ରାହୁଲ ଶର୍ମା

ଭାରତୀୟ କ୍ରିକେଟ ଖେଳାଳି


ରାହୁଲ ଶର୍ମା ( ପଞ୍ଜାବୀ: ਰਾਹੁਲ ਸ਼ਰਮਾ ହିନ୍ଦୀ : राहुल शर्मा) (ଜନ୍ମ ନଭେମ୍ବର 1986  ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ପଞ୍ଜାବ ରାଜ୍ୟର ଜଲନ୍ଧରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ଡାହାଣହାତୀ ଗୂଗଲି ବୋଲର । ସେ 2006 ମସିହାରୁ ତାଙ୍କ ରାଜ୍ୟ ପଞ୍ଜାବ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଆଇପିଏଲରେ 2011 ମସିହାରେ ପୁନେ ଦଳ ପାଇଁ ଖେଳିଥିଲେ .

Rahul Sharma
राहुल शर्मा
ਰਾਹੁਲ ਸ਼ਰਮਾ
ବ୍ୟକ୍ତିଗତ ତଥ୍ୟ
ନାମRahul Sharma
ଜନ୍ମ (1986-11-30) ୩୦ ନଭେମ୍ବର ୧୯୮୬ (ବୟସ ୩୭)
Jalandhar, Punjab, India
ଉଚ୍ଚତା6 ft 3 in (1.91 m)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରLegbreak googly
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap 193)8 December 2011 v West Indies
ଶେଷ ଦିନିକିଆ5 February 2012 v Australia
ପ୍ରଥମ ଟି୨୦ (cap 41)1 February 2012 v Australia
ଶେଷ ଟି୨୦3 February 2012 v Australia
ଘରୋଇ ଦଳ ତଥ୍ୟ
YearsTeam
2006–presentPunjab
2010Deccan Chargers
2011–2013Pune Warriors India
2014Delhi Daredevils
2015Chennai Super Kings
Career statistics
ପ୍ରତିଯୋଗିତା ODI T20I FC LA
ମ୍ୟାଚ ସଂଖ୍ୟା 4 2 21 25
ମୋଟ ରନ 1 534 97
ବ୍ୟାଟିଂ ହାର 1.00 19.07 8.08
ଶତକ/ଅର୍ଦ୍ଧଶତକ 0/0 –/– 0/3 0/0
ସର୍ବାଧିକ ରନ 1 95 31
ବଲ ସଂଖ୍ୟା 206 44 3,514 1206
ଉଇକେଟ 6 3 39 40
ବୋଲିଂ ହାର 29.50 18.66 51.58 22.45
ଇନିଙ୍ଗସରେ ୫ଟି ଉଇକେଟ 0 0 1 0
ମ୍ୟାଚରେ ୧୦ଟି ଉଇକେଟ n/a n/a 0 n/a
ସବୁଠୁ ଭଲ ବୋଲିଂ 3/43 2/29 6/92 4/28
କ୍ୟାଚ/ଷ୍ଟମ୍ପିଙ୍ଗ 1/– 0/– 17/– 12/–
Source: Cricinfo, 18 December 2012

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରାହୁଲ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ଭାବେ କ୍ରିକେଟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ କୋଚଙ୍କ ଉପଦେଶ କ୍ରମେ ସ୍ପିନ ବୋଲିଂ କରିଥିଲେ । .[୧] ସେ 2006 ମସିହାରେ ପଞ୍ଜାବ ପାଇଁ ଖେଳ ଜୀବନ ଆରମ୍ଭ କରିଥିଲେ ମଧ୍ୟ 2009 ମସିହାରେ ପ୍ରଥମ କରି ଲୋକ ନଜରକୁ ଆସି 13ଟି ୱିକେଟ ନେଇଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

ରାହୁଲ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରଦୀପ ଶର୍ମା ପଞ୍ଜାବ ପୋଲିସରେ ଜଣେ ସବ ଇନ୍ସ୍ପେକ୍ଟର । ରାହୁଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଉପାଧି ଶିକ୍ଷ୍ୟ ପାଇଥିଲେ । ତାଙ୍କର ପିତା , ମତ ଓ ଭାଇ ଭଉଣୀଙ୍କ ସହ ସେ ଜଲନ୍ଧର ସହରରେ ରହନ୍ତି ।

ଆଇପିଏଲ ସମ୍ପାଦନା

2009 ମସିହାରେ ସେ ଆଇପିଏଲରେ ହାଇଦରାବାଦ ଦଳ ପାଇଁ ଆଇପିଏଲ ଖେଳି ପ୍ରଥମ 6ଟି ମେଚରେ 5 ୱିକେଟ ହାସଲ କରିଥିଲେ ।2011ରେ ସେ ପୁନେ ଦଳ ପାଇଁ କୃତିର ସହ ଖେଳିଥିଲେ । "John Doe finds his identity". Espncricinfo.com. Retrieved 28 ଜୁଲାଇ 2012.</ref>[୨][୩] 2015ରେ ସେ ଚେନ୍ନଇ ଦଳ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ।

ଭାରତୀୟ କ୍ରିକେଟ ଖେଳାଳି]]
  1. "Warriors' lone beacon". Hindustantimes.com. 6 ମଇ 2011. Archived from the original on 21 ଅକ୍ଟୋବର 2012. Retrieved 28 ଜୁଲାଇ 2012.
  2. "Rahul Sharma: This IPL's star bowler battles nerve disorder to spin success story". Indianexpress.com. 6 ମଇ 2011. Retrieved 28 ଜୁଲାଇ 2012.
  3. "Rahul Sharma benefits from Harbhajan tips". Espncricinfo.com. Retrieved 28 ଜୁଲାଇ 2012.