ରାମମୂର୍ତ୍ତି ଗମାଙ୍ଗ

ଓଡ଼ିଆ ରାଜନୀତିଜ୍ଞ

ରାମମୂର୍ତ୍ତି ଗମାଙ୍ଗ (ଜନ୍ମ: ୧ ମାର୍ଚ୍ଚ ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରାମମୂର୍ତ୍ତି ଗମାଙ୍ଗ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଭାଗିରଥୀ ଗମାଙ୍ଗ
ପର ଅଧିକାରୀହେମାବତୀ ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଭାଗିରଥୀ ଗମାଙ୍ଗ
ପର ଅଧିକାରୀଅକ୍ଷୟ କୁମାର ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1951-03-01) ୧ ମାର୍ଚ୍ଚ ୧୯୫୧ (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଶଶିରେଖା ଗମାଙ୍ଗ
ସନ୍ତାନ
ବାପା/ବୋଉଦଶା ଗମାଙ୍ଗ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରାମମୂର୍ତ୍ତି ଗମାଙ୍ଗ ୧୯୫୧ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶା ଗମାଙ୍ଗ ଓ ସ୍ବର୍ଗତଃ ପତ୍ନୀଙ୍କ ନାମ ଶଶିରେଖା ଗମାଙ୍ଗ[୧][୨]

ରାଜନୈତିକ ଜୀବନ ସମ୍ପାଦନା

ରାମମୂର୍ତ୍ତି ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ବିବାଦ ସମ୍ପାଦନା

୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।[୩][୪] ଏଥିପାଇଁ ତାଙ୍କୁ ଆଜୀବନ କାରାବାସରେ ଦଣ୍ଡିତ କରାଯାଇଥିଲା ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Rammurty Gomango". odishaassembly.nic.in. Odisha Assembly. Retrieved 5 February 2022.
  2. "ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା". ETV Bharat News. Retrieved 2023-06-28.
  3. "ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ, ୨୭ରେ ଦଣ୍ଡ ଘୋଷଣା କରିବେ ଅଦାଲତ". Sambad (in ଆମେରିକୀୟ ଇଂରାଜୀ). 2023-06-25. Retrieved 2023-06-25.
  4. Dharitri; Mohanty, Padmini (2023-06-24). "ସ୍ତ୍ରୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2023-06-25.
  5. Network, Post News (2023-06-27). "Former Odisha MLA Ramamurthy Gomango gets life imprisonment in wife's murder case - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2023-06-28.