ରେଗାଡେନୋସନ
ରେଗାଡେନୋସନ (ଇଂରାଜୀ ଭାଷାରେ Regadenoson), ଅନ୍ୟମାନଙ୍କ ମଧ୍ୟରେ ଲେକ୍ସିସ୍କାନ ଏକ ବେପାର ନାମ, ଫାର୍ମାକୋଲୋଜିକ୍ ଚାପ ପରୀକ୍ଷା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ରେଡିଓନ୍ୟୁକ୍ଲିଡ୍ ମାୟୋକାର୍ଡିଆଲ୍ ପରଫ୍ୟୁଜନ ଇମେଜିଙ୍ଗର ଏକ ଅଂଶ ଭାବରେ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Lexiscan, Rapiscan, others |
Synonyms | CVT-3146, 1-[6-amino-9-[(2R,3R,4S,5R)-3,4-dihydroxy-5-(hydroxymethyl)oxolan-2-yl]purin-2-yl]- N-methylpyrazole-4-carboxamide |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Identifiers | |
| |
ECHA InfoCard | 100.218.278 |
Chemical and physical data | |
Formula | C15H18N8O5 |
Molar mass | ୩୯୦.୩୬ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଏସଟି ସେଗମେଣ୍ଟ ପରିବର୍ତ୍ତନ, ଲାଲ ପଡ଼ିଯିବା (ଫ୍ଲଶ୍), ଅଣନିଶ୍ୱାସ ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ ଏବଂ ଆନାଫାଇଲାକ୍ସିସ ହୋଇପାରେ ।[୧] କମ୍ ରକ୍ତଚାପ କିମ୍ବା ଖରାପ ନିୟନ୍ତ୍ରିତ ହୃଦ୍ପାତ ରୋଗ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ଏ<sub id="mwHg">୨ଏ</sub> (A <sub id="mwHg">2A</sub>)ଆଡେନୋସିନ ରିସେପ୍ଟର ଆଗୋନିଷ୍ଟ ଯାହା ହୃତପିଣ୍ଡକୁ ସରବରାହ କରୁଥିବା ରକ୍ତନଳୀଗୁଡ଼ିକୁ ସ୍ଫିତ କରିଥାଏ ।[୨]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେଗାଡେନୋସନ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୧୦ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୨୭୦ ଡଲାର ଥିଲା ।[୪]
- ↑ ୧.୦ ୧.୧ ୧.୨ ୧.୩ "Regadenoson Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 16 October 2021.
- ↑ ୨.୦ ୨.୧ ୨.୨ ୨.୩ "Rapiscan EPAR". European Medicines Agency. Archived from the original on 11 August 2020. Retrieved 3 May 2020.
- ↑ "DailyMed - LEXISCAN- regadenoson injection, solution". dailymed.nlm.nih.gov. Archived from the original on 17 October 2021. Retrieved 16 October 2021.
- ↑ "Lexiscan Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 October 2021.