ପ୍ରାକୃତିକ ଭାବେ ମିଳୁଥିବା ଅଧିକାଂଶ ସମସ୍ଥାନିକ ଗୁଡ଼ିକ ସ୍ଥାୟୀ ଅଟନ୍ତି । ଓଜନିଆ ମୌଳିକ ଯଥା ଥାଲିଅମ୍ (Z=୮୧), ସୀସା (Z=୮୨) ଓ ବିସ୍‌ମଥ୍ (Z=୮୩) ଗୁଡ଼ିକର 'କିଛି' ସମସ୍ଥାନିକ ଏବଂ ପୋଲୋନିଅମ୍ (Z=୮୪)ଠାରୁ ଆରମ୍ଭ କରି ତା'ଠାରୁ ଆହୁରି ଅଧିକ ଓଜନିଆ ମୌଳିକ ଗୁଡ଼ିକର 'ସମସ୍ତ' ସମସ୍ଥାନିକ ସ୍ଥାୟୀ ନୁହନ୍ତି (ନିଉକ୍ଲିଅନ୍ ପିଛା ବନ୍ଧନ ଶକ୍ତି ବହୁତ ଦୁର୍ବଳ) ଓ ଏକ ସ୍ଥାୟୀ ନାଭିରେ ପରିଣତ ହେବା ପର୍ଯ୍ୟନ୍ତ ବିକିରଣ କରିଚାଲନ୍ତି । ଏହି ସ୍ୱତଃସ୍ଫୁର୍ତ ବିକିରଣ (Spontaneous disintegration) ପ୍ରକ୍ରିୟାକୁ ତେଜସ୍କ୍ରିୟ କ୍ଷୟ (English: Radioactive decay) କୁହାଯାଏ ।

ଆଲ୍‌ଫା କ୍ଷୟ ତେଜସ୍କ୍ରିୟ କ୍ଷୟର ଏକ ଉଦାହରଣ

ଆଲ୍‌ଫା କ୍ଷୟ ସମ୍ପାଦନ କରନ୍ତୁ

ବିଟା କ୍ଷୟ ସମ୍ପାଦନ କରନ୍ତୁ

ଗାମା ବିକିରଣ ସମ୍ପାଦନ କରନ୍ତୁ

ପଜିଟ୍ରନ୍ କ୍ଷୟ ସମ୍ପାଦନ କରନ୍ତୁ

'କେ' ଅଧିକାର (K capture) ସମ୍ପାଦନ କରନ୍ତୁ

ନ୍ୟୁଟ୍ରନ ବିସର୍ଜନ (neutron emission) ସମ୍ପାଦନ କରନ୍ତୁ

ଟୀକା ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

ଆହୁରି ପଢନ୍ତୁ ସମ୍ପାଦନ କରନ୍ତୁ

ବାହାର ଲିଙ୍କ ସମ୍ପାଦନ କରନ୍ତୁ