ଲାଲ୍ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି
୨୦୧୯ର ଓଡ଼ିଆ କଥାଚିତ୍ର
ଲାଲ୍ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗତ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଲାଲ୍ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ଜାଗି ମଙ୍ଗତ ପଣ୍ଡା |
ସଂଳାପ | ଦେବୀଦତ୍ତ ମହାନ୍ତି |
ସଙ୍ଗୀତ | ଶରତ ନାୟକ ସରୋଜ ସାମଲ |
ଚିତ୍ରଗ୍ରହଣ | ରଜନୀକାନ୍ତ ବାରିକ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୪ ନଭେମ୍ବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମହାଶ୍ୱେତା ରାୟ, ମିହିର ଦାସ ଓ ଅଙ୍କିତ ଦଳବେହେରା ।[୧] ଦେବୀକା ଅରୁନ୍ଧତୀ ସାମଲ, ଜ୍ୟୋତି, ବ୍ରଜ ସିଂହ, ପୃଥ୍ୱୀରାଜ ନାୟକ, ଲୀଳା ମିଶ୍ର, ଟିକି ରଥ, ସିଦ୍ଧାର୍ଥ, ରୂପଶ୍ରୀ, କ୍ରିଷ୍ଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ମହାଶ୍ୱେତା ରାୟ
- ମିହିର ଦାସ
- ଅଙ୍କିତ କୁମାର
- ଦେବୀକା ଅରୁନ୍ଧତୀ ସାମଲ
- ଜ୍ୟୋତିପ୍ରକାଶ ପଣ୍ଡା
- ବ୍ରଜ ସିଂହ
- ପୃଥ୍ୱୀରାଜ ନାୟକ
- ଲୀଳା ମିଶ୍ର
- ଟିକି ରଥ
- ସିଦ୍ଧାର୍ଥ
- ରୂପଶ୍ରୀ
- କ୍ରିଷ୍ଣା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ଓ ସରୋଜ ସାମଲ ।[୧] ଗୀତିକାର ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଲାଇଫ୍ ଏଠି ଲଲିପପ୍" | |
2. | "ବିଉଟିଫୁଲ୍ ଲୈଲା ଲୈଲା" | |
3. | "ସମୟ ଏଠି" |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଲାଲ୍ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି