.୨ "Lutetium Lu 177 Dotatate Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 24 November 2021.
  5. ୫.୦ ୫.୧ ୫.୨ ୫.୩ "Lutathera". Archived from the original on 11 December 2019. Retrieved 24 November 2021.
  6. "Lutathera Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 24 November 2021.